Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ବାବନ ପୁର ଠାରେ ଭବ୍ୟ "ପଞ୍ଚୁଦଣ୍ଡ ମହା ମିଳନ"ହଜାର ହଜାର ଭକ୍ତ ଙ୍କ ସମାଗମ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆସିକା ବ୍ଲକ ବାବନପୁରଠାରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ "ପଞ୍ଚୁଦଣ୍ଡ ମହା ମିଳନ"। ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
User9947
ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ବାବନ ପୁର ଠାରେ ଭବ୍ୟ "ପଞ୍ଚୁଦଣ୍ଡ ମହା ମିଳନ"ହଜାର ହଜାର ଭକ୍ତ ଙ୍କ ସମାଗମ। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକ ପର୍ବ ଦଣ୍ଡଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆସିକା ବ୍ଲକ ବାବନପୁରଠାରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ "ପଞ୍ଚୁଦଣ୍ଡ ମହା ମିଳନ"। ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
More news from Odisha and nearby areas
- ଅଁଳାଇ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଶୋଭାଯାତ୍ରା ରେ ସାମିଲ ହେଲେ 100 ରୁ ଉର୍ଦ୍ଧ ମାନସିକ ବ୍ରତଧାରୀ ------------------------------------- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଂଚାୟତ ଅଧୀନ ଉଇଲ କିଶନ ନଗର ମା ଅଁଳାଇ ଦେବୀ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତକାଲି ଅଙ୍କୁରାରୋପଣ ଓ ମଣ୍ଡଳକରଣ ଗ୍ରାମରେ ପୂଜା ପାଉଥିବା ବିଭିନ୍ନ ଠାକୁର ଙ୍କୁ ନିମତ୍ରଣ କରାଯାଇଥିଲା l ଆଜି ଗ୍ରାମ କୁଳଗୁରୁ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗ୍ରାମ ର ଝାରିଆ ପୋଖରୀ ଠାରୁ ଶହେ ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ପୋଖରୀରୁ ଜଳ କଳସ ଧରି ଗ୍ରାମ୍ୟ ପରିକ୍ରମା କରି ଶୋଭାଯାତ୍ରା ରେ ଆସିଥିଲେ l ଘଣ୍ଟ ଘଣ୍ଟା,ହରିବୋଲ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ର ଦାଣ୍ଡ l ଗ୍ରାମର ଭାଗବତ ଠାକୁର, ତ୍ରିନାଥ ଠାକୁର, ଧବଳେଶ୍ୱର ମହାଦେବ,ରାଧାକୃଷ୍ଣ ଆଦି ନିଜ ନିଜ ସୁସଜ୍ଜିତ ବିମାନ ରେ ଯଜ୍ଞ ସ୍ଥଳ କୁ ଯାଇଥିଲେ l ଏହି ଅବସରେ ବିଭିନ୍ନ ବାଣ ଫୁଟା , ରୋଷଣୀ କଳଘୋଡା ନୃତ୍ୟ, ବୁଢାବୁଢ଼ି ନୃତ୍ୟ କୁ ଦେଖିବାକୁ ଶହ ଶହ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଯଜ୍ଞ ସ୍ଥଳରେ ପହଂଚିବା ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଓ ଅଗ୍ନି ସ୍ଥାପନ କରାଯାଇଥିଲା l ପରେ ଅପରାହ୍ନ ସମୟରେ ଯଜ୍ଞ କର୍ତ୍ତା ଆକାଶ ବିଶ୍ୱାଳ ଙ୍କ ଉପସ୍ଥିତି ରେ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଥିଲା l.ଏହି ବାର୍ଷିକ ଯଜ୍ଞ ଗ୍ରାମ ର ସମ୍ପାଦକ ସନାତନ ବିଶ୍ୱାଳ,ଙ୍କ ପରିଚାଳନା ରେ ଆୟୋଜନ ହେଉଥିଲା ବେଳେ ଆସନ୍ତାକାଲି ଅପରାହ୍ନ 5 ଟା ରେ ପୂର୍ଣ୍ଣାହୁତି ସହିତ ଯଜ୍ଞ ସମାପନ ହେବା ପରେ ସମୂହ ପ୍ରସାଦ ସେବନ ହେବ ବୋଲି ପୁରୋହିତ ବିଶ୍ୱନାଥ ନନ୍ଦ ସୂଚନା ଦେଇଛନ୍ତି l1
- Post by SOUMYA RANJAN2
- Post by Swapnendu Rout1
- ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର1
- Post by Manoj kumar baliyarsingh4
- Post by Rajesh Samantaray1
- ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।1
- Post by SOUMYA RANJAN1
- Post by Manoj kumar baliyarsingh4