Shuru
Apke Nagar Ki App…
#ନୂତନ_ବର୍ଷରେ_ପୁରୀ_ବଡ଼_ଦାଣ୍ଡର_ଡ୍ରୋନ_ସଟ୍ #ବହୁ_ସଂଖ୍ୟାରେ_ଶ୍ରଦ୍ଧାଳୁଙ୍କ_ସମାଗମ_ହୋଇଛି ଇଂରାଜୀ ନବ ବର୍ଷର ପ୍ରଥମ ଦିନ ଅବସରରେ ପୁରୀ ବଡ଼ ଦାଣ୍ଡର ଡ୍ରୋନ ସଟ୍ । ଆକାଶରୁ ବଡ଼ ଦାଣ୍ଡ କେମିତି ଦିଶେ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। #puri #purijagannath #PuriDham #PuriJagannathTemple #badadanda_puri #jagannathpuri #puricity #OdishaNews #PuriNews #Odisha
Ganjam Khabar
#ନୂତନ_ବର୍ଷରେ_ପୁରୀ_ବଡ଼_ଦାଣ୍ଡର_ଡ୍ରୋନ_ସଟ୍ #ବହୁ_ସଂଖ୍ୟାରେ_ଶ୍ରଦ୍ଧାଳୁଙ୍କ_ସମାଗମ_ହୋଇଛି ଇଂରାଜୀ ନବ ବର୍ଷର ପ୍ରଥମ ଦିନ ଅବସରରେ ପୁରୀ ବଡ଼ ଦାଣ୍ଡର ଡ୍ରୋନ ସଟ୍ । ଆକାଶରୁ ବଡ଼ ଦାଣ୍ଡ କେମିତି ଦିଶେ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। #puri #purijagannath #PuriDham #PuriJagannathTemple #badadanda_puri #jagannathpuri #puricity #OdishaNews #PuriNews #Odisha
More news from ଓଡ଼ିଶା and nearby areas
- #ଛେଳି_ମାଂସ_କହି_ଗୋମାଂସ_ବିକ୍ରୀ_କରୁଥିଲା #ଜାଣିଗଲେ_ଲୋକେ_ଆଉ_ତାପରେ_ଲାଗିଲା_ନିଆଁ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ଠାରେ ଛେଳି ମାଂସ କହି ଗୋମାଂସକୁ ବିକ୍ରୀ କରୁଥିଲା, ସାଧାରଣ ଜନତା ଦୋକାନ ଘରକୁ ନିଆଁ ଲଗେଇ ଦେଇଛନ୍ତି।1
- Post by Jay kala _ jay Kalinga1
- Post by Subrat Behera1
- ନୂଆବର୍ଷ ରେ ନୂଆ ପ୍ରଚେଷ୍ଟା ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ନ କରିବା ଆମ ପଞ୍ଚାୟତର ଲକ୍ଷ l ତା ୦୧.୦୧.୨୦୨୬ ସକାଳ ୧୦ଟା ରୁ ୨ ଟା ପର୍ଯ୍ୟନ୍ତ ତଳଜଙ୍ଗ ଗ୍ରାମରେ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗ ର ଆଚାର୍ଯ୍ୟ ରଜନୀ କାନ୍ତ ମହାରାଜ, ଶ୍ରୀଯୁକ୍ତ ଭରତ ସେନାପତିଙ୍କ ନେତୃତରେ ନିଶା ମୁକ୍ତ ସମାଜ ଓ ଜୀବ ହତ୍ୟା ବିରୁଦ୍ଧରେ ଅଭିଯାନର ପୋଗ୍ରାମ ଆୟୋଜିତ କରାଯାଇଥିଲା, ଯେଉଥିରେ ତଳଜଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରତିନିଧି, ଚାରି ସାହିର କମିଟି ସଦସ୍ୟ, ସମସ୍ତ ସମାଜସେବୀ ଯୁବକ ଭାଇମାନେ, ନିସାମୁକ୍ତ ଅଧିକାରୀ, ଗୁରୁକୃପା ଶିକ୍ଷା କେନ୍ଦ୍ରର ୩୦ ଜଣ ସଦସ୍ୟ ଓ ଗୁରୁକୃପା ଶିକ୍ଷା କେନ୍ଦ୍ର, ତଳଜଙ୍ଗର ୫୦ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ଯାହାକି ସମସ୍ତେ ପୋଷ୍ଟର ଓ ମାଇକ ମାଧ୍ୟମରେ ପଦ ଯାତ୍ରା କରି ୪ ସାହିରେ ବୁଲି ତଳଜଙ୍ଗର ସମସ୍ତ ଗୁରୁଜନ, ଯୁବକ ଭାଇମାନଙ୍କୁ ନିଶା ମୁକ୍ତ ସମାଜ ଗଠନ କରିବା ଓ ଜୀବ ହତ୍ୟା ନକରିବା ପାଇ ସମସ୍ତଙ୍କୁ ସଚେତନ କରାଇଥିଲେ ତାହା ସହିତ ନୂତନ ବର୍ଷରେ ତଳଜଙ୍ଗ ଗ୍ରାମ କିପରି ନିସାମୁକ୍ତ ଗ୍ରାମ ହେବ ବୋଲି ପ୍ରତିଜ୍ଞା ନେବା ସହ ଆଗାମୀ ଦିନରେ ତଳଜଙ୍ଗ ଗ୍ରାମର ଯେଉଁ ଭାଇମାନେ ନିଶାରେ ଲିପ୍ତ ଅଛନ୍ତି ଓ ଯେଉଁଭାଇମାନେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କୁ ବିନିତର ସହ ଅନୁରୋଧ କଲେ, ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇ ନୂତନ ବର୍ଷରେ ଅନୁରୋଧ କଲେ ।4
- *🎊Cheers to the New Year🎊* May this new beginning with lots of love and happiness in your life, and may all your dreams come true. May the year ahead bring you renewed energy, greater success, and endless opportunities😊 *Wishing you a Happy New Year🎊🎉* *Regards,* *Rajesh Samantaray* ଜୟ ଜଗନ୍ନାଥ 🙏1
- Odisha people welcomed New Year,2026. Jagannath Temple, Puri, Orissa.1
- ଦେଖନ୍ତୁ ଆଉ ସଣାନ୍ତୁ2
- #ନୂତନ_ବର୍ଷରେ_ପୁରୀ_ବଡ଼_ଦାଣ୍ଡର_ଡ୍ରୋନ_ସଟ୍ #ବହୁ_ସଂଖ୍ୟାରେ_ଶ୍ରଦ୍ଧାଳୁଙ୍କ_ସମାଗମ_ହୋଇଛି ଇଂରାଜୀ ନବ ବର୍ଷର ପ୍ରଥମ ଦିନ ଅବସରରେ ପୁରୀ ବଡ଼ ଦାଣ୍ଡର ଡ୍ରୋନ ସଟ୍ । ଆକାଶରୁ ବଡ଼ ଦାଣ୍ଡ କେମିତି ଦିଶେ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। #puri #purijagannath #PuriDham #PuriJagannathTemple #badadanda_puri #jagannathpuri #puricity #OdishaNews #PuriNews #Odisha1