logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ ୧୨/ ଏପ୍ରିଲ/୨୦୨୬ କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ ୧୨/ ଏପ୍ରିଲ/୨୦୨୬

6 hrs ago
user_Live Odisha NewsUpdate District reporter
Live Odisha NewsUpdate District reporter
Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
6 hrs ago

କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ ୧୨/ ଏପ୍ରିଲ/୨୦୨୬ କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ ୧୨/ ଏପ୍ରିଲ/୨୦୨୬

More news from ଓଡ଼ିଶା and nearby areas
  • କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ ୧୨/ ଏପ୍ରିଲ/୨୦୨୬
    1
    କୁକୁଡ଼ାଖଣ୍ତି ବ୍ଳକର ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ମାନସିକ ତିନି ଦଣ୍ଡନାଚ ଆୟୋଜନ ସଂପୂର୍ଣ ଗ୍ରାମ ଭକ୍ତିମୟ ପରିବେଶ
୧୨/ ଏପ୍ରିଲ/୨୦୨୬
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଆଠଗଡ଼ ପାଟଣା ଗ୍ରାମର ପୃଋଣା କାଳି ମନ୍ଦିର ସାହି ଏହି ସାହି କୁ ସଫା କରି ରୋଅଟ ଆସି
    1
    ଆଠଗଡ଼ ପାଟଣା ଗ୍ରାମର ପୃଋଣା କାଳି ମନ୍ଦିର ସାହି
ଏହି ସାହି କୁ ସଫା କରି ରୋଅଟ ଆସି
    user_Balaram Gouda
    Balaram Gouda
    ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    12 hrs ago
  • ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ଗାଁ ର ଗଉଡ ସାହିରେ ଦଣ୍ଡ ନାଚ
    1
    ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ଗାଁ ର ଗଉଡ ସାହିରେ ଦଣ୍ଡ ନାଚ
    user_Radhe radhe
    Radhe radhe
    Dharakote, Ganjam•
    28 min ago
  • ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।
    1
    ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।
    user_ସେବକ ମିଶ୍ର
    ସେବକ ମିଶ୍ର
    ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    10 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    6 hrs ago
  • ଅଜୟଗଡ଼ରେ ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା। ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା। ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
    1
    ଅଜୟଗଡ଼ରେ ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ 
ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା।
ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା।
ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା।
ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର  ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    10 hrs ago
  • ଉତ୍କଳିୟମ ଫାଉଣ୍ଡେସନ ତରଫରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ#spnewstvliveodia #breakingnews #nayagarhnews
    1
    ଉତ୍କଳିୟମ ଫାଉଣ୍ଡେସନ ତରଫରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ#spnewstvliveodia #breakingnews #nayagarhnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    2 hrs ago
  • ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ 11/4/2026 live odisha News update
    1
    ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ 11/4/2026
live odisha News update
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.