logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Titel/ -ଘଟଗାଁ ଜେଏମ୍ଏଫି କୋର୍ଟରେ ଅଭିଯୁକ୍ତ କୁ ପ୍ରଥମ ଦଣ୍ଡାଦେଶ ଶୁଣାଇଲେ ବିଚାରପତି ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ ghatgaonmirror live News -କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ନୂତନ ଭାବେ ପ୍ରତିଷ୍ଠିତ ଜେଏମ୍ଏଫସି ଅଦାଲତରେ ଆଜି ରାୟ ପ୍ରକାଶ କରି ପ୍ରଥମଥର ଜଣେ ଅଭିଯୁକ୍ତକୁ ଦଣ୍ଡ ବିଧାନ କରାଯାଇଛି। ସୂଚନା ଅନୁଯାୟୀ 2025 ମସିହାର ଏକ ଚୋରୀ ମାମଲାରେ ବିଚାର କରି ଅଭିଯୁକ୍ତ ସୁଦର୍ଶନ ମହାନ୍ତଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ 5ହଜାର ଟଙ୍କା ଜୋରିମାନା କରିଛନ୍ତି ଘଟଗାଁ ଜେଏମ୍ଏଫସି କୋର୍ଟ ବିଚାରପତି ଅଭିନାଶ ନନ୍ଦ। ବହୁ ଦାବି ପରେ କିଛି ମାସ ପୂର୍ବରୁ ଘଟଗାଁରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହୋଇଛି। ପୂର୍ବରୁ ଘଟଗାଁରେ କୋର୍ଟ ନଥିବାରୁ କୌଣସି ମାନି ମକଦମା ପାଇଁ ଲୋକେ ଜିଲ୍ଲା ମୁଖ୍ୟାଲୟକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ। କିନ୍ତୁ ଏବେ ଏହି ରାୟ ପ୍ରକାଶ ପାଇବା ପରେ ଜନସାଧାରଣ ଆସ୍ୱସ୍ଥି ଲାଭ କରିଛନ୍ତି ।

4 hrs ago
user_Ghatgaon mirror
Ghatgaon mirror
ଘାଟଗାଁ, କେନ୍ଦୁଝର, ଓଡ଼ିଶା•
4 hrs ago

Titel/ -ଘଟଗାଁ ଜେଏମ୍ଏଫି କୋର୍ଟରେ ଅଭିଯୁକ୍ତ କୁ ପ୍ରଥମ ଦଣ୍ଡାଦେଶ ଶୁଣାଇଲେ ବିଚାରପତି ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ ghatgaonmirror live News -କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ନୂତନ ଭାବେ ପ୍ରତିଷ୍ଠିତ ଜେଏମ୍ଏଫସି ଅଦାଲତରେ ଆଜି ରାୟ ପ୍ରକାଶ କରି ପ୍ରଥମଥର ଜଣେ ଅଭିଯୁକ୍ତକୁ ଦଣ୍ଡ ବିଧାନ କରାଯାଇଛି। ସୂଚନା ଅନୁଯାୟୀ 2025 ମସିହାର ଏକ ଚୋରୀ ମାମଲାରେ ବିଚାର କରି ଅଭିଯୁକ୍ତ ସୁଦର୍ଶନ ମହାନ୍ତଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ 5ହଜାର ଟଙ୍କା ଜୋରିମାନା କରିଛନ୍ତି ଘଟଗାଁ ଜେଏମ୍ଏଫସି କୋର୍ଟ ବିଚାରପତି ଅଭିନାଶ ନନ୍ଦ। ବହୁ ଦାବି ପରେ କିଛି ମାସ ପୂର୍ବରୁ ଘଟଗାଁରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହୋଇଛି। ପୂର୍ବରୁ ଘଟଗାଁରେ କୋର୍ଟ ନଥିବାରୁ କୌଣସି ମାନି ମକଦମା ପାଇଁ ଲୋକେ ଜିଲ୍ଲା ମୁଖ୍ୟାଲୟକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ। କିନ୍ତୁ ଏବେ ଏହି ରାୟ ପ୍ରକାଶ ପାଇବା ପରେ ଜନସାଧାରଣ ଆସ୍ୱସ୍ଥି ଲାଭ କରିଛନ୍ତି ।

More news from ଓଡ଼ିଶା and nearby areas
  • Titel/ -ଘଟଗାଁ ଜେଏମ୍ଏଫି କୋର୍ଟରେ ଅଭିଯୁକ୍ତ କୁ ପ୍ରଥମ ଦଣ୍ଡାଦେଶ ଶୁଣାଇଲେ ବିଚାରପତି ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ ghatgaonmirror live News -କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ନୂତନ ଭାବେ ପ୍ରତିଷ୍ଠିତ ଜେଏମ୍ଏଫସି ଅଦାଲତରେ ଆଜି ରାୟ ପ୍ରକାଶ କରି ପ୍ରଥମଥର ଜଣେ ଅଭିଯୁକ୍ତକୁ ଦଣ୍ଡ ବିଧାନ କରାଯାଇଛି। ସୂଚନା ଅନୁଯାୟୀ 2025 ମସିହାର ଏକ ଚୋରୀ ମାମଲାରେ ବିଚାର କରି ଅଭିଯୁକ୍ତ ସୁଦର୍ଶନ ମହାନ୍ତଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ 5ହଜାର ଟଙ୍କା ଜୋରିମାନା କରିଛନ୍ତି ଘଟଗାଁ ଜେଏମ୍ଏଫସି କୋର୍ଟ ବିଚାରପତି ଅଭିନାଶ ନନ୍ଦ। ବହୁ ଦାବି ପରେ କିଛି ମାସ ପୂର୍ବରୁ ଘଟଗାଁରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହୋଇଛି। ପୂର୍ବରୁ ଘଟଗାଁରେ କୋର୍ଟ ନଥିବାରୁ କୌଣସି ମାନି ମକଦମା ପାଇଁ ଲୋକେ ଜିଲ୍ଲା ମୁଖ୍ୟାଲୟକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ। କିନ୍ତୁ ଏବେ ଏହି ରାୟ ପ୍ରକାଶ ପାଇବା ପରେ ଜନସାଧାରଣ ଆସ୍ୱସ୍ଥି ଲାଭ କରିଛନ୍ତି ।
    4
    Titel/  -ଘଟଗାଁ ଜେଏମ୍ଏଫି କୋର୍ଟରେ ଅଭିଯୁକ୍ତ କୁ  ପ୍ରଥମ ଦଣ୍ଡାଦେଶ ଶୁଣାଇଲେ ବିଚାରପତି 
ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ ghatgaonmirror live News
-କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ ନୂତନ ଭାବେ ପ୍ରତିଷ୍ଠିତ ଜେଏମ୍ଏଫସି  ଅଦାଲତରେ  ଆଜି  ରାୟ ପ୍ରକାଶ କରି ପ୍ରଥମଥର ଜଣେ ଅଭିଯୁକ୍ତକୁ ଦଣ୍ଡ ବିଧାନ କରାଯାଇଛି। ସୂଚନା ଅନୁଯାୟୀ 2025 ମସିହାର ଏକ ଚୋରୀ ମାମଲାରେ ବିଚାର କରି ଅଭିଯୁକ୍ତ ସୁଦର୍ଶନ ମହାନ୍ତଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ 5ହଜାର ଟଙ୍କା ଜୋରିମାନା କରିଛନ୍ତି ଘଟଗାଁ ଜେଏମ୍ଏଫସି କୋର୍ଟ ବିଚାରପତି ଅଭିନାଶ ନନ୍ଦ। ବହୁ ଦାବି ପରେ କିଛି ମାସ ପୂର୍ବରୁ ଘଟଗାଁରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହୋଇଛି। ପୂର୍ବରୁ ଘଟଗାଁରେ କୋର୍ଟ ନଥିବାରୁ କୌଣସି ମାନି ମକଦମା ପାଇଁ ଲୋକେ ଜିଲ୍ଲା ମୁଖ୍ୟାଲୟକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ। କିନ୍ତୁ ଏବେ ଏହି ରାୟ ପ୍ରକାଶ ପାଇବା ପରେ ଜନସାଧାରଣ ଆସ୍ୱସ୍ଥି ଲାଭ କରିଛନ୍ତି ।
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    4 hrs ago
  • ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026 ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି । ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦୂର୍ଗପତି ୟାକୁବ ଖାଁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଯବାନ ମାନଙ୍କ ପ୍ୟାରେଡ ପ୍ରଦର୍ଶନ କରାଯାଇଥିବା ବେଳେ ପରେ ବାଟାଲିୟନର ଯବାନ ଓ କୁନି କୁନି ପିଲା ମାନଙ୍କ ଦ୍ବାରା ନାଚ ପ୍ରଦର୍ଶନ କରାଯାଇଥିଲା ।
    1
    ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହ 2026  ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି । ୩ୟ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଦୂର୍ଗପତି ୟାକୁବ ଖାଁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଯବାନ ମାନଙ୍କ ପ୍ୟାରେଡ ପ୍ରଦର୍ଶନ କରାଯାଇଥିବା ବେଳେ ପରେ ବାଟାଲିୟନର ଯବାନ ଓ କୁନି କୁନି ପିଲା ମାନଙ୍କ ଦ୍ବାରା ନାଚ ପ୍ରଦର୍ଶନ କରାଯାଇଥିଲା ।
    user_Kalingnagar khabar
    Kalingnagar khabar
    କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    10 hrs ago
  • ଟ୍ରକ୍ ଧକା ରେ ମରିଥିବା ଯୁବକ ଙ୍କୁ ମିଳିବ କ୍ଷୟକ୍ଷତି।
    1
    ଟ୍ରକ୍ ଧକା ରେ ମରିଥିବା ଯୁବକ ଙ୍କୁ ମିଳିବ କ୍ଷୟକ୍ଷତି।
    user_24Anandapur
    24Anandapur
    Fitness Trainer ନନ୍ଦିପଡା, କେନ୍ଦୁଝର, ଓଡ଼ିଶା•
    11 hrs ago
  • ଗୋ ମାଫିଆ ଙ୍କ ଠାରୁ ବାହାରି ଥିବା ସୁନା ଅଳଙ୍କାର ଭିଡ଼ିଓ କେନ୍ଦୁଝର ରୁ ସତ୍ୟବ୍ରତଦାସ
    1
    ଗୋ ମାଫିଆ ଙ୍କ ଠାରୁ ବାହାରି ଥିବା ସୁନା ଅଳଙ୍କାର ଭିଡ଼ିଓ କେନ୍ଦୁଝର ରୁ ସତ୍ୟବ୍ରତଦାସ
    user_Satyabrata das
    Satyabrata das
    Journalist କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    16 hrs ago
  • ଭାରତ ସ୍ୱାଧୀନ ହେବାପରେ ସମ୍ବିଧାନ ସଭା ଗଠନ ହୋଇଥିଲା । ୧୯୪୬ ଡିସେମ୍ବର ୯ ତାରିଖରେ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ୨୬ ଜାନୁଆରୀ ୧୯୫୦ ମସିହା ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ । ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଥାନ୍ତି । ୨୬ ଜାନୁୟାରୀରେ ଉଡାଯାଉଥିବା ପତାକାକୁ ପୂର୍ବରୁ ଉପରେ ରଖାଯାଇଥାଏ । ଖାଲି ଏଥିରେ ଲାଗିଥିବା ରସିକୁ ଟାଣି ଏହାକୁ ଉଡାଇ ଦିଆଯାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ । ଓଡିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାର ରେ ବିଦ୍ୟୁତ ଉତ୍ପାଦନ ଦାୟୀତ୍ବରେ ଓଏଚପିସି କାର୍ଯ୍ୟ କରୁଥିବାବେଳେ, ଓଏଚପିସି ପାୱାର ହାଉସ ଠାରେ ଦିନ ୧୧.୩୦ ପରେ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ଏ ସଙ୍କ୍ରାନ୍ତରେ ପଚାରିବାରୁ ରେଙ୍ଗାଳି ଓଏଚପିସି ବରିଷ୍ଠ ସାଧାରଣ ପରିଚାଳକ ସରୋଜ କୁମାର ବହିଦାର ଙ୍କର ଉତ୍ତର ଥିଲା ଭୁଲ୍ ତ ହେଇଯାଇଛି କ'ଣ କରିବା ...
    1
    ଭାରତ ସ୍ୱାଧୀନ ହେବାପରେ ସମ୍ବିଧାନ ସଭା ଗଠନ ହୋଇଥିଲା । ୧୯୪୬ ଡିସେମ୍ବର ୯ ତାରିଖରେ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା । ୨୬ ଜାନୁଆରୀ ୧୯୫୦ ମସିହା ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ । ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଥାନ୍ତି । ୨୬ ଜାନୁୟାରୀରେ ଉଡାଯାଉଥିବା ପତାକାକୁ ପୂର୍ବରୁ ଉପରେ ରଖାଯାଇଥାଏ । ଖାଲି ଏଥିରେ ଲାଗିଥିବା ରସିକୁ ଟାଣି ଏହାକୁ ଉଡାଇ ଦିଆଯାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ ।  
ଓଡିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ଜଳଭଣ୍ଡାର ରେ ବିଦ୍ୟୁତ ଉତ୍ପାଦନ ଦାୟୀତ୍ବରେ ଓଏଚପିସି କାର୍ଯ୍ୟ କରୁଥିବାବେଳେ, ଓଏଚପିସି ପାୱାର ହାଉସ ଠାରେ ଦିନ ୧୧.୩୦ ପରେ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି । ଏ ସଙ୍କ୍ରାନ୍ତରେ ପଚାରିବାରୁ ରେଙ୍ଗାଳି ଓଏଚପିସି ବରିଷ୍ଠ ସାଧାରଣ ପରିଚାଳକ ସରୋଜ କୁମାର ବହିଦାର ଙ୍କର ଉତ୍ତର ଥିଲା ଭୁଲ୍ ତ ହେଇଯାଇଛି କ'ଣ କରିବା ...
    user_DEB REPOTER
    DEB REPOTER
    Credit reporting agency Palalahada, Anugul•
    7 hrs ago
  • ଢେଙ୍କାନାଳ ଭୁବନ ତହସିଲ ଅଧିନସ୍ଥ ବାରୁଆ ଗ୍ରାମ ର ଏକ କୁଅ ରେ 15 ବୟସ ର ପୁଅ 12 ବୟସ ର ଏକ ଝିଅ ଖସିପଡିଥିଲେ ଖବର ପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ, ଏ ବିଷୟ ରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି
    2
    ଢେଙ୍କାନାଳ ଭୁବନ ତହସିଲ ଅଧିନସ୍ଥ ବାରୁଆ  ଗ୍ରାମ ର ଏକ କୁଅ ରେ 15 ବୟସ ର ପୁଅ 12 ବୟସ ର ଏକ ଝିଅ ଖସିପଡିଥିଲେ ଖବର ପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ, ଏ ବିଷୟ ରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • ଗଛ ରୁ ବାହାରୁ ରକ୍ତ ନାଁ ପାଣି କାମାକ୍ଷାନଗର ଅଞ୍ଚଳ ରେ ଗଛ ପାଇଁ ଶୋକ
    1
    ଗଛ ରୁ ବାହାରୁ ରକ୍ତ ନାଁ ପାଣି କାମାକ୍ଷାନଗର ଅଞ୍ଚଳ ରେ ଗଛ ପାଇଁ ଶୋକ
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    14 hrs ago
  • Post by 24Anandapur
    1
    Post by 24Anandapur
    user_24Anandapur
    24Anandapur
    Fitness Trainer ନନ୍ଦିପଡା, କେନ୍ଦୁଝର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.