logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀ ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର

4 hrs ago
user_OWNER-EDITOR
OWNER-EDITOR
Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର  କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା।
ଵି ଇ ରୋ ରିପୋର୍ଟ 
କଳିଙ୍ଗ ସମ୍ବାଦ ଲାଇଭ 
ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    4 hrs ago
  • ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l
    5
    ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ  ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା  କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • Post by RAGHUNANDAN SINGH
    1
    Post by RAGHUNANDAN SINGH
    user_RAGHUNANDAN SINGH
    RAGHUNANDAN SINGH
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଧର୍ମ ବାଧକ : ଉଠି ପାରୁନି ମୃତଦେହ
    1
    ଧର୍ମ ବାଧକ : ଉଠି ପାରୁନି ମୃତଦେହ
    user_Subham mund
    Subham mund
    ଜୁନାଗଡ଼, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    2 hrs ago
  • ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    1
    ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
  • ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    3
    ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.