ଭାରତ ସ୍ୱାଧୀନ ହେବାପରେ ସମ୍ବିଧାନ ସଭା ଗଠନ ହୋଇଥିଲା । ୧୯୪୬ ଡିସେମ୍ବର ୯ ତାରିଖରେ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ୨୬ ଜାନୁଆରୀ ୧୯୫୦ ମସିହା ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ । ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଥାନ୍ତି । ୨୬ ଜାନୁୟାରୀରେ ଉଡାଯାଉଥିବା ପତାକାକୁ ପୂର୍ବରୁ ଉପରେ ରଖାଯାଇଥାଏ । ଖାଲି ଏଥିରେ ଲାଗିଥିବା ରସିକୁ ଟାଣି ଏହାକୁ ଉଡାଇ ଦିଆଯାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ । ଓଡିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାର ରେ ବିଦ୍ୟୁତ ଉତ୍ପାଦନ ଦାୟୀତ୍ବରେ ଓଏଚପିସି କାର୍ଯ୍ୟ କରୁଥିବାବେଳେ, ଓଏଚପିସି ପାୱାର ହାଉସ ଠାରେ ଦିନ ୧୧.୩୦ ପରେ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ଏ ସଙ୍କ୍ରାନ୍ତରେ ପଚାରିବାରୁ ରେଙ୍ଗାଳି ଓଏଚପିସି ବରିଷ୍ଠ ସାଧାରଣ ପରିଚାଳକ ସରୋଜ କୁମାର ବହିଦାର ଙ୍କର ଉତ୍ତର ଥିଲା ଭୁଲ୍ ତ ହେଇଯାଇଛି କ'ଣ କରିବା ...

- DEB REPOTERPalalahada, Anugul🙏8 hrs ago
- ଭାରତ ସ୍ୱାଧୀନ ହେବାପରେ ସମ୍ବିଧାନ ସଭା ଗଠନ ହୋଇଥିଲା । ୧୯୪୬ ଡିସେମ୍ବର ୯ ତାରିଖରେ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ୨୬ ଜାନୁଆରୀ ୧୯୫୦ ମସିହା ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ । ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଥାନ୍ତି । ୨୬ ଜାନୁୟାରୀରେ ଉଡାଯାଉଥିବା ପତାକାକୁ ପୂର୍ବରୁ ଉପରେ ରଖାଯାଇଥାଏ । ଖାଲି ଏଥିରେ ଲାଗିଥିବା ରସିକୁ ଟାଣି ଏହାକୁ ଉଡାଇ ଦିଆଯାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ । ଓଡିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାର ରେ ବିଦ୍ୟୁତ ଉତ୍ପାଦନ ଦାୟୀତ୍ବରେ ଓଏଚପିସି କାର୍ଯ୍ୟ କରୁଥିବାବେଳେ, ଓଏଚପିସି ପାୱାର ହାଉସ ଠାରେ ଦିନ ୧୧.୩୦ ପରେ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ଏ ସଙ୍କ୍ରାନ୍ତରେ ପଚାରିବାରୁ ରେଙ୍ଗାଳି ଓଏଚପିସି ବରିଷ୍ଠ ସାଧାରଣ ପରିଚାଳକ ସରୋଜ କୁମାର ବହିଦାର ଙ୍କର ଉତ୍ତର ଥିଲା ଭୁଲ୍ ତ ହେଇଯାଇଛି କ'ଣ କରିବା ...1
- ଗୋ ମାଫିଆ ଙ୍କ ଠାରୁ ବାହାରି ଥିବା ସୁନା ଅଳଙ୍କାର ଭିଡ଼ିଓ କେନ୍ଦୁଝର ରୁ ସତ୍ୟବ୍ରତଦାସ1
- ଳେଡିକିତନଗଏଳମୁରାଉଳୁଡା1
- Titel/ -ଘଟଗାଁ ଜେଏମ୍ଏଫି କୋର୍ଟରେ ଅଭିଯୁକ୍ତ କୁ ପ୍ରଥମ ଦଣ୍ଡାଦେଶ ଶୁଣାଇଲେ ବିଚାରପତି ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ ghatgaonmirror live News -କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ନୂତନ ଭାବେ ପ୍ରତିଷ୍ଠିତ ଜେଏମ୍ଏଫସି ଅଦାଲତରେ ଆଜି ରାୟ ପ୍ରକାଶ କରି ପ୍ରଥମଥର ଜଣେ ଅଭିଯୁକ୍ତକୁ ଦଣ୍ଡ ବିଧାନ କରାଯାଇଛି। ସୂଚନା ଅନୁଯାୟୀ 2025 ମସିହାର ଏକ ଚୋରୀ ମାମଲାରେ ବିଚାର କରି ଅଭିଯୁକ୍ତ ସୁଦର୍ଶନ ମହାନ୍ତଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ 5ହଜାର ଟଙ୍କା ଜୋରିମାନା କରିଛନ୍ତି ଘଟଗାଁ ଜେଏମ୍ଏଫସି କୋର୍ଟ ବିଚାରପତି ଅଭିନାଶ ନନ୍ଦ। ବହୁ ଦାବି ପରେ କିଛି ମାସ ପୂର୍ବରୁ ଘଟଗାଁରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହୋଇଛି। ପୂର୍ବରୁ ଘଟଗାଁରେ କୋର୍ଟ ନଥିବାରୁ କୌଣସି ମାନି ମକଦମା ପାଇଁ ଲୋକେ ଜିଲ୍ଲା ମୁଖ୍ୟାଲୟକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ। କିନ୍ତୁ ଏବେ ଏହି ରାୟ ପ୍ରକାଶ ପାଇବା ପରେ ଜନସାଧାରଣ ଆସ୍ୱସ୍ଥି ଲାଭ କରିଛନ୍ତି ।4
- ବଡ଼ବିଲ ରେ ବଡ଼ ଆଡ଼ମ୍ବରରେ ଗଣତନ୍ତ୍ର ଦିବସ ପାଳନ ସହ ହୋଇଯାଇଛି1
- ୭୭ ତମ ଗଣତନ୍ତ୍ର ଦିବସ ପାଳିତ1
- ଢେଙ୍କାନାଳ ଭୁବନ ତହସିଲ ଅଧିନସ୍ଥ ବାରୁଆ ଗ୍ରାମ ର ଏକ କୁଅ ରେ 15 ବୟସ ର ପୁଅ 12 ବୟସ ର ଏକ ଝିଅ ଖସିପଡିଥିଲେ ଖବର ପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ, ଏ ବିଷୟ ରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି2
- କେନ୍ଦୁଝର ରେ ଗୋ ମାଫିଆ ଘରେ ରେଡ ହେଲା ଜାଣନ୍ତୁ ସଦର iic ଙ୍କ ଠାରୁ କେନ୍ଦୁଝର ରୁ ସତ୍ୟବ୍ରତ ଦାସ1