Shuru
Apke Nagar Ki App…
ବାରିପଦା ଷ୍ଟେସନ ବଜାର ରୋଡ଼ ଧୀପା ସାହି ପେଟ୍ରୋଲ ପମ୍ପ ନିକଟରେ ସ୍କୁଟି ଦୁର୍ଘଟଣାରେ ଯୁବକ ଗୁରୁତର, ସୂଚନା ରହିଛି , ମୁଖ୍ୟ ରାସ୍ତାରେ ଯିବା ସମୟ ରେ ଭାରସାମ୍ୟ ହରାଇ ଦୁର୍ଘଟଣା...
Rajib Behera
ବାରିପଦା ଷ୍ଟେସନ ବଜାର ରୋଡ଼ ଧୀପା ସାହି ପେଟ୍ରୋଲ ପମ୍ପ ନିକଟରେ ସ୍କୁଟି ଦୁର୍ଘଟଣାରେ ଯୁବକ ଗୁରୁତର, ସୂଚନା ରହିଛି , ମୁଖ୍ୟ ରାସ୍ତାରେ ଯିବା ସମୟ ରେ ଭାରସାମ୍ୟ ହରାଇ ଦୁର୍ଘଟଣା...
More news from ଓଡ଼ିଶା and nearby areas
- Post by Khabar1
- ବର୍ଷାଙ୍କ ପୋଷ୍ଟ ପରେ ଗୁଲୁଆଙ୍କ ଫଟ୍କା, Alimony ନେଇ ବିବାଦ ତୀବ୍ର ଗୁଲୁଆଙ୍କ ରାଗୀ ପ୍ରତିକ୍ରିୟା: ବର୍ଷାଙ୍କୁ ନେଇ ଅଭଦ୍ର କଥା, Alimony ଇସ୍ୟୁ ହଟ୍ ସୋସିଆଲ ମିଡିଆରେ ତୁ-ତୁ ମେ-ମେ: ବର୍ଷା ଓ ଗୁଲୁଆଙ୍କ ବିବାଦ ଚରମସୀମାରେ1
- चंपुआ में इलेक्ट्रिक का समस्या काफी दिनों से चल रहा है आम पब्लिक बहुत परेशान है इलेक्ट्रिक ऑफिस वाले हर महीने बिल लेने तो पहुंच जाते हैं मगर थोड़ी सी हवा चले या थोड़ी सी बारिश हो जाए तो फिर लाइन इस कदर काट देते हैं के घर में सोना दुश्वार मुश्किल हो जाता है क्योंकि यहां पर बहुत सारे गरीब परिवार से लोग बिलॉन्ग करते हैं जिनके घर में इनवर्टर भी नहीं है छोटे-छोटे बच्चे हैं और जिनके घर में इनवर्टर भी है तो उसे न फन चल सकता है ना ऐसी चल सकता है तो मैं चंपुआ के पब्लिक से रिक्वेस्ट करता हूं की सब मिलकर इस समस्या का समाधान करें1
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁକୁଳିସି ଠାରେ ଅନୁଷ୍ଠିତ ହୋଇଯାଇଛି। #BASTA #mahimatv #balasore #OdishaNews #OdishaNews1
- * ଚମ୍ପୁଆ: ସିବିଏସଇ ଦଶମ ଶ୍ରେଣୀ (2025-26) ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚମ୍ପୁଆର କେରଳା ଇଂଲିଶ୍ ମେଡିୟମ୍ ସ୍କୁଲରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଛାତ୍ର ଆସଦ କମାଲ ୯୮.୪% ଅଙ୍କ ଅଧିଗତ କରି ସ୍କୁଲର ଟପ୍ପର ହେବା ସହିତ ଏକ ନୂତନ ଇତିହାସ ଗଢ଼ିଛନ୍ତି। ସ୍କୁଲର ପୂର୍ବତନ ଫଳାଫଳ ତୁଳନାରେ ଏହା ସର୍ବୋଚ୍ଚ ଅଙ୍କ ଥିବାରୁ ତାଙ୍କର ଏହି ସଫଳତା ସ୍କୁଲ ପାଇଁ ଗର୍ବର ବିଷୟ ହୋଇପଡ଼ିଛି। ଆସଦ କମାଲ ତାଙ୍କର ଏହି ସଫଳତା ପାଇଁ ମାତାପିତା, ଶିକ୍ଷକ ଓ ସ୍କୁଲ ପରିବେଶକୁ ଶ୍ରେୟ ଦେଇଛନ୍ତି। ସେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଏକ ସଫଳ ଆଇଟି ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସମାରୋହରେ ସ୍କୁଲର ଚେୟାରମ୍ୟାନ୍, ଡାକ୍ତର ରାଜ ମୋହନ ପି. ଏସ,ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ସମସ୍ତ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମାନ ସମାରୋହ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରିତ କରିଛି। *ଚମ୍ପୁଆ ରୁ ଆବିଦ ଆନସାରୀ କଳିଙ୍ଗ 24 ଫୋକସ ନିୟୁସ*1
- ହାତ ସିଲାଇ ଟ୍ରିକ1
- Post by Rajib Behera3
- ପର୍ବ ପୂର୍ବରୁ ଏକ୍ସନ୍! ବାଲେଶ୍ୱରରେ 200 ଲିଟର ଦେଶୀ ମଦ ଜବତ ଅକ୍ଷୟ ତୃତୀୟା ପାଇଁ ପୋଲିସ୍ର ସତର୍କତା, ମାଲଗୋଦାମରେ ଚଢ଼ାଉ4
- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।1