Shuru
Apke Nagar Ki App…
चीन के शंघाई में Kinghood Group ने अनोखा गोल्ड ATM लॉन्च किया है, जो 3 ग्राम से अधिक और कम-से-कम 50% शुद्ध सोने को स्वीकार करता है। यह मशीन सोना पिघलाकर उसकी शुद्धता जांचती है और Shanghai Gold Exchange के लाइव रेट पर 30 मिनट के भीतर रकम सीधे बैंक खाते में ट्रांसफर कर देती है। बिना कागजी प्रक्रिया के यह सोना बेचने का तेज़ और पारदर्शी तरीका माना जा रहा है। #gold #china #technology #atm #innovation #fintech #money #explore #viral #trending #future #banking
द संक्षेप
चीन के शंघाई में Kinghood Group ने अनोखा गोल्ड ATM लॉन्च किया है, जो 3 ग्राम से अधिक और कम-से-कम 50% शुद्ध सोने को स्वीकार करता है। यह मशीन सोना पिघलाकर उसकी शुद्धता जांचती है और Shanghai Gold Exchange के लाइव रेट पर 30 मिनट के भीतर रकम सीधे बैंक खाते में ट्रांसफर कर देती है। बिना कागजी प्रक्रिया के यह सोना बेचने का तेज़ और पारदर्शी तरीका माना जा रहा है। #gold #china #technology #atm #innovation #fintech #money #explore #viral #trending #future #banking
More news from ଓଡ଼ିଶା and nearby areas
- Post by GANESH PANlGRAHl1
- ବର୍ଣ୍ଣାଢ଼୍ୟ ପରିବେଶରେ "ମହିମା" ମହୋତ୍ସବ ଉଦ୍ଘାଟିତ ସୁବର୍ଣ୍ଣପୁର, ୦୭।୦୧(ରାମ ଶଙ୍କର ଭୋଇ): ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଐତିହ୍ୟ, ଲୋକ ପରମ୍ପରା ଓ ସୃଜନଶୀଳତାକୁ ବିଶ୍ଵ ମଞ୍ଚରେ ପ୍ରତିଷ୍ଠିତ କରିବାକୁ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଜିଲ୍ଲା ଲୋକ ମହୋତ୍ସବ "ମହିମା"। ଲୋକ ଗୀତ, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତର ଏହି ମହାପାର୍ବଣ ରାମେଶ୍ବର ଷ୍ଟାଡିୟମ ସ୍ଥିତ ଫକିର ପଟ୍ଟନାୟକ ମୁକ୍ତାକାଶ ମଞ୍ଚରେ ଆଜିଠୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏହା ସହ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା- ୨୦୨୬ ମଧ୍ୟ ସମାନ୍ତରାଳ ଭାବେ ଅନୁଷ୍ଠିତ ହେବ। ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଡ଼ ନୃପାରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିଗଣଙ୍କ ଦ୍ବାରା ସ୍ମରଣିକା 'ସାକ୍ତସ୍ୱର' ଉନ୍ମୋଚିତ ହୋଇଥିଲା। ସଭା ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା, ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ କଳାକାର ଅଂଶ ଗ୍ରହଣ କରିଥିଲେ। ସକାଳୁ ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଆବାହନ ପରେ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା ରୟାଲ ପଡିଆ ଠାରୁ ସହର ପରିକ୍ରମା କରି ଉତ୍ସବ ସ୍ଥଳ ରାମେଶ୍ବର ଷ୍ଟାଡିୟମରେ ପହଞ୍ଚି ଥିଲା।1
- Post by Jay kala _ jay Kalinga1
- ରାମେଶ୍ୱର ଷ୍ଟାଡିୟମ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ1
- Post by KOSAL TIMES1
- ସୁବର୍ଣ୍ଣପୁର ଅବକାରୀ କୁ ବଡ ସଫଳତା କଫ ସିରଫ ଗଂଜେଇ ଜବତ1
- ଗଞ୍ଜାମ ଜିଲ୍ଲା ରାସ୍ତା କଡ଼ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ପୋଖରୀଭିତରକୁ ପଶିଲା ଆମ୍ବୁଲାନ୍ସ। ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି କାଦପଡା ନିକଟରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଳକ ସୁରକ୍ଷିତ ଉଦ୍ଧାର। ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବାରୁ ବଡ଼ ଅଘଟଣ ଟଳିଲା। ପ୍ରବଳ କୁହୁଡ଼ି ଦୁର୍ଘଟଣାର କାରଣ ହୋଇଥିବା ଅନୁମାନ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- ଆଜିଠାରୁ ଆରମ୍ଭ ହେବ ସୁବର୍ଣ୍ଣପୁର ଜିଲ୍ଲା ର ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ l ଏଣୁ ସକାଳୁ ସକାଳୁ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ରୀତିନୀତିରେ ପୂଜା ପାଠ ପରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲକୁ ସୁରେଶ୍ୱରୀ ମନ୍ଦିରରୁ ସହର ପରୀକ୍ରମା କରାଇ ରମେଶ୍ୱର ଷ୍ଟାଡିୟମସ୍ଥିତ ସାଂସ୍କୃତିକ ମଞ୍ଚକୁ ନିଆଯାଇଛି l ତେବେ ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିଲେ କଳାହାଣ୍ଡି କଟ୍ଟପ୍ପା1