Shuru
Apke Nagar Ki App…
ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ 11/4/2026 live odisha News update
Live Odisha NewsUpdate District reporter
ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ 11/4/2026 live odisha News update
- User4176Asika, Ganjam🙏14 hrs ago
More news from ଓଡ଼ିଶା and nearby areas
- କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ ୧୨/ ଏପ୍ରିଲ/୨୦୨୬1
- ଆଠଗଡ଼ ପାଟଣା ଗ୍ରାମର ପୃଋଣା କାଳି ମନ୍ଦିର ସାହି ଏହି ସାହି କୁ ସଫା କରି ରୋଅଟ ଆସି1
- ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ଗାଁ ର ଗଉଡ ସାହିରେ ଦଣ୍ଡ ନାଚ1
- ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।1
- Post by Rabindra Mandal1
- ଅଜୟଗଡ଼ରେ ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା। ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା। ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।1
- ଗ୍ରା Adipada ପୋ gateri ଥାନା ନୂଆ ଗାଁ ଦେଶ ବହୁତ୍ ଆଗକୁ ଗଲାଣି ହେଲେ ଆମ ଗାଁ ସଡ଼କ ସେମିତି ରହିଗଲା ସରକାର ଙ୍କୁ ଦେଖା ଯାଉନି ସରକାର ଙ୍କୁ ବିନିତ ଅନୁରୋଧ କିଛି ପଦ କ୍ଷେପ ନିଆଗଲେ ଆମେ ବହୁତ ଉପକୃତ ହେବୁ1
- ଆଜି ତାରିଖ 11 ଏପ୍ରିଲ୍ 2026 ସନ୍ଧ୍ୟା 6 ସମୟ ରେ, ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ , କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମାଲ୍ଲୀକାର୍ଜୁନ ଖଡଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ଆସାମ ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଙ୍କ କୁଶପୁତ୍ତଳିକା ଦାହ କରାଗଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଅଭିମନ୍ୟୁ ପଣ୍ଡା, ତ୍ରିନାଥ ପାତ୍ର , ପାପା ରାଓ, ବି ଜନାର୍ଦ୍ଦନ ରାଓ, ଯୁବ ନେତା ସୂର୍ଯୟନାରାୟଣ ପାତ୍ର, ଜାସ୍ମିନ୍ ଶେଖ୍, ରଞ୍ଜିତ ପାଣିଗ୍ରାହି, ମୂନା ମହାରଣା, ପାର୍ଥରାଜ ପାଳ, ରାଜା, ଦିପୁ ସାହୁ ଆଦି ସମସ୍ତେ ଉପସ୍ଥିତ ଥିଲେ ।1