Shuru
Apke Nagar Ki App…
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ବିରୋଧ କରି ଆଜି ବେଳପଡା କୋଶଳ କମିଟି ପକ୍ଷରୁ ବେଳପଡା ଏକ ଦାବିପତ୍ର ପ୍ରଦାନ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ବିରୋଧ କରି ଆଜି ବେଳପଡା କୋଶଳ କମିଟି ପକ୍ଷରୁ ବେଳପଡା ଏକ ଦାବିପତ୍ର ପ୍ରଦାନ।
BHOJARAJ DANDASENA
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ବିରୋଧ କରି ଆଜି ବେଳପଡା କୋଶଳ କମିଟି ପକ୍ଷରୁ ବେଳପଡା ଏକ ଦାବିପତ୍ର ପ୍ରଦାନ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ବିରୋଧ କରି ଆଜି ବେଳପଡା କୋଶଳ କମିଟି ପକ୍ଷରୁ ବେଳପଡା ଏକ ଦାବିପତ୍ର ପ୍ରଦାନ।
More news from ଓଡ଼ିଶା and nearby areas
- Post by Sonepur news khulasa1
- ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ଜାତିୟ ପକ୍ଷୀ ମୟୃର ଆସନ୍ତୁ ଆଜି ଏହି ଭିଡିଓ ରେ ଦେଖିଵା ଜାଣିଵା ଜାତିୟ ପକ୍ଷୀ ଵିଷୟରେ ଅବଗତ ହେବା ।1
- Post by SONEPUR NEWS1
- ନିର୍ଦ୍ଦୋଷରେ ଖଲାସ ଦାବି କଲେ ପ୍ରଦ୍ୟୁମ୍ନଙ୍କ ମା ଆରତୀ ପାଢ଼ୀ। ସୁବର୍ଣ୍ଣପୁର: ମିଥ୍ୟା ଅଭିଯୋଗ କ୍ରମେ ନବ ନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ପୁଅକୁ ନିର୍ଦ୍ଦୋଷରେ ଖୁଲାସ ଦାବିକଲେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ମାତା ଆରତୀ ପାଢ଼ୀ।1
- ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।2
- ସୁବର୍ଣପୁର ଜିଲ୍ଲା ବିରମହାରାଜପୁର ମାଲେଶ୍ରୀ ପୋଗ୍ରାମ ରେ ଯୋଗଦେଲେ କଣ୍ଠଶିଲ୍ପି ନାଇକା ଡ. ଅର୍ଚ୍ଚନା ପାଢୀ । ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।1
- Post by Sonepur news khulasa1
- କୋକସରା ବ୍ଲକ ମହିମା ଗ୍ରାମ ପାଞ୍ଚୟତ ମହିମା ଗ୍ରାମରେ ଘଣ୍ଟା ପରିକ୍ରମା କରିଥିଲେ2