Shuru
Apke Nagar Ki App…
ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି
Prime time press
ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି
More news from ଓଡ଼ିଶା and nearby areas
- ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ହେଉଥିବା କଳସ ଯାତ୍ରାରେ ନିଜେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର। #baripada #mayurbhanj #viral1
- ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର4
- ମେଳା ବୁଲି ଫେରିବା ବାଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା। 4 ଜଣ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ମୁସାମାରି ନିକଟରେ ଦୁଇ ବାଇକ୍ ପରସ୍ପରକୁ ସାମ୍ନା ସାମ୍ନି ଧକ୍କା ଦେବା ଫଳରେ ଦୁଇ ବାଇକ୍ ରେ 4 ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା , ସୂଚନା ଅନୁଯାୟୀ ଦେବୋଷୋଲ ରେ ଜାଗୋର ମେଳା ଲାଗିଥିବାରୁ ଲୋକଙ୍କ ଗହଳି ଲାଗିଥାଏ , ତେବେ ମେଳା ଦେଖି ସାରି ଦୁଇ ଜଣ ଯୁବକ ରାସଗୋବିନ୍ଦପୁର ଆଡ଼କୁ ଦୃତ ଗତିରେ ରେଶିଂ ବାଇକ୍ ଯୋଗେ ଯାଉଥିବା ବେଳେ ଅପରପକ୍ଷରୁ ଆସୁଥିବା ଆଉ ଏକ ବାଇକ୍ କୁ ବାଡେଇ ଥିଲା । ତେବେ ଟକ୍କର ଏତେ ଯୋର୍ ରେ ଥିଲା ଯେ ଶବ୍ଦରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଲୋକେ ହଟାତ୍ କିଛି ବୁଝିପାରିନଥିଲେ। ତେବେ ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହିଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ । ଅନ୍ୟପଟେ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଗୁରୁତର ମାନେ ଅଙ୍ଗାରଗାଡିଆ ଗ୍ରାମର ରାୟା ମାରାଣ୍ଡି , ଏବଂ ଡୋମାନ ମୁର୍ମୁ , କରଞ୍ଜିଆ ବସ୍ତା ଅଞ୍ଚଳର କାହ୍ନୁ ରାମ ଏବଂ ପର୍ଶୁ ରାମ ବୋଲି ଜଣାପଡିଛି ।1
- Post by Mayurbhanj Live1
- Post by Rajib Behera2
- #ବ୍ରାଉନ_ସୁଗାର_କାରବାର_କୁ_କେନ୍ଦ୍ର_କରି_ଭୁଜାଲି_ମାଡ । 🟥ସମ୍ପର୍କୀୟ ଭାଇକୁ ଭୁଜାଲି ମାରିଲା ଭାଇ । 🟥ଛାନଭିନ ଆରମ୍ଭ କରିଛି ପୋଲିସ । 🟥ଯୁବକ ଗୁରୁତର । 🟥ଜଳେଶ୍ୱର ଥାନ ରାଜପୁର ବସ୍ତି ର ଘଟଣା । 🟥ଗୁରୁତର ଯୁବକ ଜଣକ ହେଲେ ଶେଖ ସରାଫତ। 🟥ବ୍ରାଉନ ସୁଗାର କାରବାର ବାରଣ କରିବାରୁ ଭୁଜାଲି ମାଡ । 🟥ଗୁରୁତର ଯୁବକ କୁ ପ୍ରଥମେ ଜଳେଶ୍ଵର ହସ୍ପିଟାଲ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।1
- ଛତ୍ରପତି ଶିବାଜୀ ଙ୍କୁ ମନେ ପକେଇଲେ ମୁଖ୍ୟମନ୍ତ୍ରୀ ଆଉ ବିଜେପି ସଭାପତି ମନ ମୋହନ ସାମଲ1
- ବାରିପଦା - ଆସନ୍ତୁ ଦେଖିବା ଆଜିର ଓଡ଼ିଶାର 10 ଟୋପା ରାଜନୈତିକ ଖବର। #baripada #mohanmajhi #nabinpattanaik #congress #bjp #bjd #odisha1
- କୁକୁର କାମୁଡ଼ାରେ ଚାଲିଗଲା ଜଣକ ଜୀବନ , ଘଟଣା ଟି ଘଟିଛି ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ, ସୂଚନା ମୁତାବିକ ଯୁବକ ଜଣକ ବିବାହିତ ଥିବା ବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ ଯୁବକଙ୍କୁ କୁକୁର କାମୁଡିବା ପରେ ଚିକିତ୍ସିତ ହେଉଥିଲେ ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା ଜଣା ପଡିଛି , ତେବେ ଉଦଳା ଡାକ୍ତର ଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି1