logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜାମ ଜିଲ୍ଲା ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ l ଆସିକା,:(୧୪/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଦେଶରେ ଗୋ ମାତାଙ୍କୁ ଉପଯୁକ୍ତ ସୁରକ୍ଷା,ଭାରତରୁ ଗୋ ହତ୍ୟା –ସମ୍ପୂର୍ଣ ଭାବେ ବନ୍ଦ ସହ ଗୋ ସୁରକ୍ଷା ଏବଂ ଗୋ ମାତାଙ୍କୁ ରାଷ୍ଟ୍ରମାତା ର ସଂମ୍ମାନ ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂରୀ ବାଲିଘାଇ ଆଶ୍ରାମର କୃଷ୍ଣାନନ୍ଦ ଗିରି ମହାରାଜ, ଶ୍ରୀକାନ୍ତ ଗୌଡ଼ (ହିନ୍ଦୁ ଜାଗରଣ ମଞ୍ଚ) ଗଞ୍ଜାମ ଜିଲ୍ଲା. କାର୍ଯ୍ୟକର୍ତା,ସଭାପତି ବିମ୍ବାଧର ପାତ୍ର,ସମ୍ପାଦକ ନାରାୟଣ ରଥ, ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ସାମ୍ବାଦିକ ହରିହର ପାଢ଼ୀ, ବୃନ୍ଦାବନ ବେହେରା, ବାବୁଲା ପାତ୍ର,ଶିବରାମ ମହାରଣା, ପ୍ରଦୀପ ପାତ୍ର,ପରମଗିରି, ମହାରାଜ , ଭେଙ୍କଟରମଣ ପାତ୍ର, ପ୍ରମୁଖ ଗୋ ଭକ୍ତ ଯୋଗ ଦେଇଥିଲେ । ଏପ୍ରେଲ ୨୭ ତାରିଖ ଦିନ କୁ ଗୋ ସମ୍ମାନ ଦିବସ ପାଳନ କରି ବାକୁ ରାଷ୍ଟ୍ର ପ‌ତି ଙ୍କ ଉଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବୀପତ୍ର ଦେବା ପାଇଁ ସ୍ଥିର ହୋଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ

7 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
7 hrs ago
fd12dd99-2a30-4fae-86cf-0393f75bbde1
f03072b2-39e8-4c40-8c2b-ba27cd4fd2c4

ଗଞ୍ଜାମ ଜିଲ୍ଲା ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ l ଆସିକା,:(୧୪/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଦେଶରେ ଗୋ ମାତାଙ୍କୁ ଉପଯୁକ୍ତ ସୁରକ୍ଷା,ଭାରତରୁ ଗୋ ହତ୍ୟା –ସମ୍ପୂର୍ଣ ଭାବେ ବନ୍ଦ ସହ ଗୋ ସୁରକ୍ଷା ଏବଂ ଗୋ ମାତାଙ୍କୁ ରାଷ୍ଟ୍ରମାତା ର ସଂମ୍ମାନ ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂରୀ ବାଲିଘାଇ ଆଶ୍ରାମର କୃଷ୍ଣାନନ୍ଦ ଗିରି ମହାରାଜ, ଶ୍ରୀକାନ୍ତ ଗୌଡ଼ (ହିନ୍ଦୁ ଜାଗରଣ ମଞ୍ଚ) ଗଞ୍ଜାମ ଜିଲ୍ଲା. କାର୍ଯ୍ୟକର୍ତା,ସଭାପତି ବିମ୍ବାଧର ପାତ୍ର,ସମ୍ପାଦକ ନାରାୟଣ ରଥ, ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ସାମ୍ବାଦିକ ହରିହର ପାଢ଼ୀ, ବୃନ୍ଦାବନ ବେହେରା, ବାବୁଲା ପାତ୍ର,ଶିବରାମ ମହାରଣା, ପ୍ରଦୀପ ପାତ୍ର,ପରମଗିରି, ମହାରାଜ , ଭେଙ୍କଟରମଣ ପାତ୍ର, ପ୍ରମୁଖ ଗୋ ଭକ୍ତ ଯୋଗ ଦେଇଥିଲେ । ଏପ୍ରେଲ ୨୭ ତାରିଖ ଦିନ କୁ ଗୋ ସମ୍ମାନ ଦିବସ ପାଳନ କରି ବାକୁ ରାଷ୍ଟ୍ର ପ‌ତି ଙ୍କ ଉଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବୀପତ୍ର ଦେବା ପାଇଁ ସ୍ଥିର ହୋଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • asika ganjam odisha
    7
    asika ganjam odisha
    user_Allu sidheswar 1432
    Allu sidheswar 1432
    ଆସିକା, ଗଞ୍ଜାମ, ଓଡ଼ିଶା•
    2 hrs ago
  • ​ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆସିକା ବ୍ଲକ ବାବନପୁରଠାରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ "ପଞ୍ଚୁଦଣ୍ଡ ମହା ମିଳନ"। ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
    1
    ​ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆସିକା ବ୍ଲକ ବାବନପୁରଠାରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ "ପଞ୍ଚୁଦଣ୍ଡ ମହା ମିଳନ"। ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
    user_User9947
    User9947
    Social worker Asika, Ganjam•
    21 hrs ago
  • ନୂଆ ରାମଚନ୍ଦ୍ରପୁର ଗ୍ରାମରେ ଜୟ ମା ଦକ୍ଷିଣକାଳୀ ଙ୍କ ଅଲୈକିକ ଦୃଶ୍ୟ ଦର୍ଶନ କରନ୍ତୁ କୋଟି ପୂଣ୍ୟ ଫଳ ମିଳିବ । Live Odisha News Update
    1
    ନୂଆ ରାମଚନ୍ଦ୍ରପୁର ଗ୍ରାମରେ ଜୟ ମା ଦକ୍ଷିଣକାଳୀ ଙ୍କ ଅଲୈକିକ ଦୃଶ୍ୟ ଦର୍ଶନ କରନ୍ତୁ କୋଟି ପୂଣ୍ୟ ଫଳ ମିଳିବ ।
Live Odisha News Update
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    12 hrs ago
  • ବ୍ରହ୍ମପୁରରେ ମା' ଦଣ୍ଡ କାଳୀଙ୍କ ସନ୍ଧ୍ୟା ଆଳତୀ ଓ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ହଠାତ୍ ଏକ ବିରାଟ ନାଗ ସାପ ଆସି ପୂଜା ସ୍ଥଳ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି। ସାପଟି କାହାରି କୌଣସି କ୍ଷତି ନକରି ଶାନ୍ତ ଭାବରେ ସେଠାରେ ବୁଲୁଥିବା ବେଳେ, ଉପସ୍ଥିତ ଭକ୍ତମାନେ ଏହାକୁ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ମାନିଛନ୍ତି। ଭିଡିଓରେ ଆପଣ ଶୁଣିପାରିବେ କିପରି ଚତୁର୍ଦ୍ଦିଗରେ ଲୋକଙ୍କ 'ହର ହର ମହାଦେବ' ଧ୍ୱନି ପ୍ରକମ୍ପିତ ହେଉଛି। ଦେଖନ୍ତୁ ଏହି ଚମତ୍କାର ଭିଡିଓ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ 'ହର ହର ମହାଦେବ' ବା 'ଓମ୍ ନମଃ ଶିବାୟ'। ମା' ଦଣ୍ଡ କାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ।
    1
    ବ୍ରହ୍ମପୁରରେ ମା' ଦଣ୍ଡ କାଳୀଙ୍କ ସନ୍ଧ୍ୟା ଆଳତୀ ଓ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ହଠାତ୍ ଏକ ବିରାଟ ନାଗ ସାପ ଆସି ପୂଜା ସ୍ଥଳ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି। ସାପଟି କାହାରି କୌଣସି କ୍ଷତି ନକରି ଶାନ୍ତ ଭାବରେ ସେଠାରେ ବୁଲୁଥିବା ବେଳେ, ଉପସ୍ଥିତ ଭକ୍ତମାନେ ଏହାକୁ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ମାନିଛନ୍ତି। ଭିଡିଓରେ ଆପଣ ଶୁଣିପାରିବେ କିପରି ଚତୁର୍ଦ୍ଦିଗରେ ଲୋକଙ୍କ 'ହର ହର ମହାଦେବ' ଧ୍ୱନି ପ୍ରକମ୍ପିତ ହେଉଛି।
ଦେଖନ୍ତୁ ଏହି ଚମତ୍କାର ଭିଡିଓ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ 'ହର ହର ମହାଦେବ' ବା 'ଓମ୍ ନମଃ ଶିବାୟ'। ମା' ଦଣ୍ଡ କାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ।
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    14 hrs ago
  • ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା। ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।
    1
    ଦୀର୍ଘ ୧୩ ଦିନ ଧରି ଚାଲିଥିବା କଠିନ ବ୍ରତ ଓ ନିଷ୍ଠାର ଅନ୍ତ ଘଟାଇ ଆଜି ମେରୁ ପର୍ବ ଅବସରରେ ଦଣ୍ଡୁଆ ଓ ମାନସିକଧାରୀମାନେ ଶେଷ ସେବା ଅର୍ପଣ କରିଛନ୍ତି। ଭଞ୍ଜନଗର ଉପକଣ୍ଠ ସମେତ ସମଗ୍ର ଅଞ୍ଚଳ ଏହି ଆଧ୍ୟାତ୍ମିକ ଉତ୍ସବରେ ଶ୍ରଦ୍ଧାମୟ ହୋଇଉଠିଥିଲା।
ଯାତ୍ରାର ଅନ୍ତିମ ଦିନରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ନିଷ୍ଠାର ସହ ଉପବାସ ରହିଥିଲେ। ପରମ୍ପରା ଅନୁସାରେ, ପାଟ ଦଣ୍ଡୁଆ ଓ ଅନ୍ୟ ସେବାୟତମାନେ ମାଆଙ୍କୁ ମନ୍ଦିରରୁ ବିଜେ କରାଇ ନିକଟସ୍ଥ ଜଳାଶୟରେ ସ୍ନାନ କରାଇଥିଲେ। ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ପୁନର୍ବାର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି ପରେ ଯାତ୍ରାର ମୁଖ୍ୟ ଆକର୍ଷଣ 'ମେରୁ' ସମ୍ପନ୍ନ ହୋଇଥିଲା। ଯଜ୍ଞକୁଣ୍ଡର ପ୍ରଜ୍ୱଳିତ ଅଗ୍ନି ଶିଖା ଉପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଓଲଟା ଝୁଲି ରହି ଉତ୍ସର୍ଗୀକୃତ ଫଳ ଓ ପୁଷ୍ପ ବର୍ଷା କରିଥିଲେ। ଏହି ଦୃଶ୍ୟ ଭକ୍ତଙ୍କ ମଧ୍ୟରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥିଲା।
    user_NKNEWS ODISHA
    NKNEWS ODISHA
    Local News Reporter ନୂଆଗାଁ, ନୟାଗଡ଼, ଓଡ଼ିଶା•
    6 hrs ago
  • ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର  କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା।
ଵି ଇ ରୋ ରିପୋର୍ଟ 
କଳିଙ୍ଗ ସମ୍ବାଦ ଲାଇଭ 
ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    56 min ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ହାଟ ପଡିଆ ଠାରେ ଆଜି ଠାରୁ 4ଦିନ ବ୍ୟାପି ୨୧ ତମ ମହୋତ୍ସବକୁ ଆଜି ଅନୁଷ୍ଠାନିକ ଆରମ୍ଭ ହୋଇଥିବା ବେଳେ. ହିନ୍ଦୋଳ ବିଧାୟିକା ଉଦଘାଟନ କରିଥିବା ବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାସୋଳ ଏନ ଏ ସି ମାନ୍ୟତା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଛନ୍ତି.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ହାଟ ପଡିଆ ଠାରେ ଆଜି ଠାରୁ 4ଦିନ ବ୍ୟାପି ୨୧ ତମ ମହୋତ୍ସବକୁ ଆଜି ଅନୁଷ୍ଠାନିକ ଆରମ୍ଭ ହୋଇଥିବା ବେଳେ. ହିନ୍ଦୋଳ ବିଧାୟିକା ଉଦଘାଟନ କରିଥିବା ବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାସୋଳ ଏନ ଏ ସି ମାନ୍ୟତା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଛନ୍ତି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    24 min ago
  • ଦୟାପଲ୍ଲୀ ଗ୍ରାମରେ ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ କରନ୍ତୁ Live odisha News update
    1
    ଦୟାପଲ୍ଲୀ ଗ୍ରାମରେ ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ କରନ୍ତୁ 
Live odisha News update
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.