Shuru
Apke Nagar Ki App…
ଜୟପୁରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଆ ନବ ବର୍ଷ ଏବଂ ବିଶୁବ ପଣା ସଂକ୍ରାନ୍ତି ଉତ୍ସାହର ସହିତ ପାଳନ କରାଯାଇଛି। ଜୟପୁରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଆ ନବ ବର୍ଷ ଏବଂ ବିଶୁବ ପଣା ସଂକ୍ରାନ୍ତି ଉତ୍ସାହର ସହିତ ପାଳନ କରାଯାଇଛି।
UD MEDIA NEWS
ଜୟପୁରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଆ ନବ ବର୍ଷ ଏବଂ ବିଶୁବ ପଣା ସଂକ୍ରାନ୍ତି ଉତ୍ସାହର ସହିତ ପାଳନ କରାଯାଇଛି। ଜୟପୁରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଆ ନବ ବର୍ଷ ଏବଂ ବିଶୁବ ପଣା ସଂକ୍ରାନ୍ତି ଉତ୍ସାହର ସହିତ ପାଳନ କରାଯାଇଛି।
More news from ଓଡ଼ିଶା and nearby areas
- ଜୟପୁରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଆ ନବ ବର୍ଷ ଏବଂ ବିଶୁବ ପଣା ସଂକ୍ରାନ୍ତି ଉତ୍ସାହର ସହିତ ପାଳନ କରାଯାଇଛି।1
- ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଆଗରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ପାରାୟଣ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ମାଥାଲପୁଟ ଠାରୁ ଭେଜାପୁଟ ପର୍ଯ୍ୟନ୍ତ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏକ ଶୋଭାଯାତ୍ରା ହୋଇଥିଲା। ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧୟନ ମହାରାଜ ମଥୁରା ବୃନ୍ଦାବନରୁ ଆସି ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ଭାଗବତ କଥା ଶୁଣିବାକୁ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ହରିବନ୍ଧୁ ବିଶ୍ବାଳଙ୍କ ପକ୍ଷରୁ ଆୟୋଜିତ ଏବଂ ସୁନାବେଡା ଗୌଡ଼ିୟ ମଠାଧୀଶ ପର୍ବତ ମହାରାଜଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥମାନେ ଯୋଗ ଦେଇ ଶ୍ରୋତାମାନଙ୍କୁ ଭାଗବତ ବାଣୀ ଓ ଦିବ୍ୟଜ୍ଞାନ ପ୍ରଦାନ କରୁଛନ୍ତି। ସିଦ୍ଧେଶ୍ୱର ମନ୍ଦିର କମିଟି ଏବଂ ଭେଜାପୁଟ ବଜାର କମିଟି ଓ ଗ୍ରାମଲୋକେ ଏଥିରେ ସହଯୋଗ କରୁଛନ୍ତି।1
- Post by ଓମ୍ ସାଇ ରାମ୍1
- କୋଟପାଡ଼ ଏନଏସି ଦ୍ୱାରା ଓଡ଼ିଆ ପକ୍ଷ ପାଳିତ,SHG ଗ୍ରୁପର ମହିଳାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା1
- କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ର କଦଭଟା ଗ୍ରାମରେ ପ୍ରାୟ ୪ ରୁ ୫ ଏକର ଆଖୁ ବାଡ଼ି ନିଆରେ ଜଳିଯାଇଛି ଆଖୁଗଛ l1
- Post by MSP TV (Reporter:-MiHiR)1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି1
- Gambali Vasanta Rao ଜୟପୁର ଚାମ୍ବର ଅଫ କୋମର୍ସର ନିର୍ଦ୍ଧେଶକ ପଦବୀରେ ବିଜୟୀ ହେବା ପରେ ବଡ଼ ଘୋଷଣା କରିଛନ୍ତି। ସେ ଜୟପୁରର ଜନସାଧାରଣଙ୍କ ସୁବିଧା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି।1