logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News | Episode146 #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #episode146 Date - 22.01.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago

ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News | Episode146 #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #episode146 Date - 22.01.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

More news from ଓଡ଼ିଶା and nearby areas
  • ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News | Episode146 #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #episode146 Date - 22.01.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    ମୟୂରଭଞ୍ଜ ଜିଲ୍ଳାର ସବୁ ଖବର | Update News | Dally Speed News | Mayurbhanj Public News | Episode146
#news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #episode146
Date - 22.01.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବାଲେଶ୍ଵର ଜିଲ୍ଲା ବାଲିଆପାଳ ଦେଉଳା ସ୍ଥିତ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଗ୍ରାହକ ଙ୍କ ଟଙ୍କା ଲୁଟ ଘଟଣା ରେ ରାସ୍ତା ଅବରୋଧକାରୀ ଙ୍କୁ ହଟାଇଲା ପୋଲିସ
    1
    ବାଲେଶ୍ଵର ଜିଲ୍ଲା ବାଲିଆପାଳ ଦେଉଳା ସ୍ଥିତ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଗ୍ରାହକ ଙ୍କ ଟଙ୍କା ଲୁଟ ଘଟଣା ରେ ରାସ୍ତା ଅବରୋଧକାରୀ ଙ୍କୁ ହଟାଇଲା ପୋଲିସ
    user_Rajesh Kumar Giri
    Rajesh Kumar Giri
    Voice of people Basta, Baleshwar•
    22 hrs ago
  • Breaking News BREAKING News Headlines Today
    1
    Breaking News
BREAKING
News
Headlines
Today
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଗ୍ରାହକ ମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ ରେ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣା ଙ୍କୁ ବିଦ୍ଯୁତ ଖୁଣ୍ଟ ରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ
    1
    ଗ୍ରାହକ ମାନଙ୍କ  ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ ରେ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣା ଙ୍କୁ ବିଦ୍ଯୁତ ଖୁଣ୍ଟ ରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    23 hrs ago
  • Post by Ramachandra Melsandi
    1
    Post by Ramachandra Melsandi
    user_Ramachandra Melsandi
    Ramachandra Melsandi
    ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ନବୀନ ବାବୁଙ୍କ ସମୟରୁ ଭୋଗରାଇରେ ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିରୁ ଗୋଟିଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟଟି ନିର୍ମାଣାଧୀନ ରହିଛି। ଏହା ସତ୍ତ୍ଵେ ପାନୀୟ ଜଳ ଯୋଗାଣ ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲାରେ ଭୋଗରାଇ ୧ନମ୍ବରରେ ରହିଛି। ଆଜି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଭୋଗରାଇ ଗସ୍ତରେ ଆସି ଜଳଅର୍ପଣ କାର୍ଯ୍ୟାକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଵାଗତ ଜଣାଇବା ସହ ନିଜ ବକ୍ତବ୍ୟ ରଖିଲେ ଭୋଗରାଇ ବିଧାୟକ ଗୌତମ ବୃଦ୍ଧ ଦାସ ।
    1
    ନବୀନ ବାବୁଙ୍କ ସମୟରୁ ଭୋଗରାଇରେ ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିରୁ ଗୋଟିଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟଟି ନିର୍ମାଣାଧୀନ ରହିଛି। ଏହା ସତ୍ତ୍ଵେ ପାନୀୟ ଜଳ ଯୋଗାଣ ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲାରେ ଭୋଗରାଇ ୧ନମ୍ବରରେ ରହିଛି। ଆଜି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଭୋଗରାଇ ଗସ୍ତରେ ଆସି ଜଳଅର୍ପଣ କାର୍ଯ୍ୟାକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଵାଗତ ଜଣାଇବା ସହ ନିଜ ବକ୍ତବ୍ୟ ରଖିଲେ ଭୋଗରାଇ ବିଧାୟକ ଗୌତମ ବୃଦ୍ଧ ଦାସ ।
    user_Jagannath Giri
    Jagannath Giri
    Journalist ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    15 hrs ago
  • କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    1
    କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ 
କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    8 hrs ago
  • ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ସୁଭଦ୍ରା ସହାୟତା ରାଶି।
    1
    ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ସୁଭଦ୍ରା ସହାୟତା ରାଶି।
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.