Shuru
Apke Nagar Ki App…
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି
Tuna Behera
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି
More news from ଓଡ଼ିଶା and nearby areas
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି1
- ଧର୍ମ ବାଧକ : ଉଠି ପାରୁନି ମୃତଦେହ1
- Slug - କୋକସରା ବ୍ଲକ କାଉଡୋଳା ଗ୍ରାମରେ ମା ତାରିଣୀ ଙ୍କ ପୀଠରେ ପଣା ସଂକ୍ରାନ୍ତି ପାଳନ ହେଉଥିବା ବେଳେ ଘଟ ରୂପରେ ଦର୍ଶନ ହେଉଛନ୍ତି ମା ତାରିଣୀ |ଶ୍ରଦ୍ଧାଳୁ ଭକ୍ତମାନେ ବନ୍ଦାପନା ଦେଇ ମା ଙ୍କୁ କରୁଛନ୍ତି ପୂଜାର୍ଚନା |4
- Post by ଓମ୍ ସାଇ ରାମ୍1
- ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଆଗରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ପାରାୟଣ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ମାଥାଲପୁଟ ଠାରୁ ଭେଜାପୁଟ ପର୍ଯ୍ୟନ୍ତ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏକ ଶୋଭାଯାତ୍ରା ହୋଇଥିଲା। ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧୟନ ମହାରାଜ ମଥୁରା ବୃନ୍ଦାବନରୁ ଆସି ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ଭାଗବତ କଥା ଶୁଣିବାକୁ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ହରିବନ୍ଧୁ ବିଶ୍ବାଳଙ୍କ ପକ୍ଷରୁ ଆୟୋଜିତ ଏବଂ ସୁନାବେଡା ଗୌଡ଼ିୟ ମଠାଧୀଶ ପର୍ବତ ମହାରାଜଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥମାନେ ଯୋଗ ଦେଇ ଶ୍ରୋତାମାନଙ୍କୁ ଭାଗବତ ବାଣୀ ଓ ଦିବ୍ୟଜ୍ଞାନ ପ୍ରଦାନ କରୁଛନ୍ତି। ସିଦ୍ଧେଶ୍ୱର ମନ୍ଦିର କମିଟି ଏବଂ ଭେଜାପୁଟ ବଜାର କମିଟି ଓ ଗ୍ରାମଲୋକେ ଏଥିରେ ସହଯୋଗ କରୁଛନ୍ତି।1
- ଜୟପୁରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଆ ନବ ବର୍ଷ ଏବଂ ବିଶୁବ ପଣା ସଂକ୍ରାନ୍ତି ଉତ୍ସାହର ସହିତ ପାଳନ କରାଯାଇଛି।1
- Post by MSP TV (Reporter:-MiHiR)1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ବାବା ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି1