Shuru
Apke Nagar Ki App…
ଓଡିଶା ଲୋକ ଦଳ ଓଡିଶା ଲୋକ ଦଳ
ଜାଗ୍ରତ ନିୟୁଜ
ଓଡିଶା ଲୋକ ଦଳ ଓଡିଶା ଲୋକ ଦଳ
More news from ଓଡ଼ିଶା and nearby areas
- Post by Utkal sib1
- ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ଥାନା ବାଲିପସି ନିକଟରେ କାର ସହ ବାଇକ ଧକ୍କା. ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପେକେ ବରିଗଲେ ଗୋଟିଏ ପରିବାର ର 3ସଦସ୍ୟ. ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ହିନ୍ଦୋଳ ମେଡିକାଲ କୁ 108 ଯୋଗେ ପଠାଇ ଦେଇଛନ୍ତି.1
- କଣାସ ଅଞ୍ଚଳର ମୁଖ୍ୟ ପର୍ବ ପଞ୍ଚୁଦୋଳ ଯାତ୍ରା ଆଜି ପ୍ରଭାତରୁ ମହାଶମହୋରେ ଜମିଛି କଣାସ ମେଳନ ର ଆରାଧ୍ୟ ଠାକୁର ସୁସଜିତ ବିମାନରେ ବସି ଘଣ୍ଟ ଘଣ୍ଟା ବାଦ୍ୟ ଦ୍ୱନୀ ତଗା ନାଚ ଘୋଡା ନାଚ ସଖି ନାଚ ମଧ୍ୟରେ ମେଳନ ପଡିଆକୁ ପ୍ରବେଶ କରିଥିଲେ ସେହିପରି ସିରେଇ, ଦୋକୋନ୍ଧା, ଜଙ୍କିଆ,ଅଣ୍ଡାଳସିଂହ ମେଳନର ଥାନପତି ମାନେ ସୁସଜିତ ବିମାନରେ ବସି ମହାଆରମ୍ବରେ ମେଳନ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବସିଆ ପରେ ପରମ୍ପରା ଅନୁଯାଇ ଆଖ ପାଖ ଗ୍ରାମର ଠାକୁର ମାନେ ଭିନ୍ନ ଭିନ୍ନ ମେଳନ ପଡିଆକୁ ଆସି ନିଜ ନିଜ ସ୍ଥାନରେ ଆସିଥିଲେ |ବିଶେଷ କରି ଜଙ୍କିଆ ମେଳନ କୁ ଆସୁଥିବା ଓଲ ବେଦରପଡ଼ା ର ଆରଧ୍ୟ ଠାକୁର ବାବା ଇନ୍ଦ୍ରଶ୍ୱର ଦ୍ରିଘ 15 କିଲୋମିଟର ଅତିକ୍ରମ କରି ବିମାନରେ ବସି ବାଟଯାକ ଭୋଗ ଖାଇ ଖାଇ 12ଘଣ୍ଟାରୁ ଅଧିକା ସମୟ ପରେ ମେଳନ ପଡିଆ ରେ ପହଂଚି ଥିଲେ ଉକ୍ତ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା ସମସ୍ତ ମେଳନ ରେ ଶାନ୍ତି ଶୁଙ୍ଖଳା ରକ୍ଷା କରିବା ପାଇଁ ବ୍ୟପକ ପୋଲିସ ବେବସ୍ଥା କରାଯାଇଛି |2
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Dhenkanal News1
- ଢେଙ୍କାନାଳ ସହରର ସୂର୍ଯ୍ୟମଣ୍ଡପ ଅଞ୍ଚଳରେ ନୂତନ ଭାବେ “Indulge Salon” ର ଭବ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ସାଲୁନ ଉଦ୍ଘାଟନ ଅବସରରେ ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ଵିପ ଜାଳି କେକ କାଟି ସାଲୁନଟିର ଶୁଭାରମ୍ଭ କରିଥିଲେ।ଏହି ଅବସରରେ Indulge Salon ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ ଓ ଢେଙ୍କାନାଳର ଫ୍ରାଞ୍ଚାଇଜ ଓନର ମିନର୍ଭା ମଲ୍ଲିକା ମଧ୍ୟ ଉପସ୍ଥିତ ଥିଲେ। ସାଲୁନଟି ଆଧୁନିକ ସୁବିଧା ସହ ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବା ପାଇଁ ପ୍ରସ୍ତୁତ ବୋଲି ଅତିଥିମାନେ କହିଛନ୍ତି।ମୁଖ୍ୟ ଅତିଥି ସୂର୍ଯ୍ୟମୟୀ ମହାପାତ୍ର କହିଥିଲେ ଯେ, ଢେଙ୍କାନାଳ ଭଳି ସହରରେ ଏପରି ଆଧୁନିକ ସାଲୁନ ଖୋଲିବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ସୁଯୋଗ ଓ ସହରର ଉନ୍ନତିର ଚିହ୍ନ। ସେ ସାଲୁନର ସଫଳତା କାମନା କରିଥିଲେ।ପ୍ରତିଷ୍ଠାତା ସୁକୃତି ପଟ୍ଟନାୟକ କହିଥିଲେ ଯେ, ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ଦେବା ସହିତ ସେମାନଙ୍କୁ ସୁବିଧାଜନକ ଓ ଆରାମଦାୟକ ଅନୁଭବ ଦେବା ହେଉଛି Indulge Salon ର ପ୍ରଧାନ ଲକ୍ଷ୍ୟ।1
- Post by NEWS MANORANJAN1
- Post by Utkal sib1