Shuru
Apke Nagar Ki App…
ଉପlନ୍ତରେ ଚାଲିଛି ଦୈବୀ ଚିକିତ୍ସା...
Rajib Behera
ଉପlନ୍ତରେ ଚାଲିଛି ଦୈବୀ ଚିକିତ୍ସା...
More news from Odisha and nearby areas
- Post by Rajib Behera2
- ବୃଥା ପରିଶ୍ରମ କରି ସାରିଦେଲେ ଜନତା ଙ୍କ ଟଙ୍କା ନା ସରକାର କାମ କରୁଛନ୍ତି ନା ବିରୋଧି ତେବେ ଲାଭ ଦୁହିଁ ଙ୍କ ମଧ୍ୟରେ ବିଚରା ଭୋଟର ଚାହିଁଛି1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 17.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବାରିପଦା, ଆଜିଠାରୁ ଆରମ୍ଭ ହୋଇଛି ୨୦୨୫/୨୬ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା। ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ମୋଟ ୧୮୪ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୨ ହଜାର ୫ଶହ ୮୪ ପରୀକ୍ଷାର୍ଥୀ। ଏଥିପାଇଁ ୨୧ ଟି ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନ ପତ୍ର ରଖା ଯାଇଥିବା ବେଳେ ୪୯ ଟି ଡେସପାଚ୍ ଟିମ ପ୍ରଶ୍ନପତ୍ର ସଠିକ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଜିଲ୍ଲା ଶିକ୍ଷା ବିବାଗ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସେଣ୍ଟର କୁ ସିସିଟିଭି ନିଜରରେ ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।1
- ବାରିପଦା ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଦେଖି ଲୋକେ କାନରେ ହାତ ମାଇଲେ।1
- ବାରିପଦାରେ ଧାନ କ୍ରୟରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା କୃଷକ ମହାସଂଘର ସମ୍ପାଦକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । କୃଷକମାନଙ୍କ ହିତରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ।1
- କୁକୁର କାମୁଡ଼ାରେ ଚାଲିଗଲା ଜଣକ ଜୀବନ , ଘଟଣା ଟି ଘଟିଛି ବରହମପୁର ଥାନା ଅଧୀନ kc ପୁର ଅଞ୍ଚଳରେ, ସୂଚନା ମୁତାବିକ ଯୁବକ ଜଣକ ବିବାହିତ ଥିବା ବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି, ତେବେ ଯୁବକଙ୍କୁ କୁକୁର କାମୁଡିବା ପରେ ଚିକିତ୍ସିତ ହେଉଥିଲେ ତେବେ ସୁସ୍ଥ ହେବାପରେ ଘରକୁ ଯାଇ ଥିଲେ, ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୁଣିଆ ପାଖକୁ ନେଇ ଯାଇ ଥିଲେ , ପର ମୁହୁର୍ତରେ ତାଙ୍କର ମୃତ୍ୟୁ ଘଟିଛି, ଯାହାକୁ ନେଇ ଯୁବକ ଙ୍କ ପକ୍ଷରୁ ତାଙ୍କର ବାପା ଏବଂ କାକା ହତ୍ୟା ର ଅଭିଯୋଗ ଆଣିଥିବା ଜଣା ପଡିଛି , ତେବେ ଉଦଳା ଡାକ୍ତର ଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି, ତେବେ ଉଦଳା ପୋଲିସ ଏବଂ ବରହମପୁର ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି.. ଉତ୍ତେଜନା ଜାରି ରହିଛି1