Shuru
Apke Nagar Ki App…
ଗ୍ରାହକ ମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ ରେ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣା ଙ୍କୁ ବିଦ୍ଯୁତ ଖୁଣ୍ଟ ରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ
Chandan Baliapal ସାମ୍ବାଦିକ
ଗ୍ରାହକ ମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ ରେ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣା ଙ୍କୁ ବିଦ୍ଯୁତ ଖୁଣ୍ଟ ରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ
More news from ଓଡ଼ିଶା and nearby areas
- ନବୀନ ବାବୁଙ୍କ ସମୟରୁ ଭୋଗରାଇରେ ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିରୁ ଗୋଟିଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟଟି ନିର୍ମାଣାଧୀନ ରହିଛି। ଏହା ସତ୍ତ୍ଵେ ପାନୀୟ ଜଳ ଯୋଗାଣ ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲାରେ ଭୋଗରାଇ ୧ନମ୍ବରରେ ରହିଛି। ଆଜି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଭୋଗରାଇ ଗସ୍ତରେ ଆସି ଜଳଅର୍ପଣ କାର୍ଯ୍ୟାକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଵାଗତ ଜଣାଇବା ସହ ନିଜ ବକ୍ତବ୍ୟ ରଖିଲେ ଭୋଗରାଇ ବିଧାୟକ ଗୌତମ ବୃଦ୍ଧ ଦାସ ।1
- ଗ୍ରାହକ ମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ ରେ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣା ଙ୍କୁ ବିଦ୍ଯୁତ ଖୁଣ୍ଟ ରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ1
- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଦେଉଳା ସ୍ଥିତ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଗ୍ରାହକ ଙ୍କ ଟଙ୍କା ଲୁଟ ଘଟଣା ରେ ରାସ୍ତା ଅବରୋଧକାରୀ ଙ୍କୁ ହଟାଇଲା ପୋଲିସ1
- Breaking News BREAKING News Headlines Today1
- ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News | Episode146 #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #episode146 Date - 22.01.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ନମସ୍କାର, ଦର୍ଶକବୃନ୍ଦ… ଆପଣମାନଙ୍କୁ ସ୍ୱାଗତ ଖବର ଓଡ଼ିଆର ଏହି ବୁଲେଟିନ୍ରେ। ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ… ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି। ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା। ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି। ଏହି ଚଡାଉ କାର୍ଯ୍ୟରେ ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ବେଆଇନ କାରବାର ବିରୋଧରେ ସିମୁଳିଆ ପୋଲିସର ଏହି ସଫଳତାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି। ଆମେ ରଖିବୁ ଏହି ଖବର ଉପରେ ନଜର… ଆଗାମୀ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ଧନ୍ୟବାଦ…1
- Blueberry 🫐 Cheese Cake for Cheese Cake Lovers 😋😋 Please Follow for More Videos @shivinaren_cakeartist #cheesecake #cheescakelover #cake #instagood #viral1
- ଜଳ ଅର୍ପଣ ଦିବସ । ହର ଘର ଜଳ ସୁରକ୍ଷିତ ପାନୀୟ ଜଳ କାର୍ଯ୍ୟକ୍ରମ ବାଲେଶ୍ୱର ଭୋଗରାଇ ମହେଶପୁର ରେ ଅନୁଷ୍ଠିତ । ଉଦଘାଟନ କଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।1