logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳର ଵଡପାଡା ଗାଁରେ ମଦ ପାଇଁ ଦାବି ଉଠିଛି।

2 hrs ago
user_Surendra Khila
Surendra Khila
ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା•
2 hrs ago

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳର ଵଡପାଡା ଗାଁରେ ମଦ ପାଇଁ ଦାବି ଉଠିଛି।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳର ଵଡପାଡା ଗାଁରେ ମଦ ପାଇଁ ଦାବି ଉଠିଛି।
    1
    ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳର ଵଡପାଡା ଗାଁରେ ମଦ ପାଇଁ ଦାବି ଉଠିଛି।
    user_Surendra Khila
    Surendra Khila
    ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା•
    2 hrs ago
  • ମାଲକାନଗିରି ସହରର ପୁରୁଣା ମେଡିକାଲ ପଡ଼ିଆ ଏବେ ପାଚିଲା ଆମ୍ବର ମହକରେ ମହକୁଛି, କାରଣ ଜିଲ୍ଲା ପ୍ରଶାସନ ଓ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ଏକ ଆମ୍ବ ମେଳା। ଗତ ମେ’ ୩୦ରୁ ଆରମ୍ଭ ହୋଇଥିବା ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହା କେବଳ ସୁଆଦିଆ ଆମ୍ବ ବିକ୍ରିର ମାଧ୍ୟମ ନୁହେଁ, ବରଂ ମାଲକାନଗିରିର ଆଦିବାସୀ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ସଫଳତାର ଏକ ଜୀବନ୍ତ ଉଦାହରଣ ପାଲଟିଛି। ମେଳାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ କହିଛନ୍ତି ଯେ, ଜିଲ୍ଲାର ପ୍ରାକୃତିକ ପରିବେଶରେ ଉତ୍ପନ୍ନ ଆମ୍ବର ବହୁତ ଚାହିଦା ରହିଛି ଏବଂ ଏହି ମେଳା ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବା ସହ ସେମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ଆର୍ଥିକ ବିକାଶ ଆହୁରି ମଜବୁତ ହେବ। ସେହିପରି, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏହି ପ୍ରୟାସକୁ ପ୍ରଶଂସା କରି ଏହାକୁ ଗ୍ରାମୀଣ ମହିଳା ଓ ଚାଷୀଙ୍କ ପରିଶ୍ରମର ଏକ ସୁନ୍ଦର ପ୍ରଦର୍ଶନୀ ବୋଲି ବର୍ଣ୍ଣନା କରିଛନ୍ତି। ବୈଜ୍ଞାନିକ ପ୍ରଣାଳୀରେ ଆମ୍ବକୁ ସୁରକ୍ଷିତ ଭାବେ ପଚାଇ ଗ୍ରାହକଙ୍କୁ ବିଶୁଦ୍ଧ ଫଳ ଯୋଗାଇବା ଦିଗରେ ଓର୍ମାସ୍ ଏବଂ ଚାଷୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ଏହି ମେଳାର ପ୍ରକୃତ କାର୍ଯ୍ୟକାରୀ ଶକ୍ତି ହେଉଛନ୍ତି ଓର୍ମାସ୍ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 'ମଲ୍ଲୀକେଶ୍ଵର' ଓ 'ଗ୍ରାମଦେବୀ' କୃଷକ ଉତ୍ପାଦକ ସଂଗଠନ (FPO)। FPO ସଦସ୍ୟମାନେ ସିଧାସଳଖ ନିଜ ବଗିଚାରୁ ଆମ୍ରପାଲୀ, ବାଇଗଣପାଲୀ, ଟୋଟାପୁରୀ, ଜାମକୋଳି, ଦାଶରୀ ଓ ମଲ୍ଲିକା ଭଳି ବିଭିନ୍ନ କିସମର ଦେଶୀ ଆମ୍ବ ସଂଗ୍ରହ କରି ମେଳାକୁ ଆଣିଛନ୍ତି, ଯାହା ଦ୍ୱାରା ମଧ୍ୟବର୍ତ୍ତୀ ଗ୍ରାହକ କିମ୍ବା ଦଲାଲଙ୍କ ଶୋଷଣରୁ ଚାଷୀମାନେ ରକ୍ଷା ପାଇଛନ୍ତି। କେବଳ କଞ୍ଚା କିମ୍ବା ପାଚିଲା ଆମ୍ବ ନୁହେଁ, SHGର ମହିଳାମାନେ ଆମ୍ବରୁ ପ୍ରସ୍ତୁତ ଖଟାମିଠା ଆମ୍ବ ପଣା ଏବଂ ମ୍ୟାଙ୍ଗୋ ସେକ୍ ମଧ୍ୟ ପରଷୁଛନ୍ତି, ଯାହା ମହିଳାମାନଙ୍କ ପାଇଁ ଏକ ବଡ଼ ସ୍ୱାବଲମ୍ବନ ଓ ରୋଜଗାରର ପନ୍ଥା ସାଜିଛି। ଓର୍ମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହି ସମଗ୍ର ମେଳା ପରିଚାଳିତ ହେଉଛି। ତାଙ୍କ ସହ ବ୍ୟବସାୟ ପରିଚାଳକ ଜିତେନ୍ଦ୍ର କୁମାର ପାତ୍ର, ଅମିତ କୁମାର, FPO ସଂଯୋଜିକା ମମତା ମହାପାତ୍ର ଓ ଶ୍ୟାମ ମୁଦୁଲି ପ୍ରମୁଖ ସହଯୋଗ କରୁଛନ୍ତି। ଜିଲ୍ଲା ପରିଷଦର ଅଧିକାରୀ ବାଲାଜୀ ପଟ୍ଟନାୟକ, ମାନସ ମିଶ୍ର, ହିମାଂଶୁ ମହାରଣା ଓ ହର୍ଷାନନ୍ଦ ପ୍ରଧାନ ମଧ୍ୟ ମେଳାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମାଲକାନଗିରିବାସୀଙ୍କୁ ଏହି ବିଶୁଦ୍ଧ ଓ କେମିକାଲ୍ ମୁକ୍ତ ସ୍ୱାଦିଷ୍ଟ ଆମ୍ବର ଆନନ୍ଦ ନେବା ସହ ସ୍ଥାନୀୟ ମହିଳା ଓ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
    1
    ମାଲକାନଗିରି ସହରର ପୁରୁଣା ମେଡିକାଲ ପଡ଼ିଆ ଏବେ ପାଚିଲା ଆମ୍ବର ମହକରେ ମହକୁଛି, କାରଣ ଜିଲ୍ଲା ପ୍ରଶାସନ ଓ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ଏକ ଆମ୍ବ ମେଳା। ଗତ ମେ’ ୩୦ରୁ ଆରମ୍ଭ ହୋଇଥିବା ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହା କେବଳ ସୁଆଦିଆ ଆମ୍ବ ବିକ୍ରିର ମାଧ୍ୟମ ନୁହେଁ, ବରଂ ମାଲକାନଗିରିର ଆଦିବାସୀ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ସଫଳତାର ଏକ ଜୀବନ୍ତ ଉଦାହରଣ ପାଲଟିଛି।

ମେଳାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ କହିଛନ୍ତି ଯେ, ଜିଲ୍ଲାର ପ୍ରାକୃତିକ ପରିବେଶରେ ଉତ୍ପନ୍ନ ଆମ୍ବର ବହୁତ ଚାହିଦା ରହିଛି ଏବଂ ଏହି ମେଳା ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବା ସହ ସେମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ଆର୍ଥିକ ବିକାଶ ଆହୁରି ମଜବୁତ ହେବ। ସେହିପରି, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏହି ପ୍ରୟାସକୁ ପ୍ରଶଂସା କରି ଏହାକୁ ଗ୍ରାମୀଣ ମହିଳା ଓ ଚାଷୀଙ୍କ ପରିଶ୍ରମର ଏକ ସୁନ୍ଦର ପ୍ରଦର୍ଶନୀ ବୋଲି ବର୍ଣ୍ଣନା କରିଛନ୍ତି। ବୈଜ୍ଞାନିକ ପ୍ରଣାଳୀରେ ଆମ୍ବକୁ ସୁରକ୍ଷିତ ଭାବେ ପଚାଇ ଗ୍ରାହକଙ୍କୁ ବିଶୁଦ୍ଧ ଫଳ ଯୋଗାଇବା ଦିଗରେ ଓର୍ମାସ୍ ଏବଂ ଚାଷୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।

ଏହି ମେଳାର ପ୍ରକୃତ କାର୍ଯ୍ୟକାରୀ ଶକ୍ତି ହେଉଛନ୍ତି ଓର୍ମାସ୍ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 'ମଲ୍ଲୀକେଶ୍ଵର' ଓ 'ଗ୍ରାମଦେବୀ' କୃଷକ ଉତ୍ପାଦକ ସଂଗଠନ (FPO)। FPO ସଦସ୍ୟମାନେ ସିଧାସଳଖ ନିଜ ବଗିଚାରୁ ଆମ୍ରପାଲୀ, ବାଇଗଣପାଲୀ, ଟୋଟାପୁରୀ, ଜାମକୋଳି, ଦାଶରୀ ଓ ମଲ୍ଲିକା ଭଳି ବିଭିନ୍ନ କିସମର ଦେଶୀ ଆମ୍ବ ସଂଗ୍ରହ କରି ମେଳାକୁ ଆଣିଛନ୍ତି, ଯାହା ଦ୍ୱାରା ମଧ୍ୟବର୍ତ୍ତୀ ଗ୍ରାହକ କିମ୍ବା ଦଲାଲଙ୍କ ଶୋଷଣରୁ ଚାଷୀମାନେ ରକ୍ଷା ପାଇଛନ୍ତି। କେବଳ କଞ୍ଚା କିମ୍ବା ପାଚିଲା ଆମ୍ବ ନୁହେଁ, SHGର ମହିଳାମାନେ ଆମ୍ବରୁ ପ୍ରସ୍ତୁତ ଖଟାମିଠା ଆମ୍ବ ପଣା ଏବଂ ମ୍ୟାଙ୍ଗୋ ସେକ୍ ମଧ୍ୟ ପରଷୁଛନ୍ତି, ଯାହା ମହିଳାମାନଙ୍କ ପାଇଁ ଏକ ବଡ଼ ସ୍ୱାବଲମ୍ବନ ଓ ରୋଜଗାରର ପନ୍ଥା ସାଜିଛି।

ଓର୍ମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହି ସମଗ୍ର ମେଳା ପରିଚାଳିତ ହେଉଛି। ତାଙ୍କ ସହ ବ୍ୟବସାୟ ପରିଚାଳକ ଜିତେନ୍ଦ୍ର କୁମାର ପାତ୍ର, ଅମିତ କୁମାର, FPO ସଂଯୋଜିକା ମମତା ମହାପାତ୍ର ଓ ଶ୍ୟାମ ମୁଦୁଲି ପ୍ରମୁଖ ସହଯୋଗ କରୁଛନ୍ତି। ଜିଲ୍ଲା ପରିଷଦର ଅଧିକାରୀ ବାଲାଜୀ ପଟ୍ଟନାୟକ, ମାନସ ମିଶ୍ର, ହିମାଂଶୁ ମହାରଣା ଓ ହର୍ଷାନନ୍ଦ ପ୍ରଧାନ ମଧ୍ୟ ମେଳାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମାଲକାନଗିରିବାସୀଙ୍କୁ ଏହି ବିଶୁଦ୍ଧ ଓ କେମିକାଲ୍ ମୁକ୍ତ ସ୍ୱାଦିଷ୍ଟ ଆମ୍ବର ଆନନ୍ଦ ନେବା ସହ ସ୍ଥାନୀୟ ମହିଳା ଓ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    14 hrs ago
  • ଜୟପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ର କେଶବ ପ୍ରଭାତ ଶାଖା ଅନୁଷ୍ଠିତ ହୋଇଛି।
    1
    ଜୟପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ର କେଶବ ପ୍ରଭାତ ଶାଖା ଅନୁଷ୍ଠିତ ହୋଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    13 min ago
  • ଜୟପୁରରେ ଟାଉନ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ବିପୁଳ ପରିମାଣର ପେଣ୍ଟଯୋସିନ ଇଞ୍ଜେକ୍ସନ ଜବତ କରିଛି। ସୂଚନା ଅନୁଯାୟୀ, ପ୍ରାୟ ୭୫୦ଟି ଇଞ୍ଜେକ୍ସନ ଜବତ କରାଯାଇଛି। ଏହି ଘଟଣାରେ ଜୟପୁର ପୋଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି।
    1
    ଜୟପୁରରେ ଟାଉନ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ବିପୁଳ ପରିମାଣର ପେଣ୍ଟଯୋସିନ ଇଞ୍ଜେକ୍ସନ ଜବତ କରିଛି। ସୂଚନା ଅନୁଯାୟୀ, ପ୍ରାୟ ୭୫୦ଟି ଇଞ୍ଜେକ୍ସନ ଜବତ କରାଯାଇଛି। ଏହି ଘଟଣାରେ ଜୟପୁର ପୋଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    10 hrs ago
  • କଡିଙ୍ଗାମାଳି ଖଣିର ଖନନ କ୍ଷମତାକୁ ୩ ମିଲିୟନରୁ ୬ ମିଲିୟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ପୁନର୍ବାର ଜନଶୁଣାଣୀ ହେବାକୁ ଯାଉଛି। ଚମ୍ପି ପଞ୍ଚାୟତ ଠାରେ ହେବାକୁ ଥିବା ଏହି ଜନଶୁଣାଣୀକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି।
    1
    କଡିଙ୍ଗାମାଳି ଖଣିର ଖନନ କ୍ଷମତାକୁ ୩ ମିଲିୟନରୁ ୬ ମିଲିୟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ପୁନର୍ବାର ଜନଶୁଣାଣୀ ହେବାକୁ ଯାଉଛି। ଚମ୍ପି ପଞ୍ଚାୟତ ଠାରେ ହେବାକୁ ଥିବା ଏହି ଜନଶୁଣାଣୀକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି।
    user_Patra pilenti
    Patra pilenti
    ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    34 min ago
  • ଡାବୁଗାଁ ଅଞ୍ଚଳରେ ଅଚିନ୍ହା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ଏବଂ ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଉଛି।
    1
    ଡାବୁଗାଁ ଅଞ୍ଚଳରେ ଅଚିନ୍ହା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ଏବଂ ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଉଛି।
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    20 hrs ago
  • କୋରାପୁଟ ଜିଲ୍ଲାର ଜୟପୁର ପେପରମିଲ୍ ପ୍ରସଙ୍ଗକୁ ନେଇ ଗଭୀର ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଲୋକେ କାହାକୁ ବିଶ୍ୱାସ କରିବେ ବୋଲି ପ୍ରଶ୍ନ କରାଯାଇଛି। ଏହା ସହିତ, ଏହି ମାମଲାରେ ଏପର୍ଯ୍ୟନ୍ତ କାହିଁକି ପ୍ରାଥମିକ ସୂଚନା ରିପୋର୍ଟ (FIR) ଦାୟର କରାଯାଉନାହିଁ ତାହାକୁ ନେଇ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠାଯାଇଛି।
    1
    କୋରାପୁଟ ଜିଲ୍ଲାର ଜୟପୁର ପେପରମିଲ୍ ପ୍ରସଙ୍ଗକୁ ନେଇ ଗଭୀର ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଲୋକେ କାହାକୁ ବିଶ୍ୱାସ କରିବେ ବୋଲି ପ୍ରଶ୍ନ କରାଯାଇଛି। ଏହା ସହିତ, ଏହି ମାମଲାରେ ଏପର୍ଯ୍ୟନ୍ତ କାହିଁକି ପ୍ରାଥମିକ ସୂଚନା ରିପୋର୍ଟ (FIR) ଦାୟର କରାଯାଉନାହିଁ ତାହାକୁ ନେଇ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାରାୟଣପାଟଣା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
    1
    କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାରାୟଣପାଟଣା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.