Shuru
Apke Nagar Ki App…
ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଦିବ୍ୟା ନନ୍ଦ ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଦିବ୍ୟା ନନ୍ଦ (Operational Head, Manjari Enterprises, Bargarh,Odisha ) #LatestNews #UpdateNews #apanankakhabara #Baragada #news #OdishaNews #odisha
Apananka Khabara
ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଦିବ୍ୟା ନନ୍ଦ ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଦିବ୍ୟା ନନ୍ଦ (Operational Head, Manjari Enterprises, Bargarh,Odisha ) #LatestNews #UpdateNews #apanankakhabara #Baragada #news #OdishaNews #odisha
More news from Odisha and nearby areas
- ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ପ୍ରେମରାଜ ଟାଣ୍ଡି, ସରପଞ୍ଚଙ୍କ ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ପ୍ରେମରାଜ ଟାଣ୍ଡି, ସରପଞ୍ଚଙ୍କ #LatestNews #UpdateNews #apanankakhabara #Baragada #news #OdishaNews #odisha1
- ବେୟ ବହୁଳ ଅର୍ଥ ବିନିଯୋଜରେ ହଂସପାଳ ଠାରୁ ଅଭୟମୁଖୀ ଗୋପବ୍ରାଞ୍ଚ କେନାଲ ରାସ୍ତା ନିର୍ମାଣ ଏବେ ବିପର୍ଯୟ ଅବସ୍ଥାରେ1
- ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। କ୍ୟାପଟେନ ସଞ୍ଜୀବ ମୁଦୁଲିଙ୍କ ମୁଖ୍ୟ ସଂଯୋଜନାରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। କବିତା ପାଠ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହୋଇଥିଲା।1
- ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ1
- ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ପଞ୍ଚାୟତ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ,1
- ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ4
- GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!! ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି। ଏହି ମଡେଲ୍ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା। ସାଧାରଣତଃ ଯେଉଁ ମଡେଲ୍ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ। ୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ। GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି। ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।1
- ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଦିବ୍ୟା ନନ୍ଦ ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଦିବ୍ୟା ନନ୍ଦ (Operational Head, Manjari Enterprises, Bargarh,Odisha ) #LatestNews #UpdateNews #apanankakhabara #Baragada #news #OdishaNews #odisha1