ଗାଁ ଭିତରେ ଗଜରାଜ ସାବଧାନ.. ଉଦଳା ରଙ୍ଗାମାଟିଆ ବେଗୁନିଆ ଡିହା ଜଙ୍ଗଲ ଭିତରେ ଦନ୍ତା ହାତୀଙ୍କ ଉପସ୍ଥିତି ନେଇ ଚର୍ଚ୍ଚା ବଢ଼ିଛି। ମୟୁରଭଞ୍ଜ ଜିଲ୍ଲାର ଏହି ଅଞ୍ଚଳରେ ଗୋଠ ଛାଡ଼ି ଘୁରୁଥିବା ଏକ ଦନ୍ତା ହାତୀ ଦେଖନ୍ତୁ..... ଉଦଳା ରଙ୍ଗାମାଟିଆ ବେଗୁନିଆ ଡିହା ଜଙ୍ଗଲ ଭିତରେ ଦନ୍ତା ହାତୀ 🐘 ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ଗଜରାଜ ଆତଙ୍କ l ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଘଟଣା ଟି ସତ l ଗ୍ରାମ ନିକଟରେ ହାତୀକୁ ଦେଖି ଲୋକେ ଭୟ ଭିତ ରହିଛନ୍ତି l ରଙ୍ଗାମାଟିଆ ବେଗୁନିଆ ଗ୍ରାମୀଣ ଜଙ୍ଗଲ ଭିତରେ ଗୋଠ ଛଡା ଦନ୍ତା ହାତୀ ତାଣ୍ଡବ ରଚିଛି l ଜଙ୍ଗଲରେ ଦନ୍ତା ହାତୀ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି। ଘନ ଜଙ୍ଗଲ ମଧ୍ୟରେ ହାତୀଟି ଘୁରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ସତର୍କତା ବଢ଼ିଛି। 👉 ଜଙ୍ଗଲ ଅଞ୍ଚଳକୁ ଯିବାବେଳେ ସତର୍କ ରୁହନ୍ତୁ 👉 ହାତୀ ନିକଟକୁ ଯିବାକୁ ଚେଷ୍ଟା କରିବେ ନାହିଁ 👉 ରାତିରେ ଏକାକୀ ଯାତ୍ରା ବିରତ ରଖନ୍ତୁ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ନଜର ରଖାଯାଉଛି। ଲୋକମାନେ ସତର୍କ ରହିବାକୁ ଅନୁରୋଧ। #Udala #Mayurbhanj #ElephantAlert #OdishaNews #StaySafe #Udala #Rangamatia #Begunia #Mayurbhanj #Odisha #ElephantAlert #WildElephant #Tusker #HumanWildlifeConflict #ForestNews #VillageAlert #StaySafe #OdishaNews #BreakingNews #LocalNews #ElephantInVillage #SaveWildlife #BeAlert #odiabharatlivetv

- Post by Rajib Behera3
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada1
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !1
- ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି1
- Post by Rajib Behera1