Shuru
Apke Nagar Ki App…
ଠାକୁର ପାଲି ଗ୍ରାମ ରେ ଗୋଟିଏ ପୋଖରୀ ଅଛି କିନ୍ତୁ ତା ଚାରୀ ପାଖରେ ସିଡ଼ିପାହୁଚ ଗୋଟିଏ ଅଛି ପୁଣି ଡ୍ରେସ ବଦଳିବା ପାଇଁ ଘର ନାହିଁ ମହିଳା ଏବଂ ପୁରୁଷ ଗାଧେଇ ବାରେ ଅସୁବିଧା ସରକାର ଙ୍କୁ ଅନୁରୋଧ ଆଉ ଗୋଟେ ସିଡିପାହୁଚ ଏବଂ ତା ସହିତ ଡ୍ରେସ ବଦଳୀ ଘର ହେଉ /
Bairagi Kisan
ଠାକୁର ପାଲି ଗ୍ରାମ ରେ ଗୋଟିଏ ପୋଖରୀ ଅଛି କିନ୍ତୁ ତା ଚାରୀ ପାଖରେ ସିଡ଼ିପାହୁଚ ଗୋଟିଏ ଅଛି ପୁଣି ଡ୍ରେସ ବଦଳିବା ପାଇଁ ଘର ନାହିଁ ମହିଳା ଏବଂ ପୁରୁଷ ଗାଧେଇ ବାରେ ଅସୁବିଧା ସରକାର ଙ୍କୁ ଅନୁରୋଧ ଆଉ ଗୋଟେ ସିଡିପାହୁଚ ଏବଂ ତା ସହିତ ଡ୍ରେସ ବଦଳୀ ଘର ହେଉ /
More news from Sambalpur and nearby areas
- ये सच है कि मैं अति पिछड़े समाज से आता हूँ, लेकिन मेरा दायित्व समाज के सभी लोगों को साथ लेकर चलने का है। संविधान ने मुझे यही रास्ता दिखाया है। संविधान मेरे लिए सर्वोपरि है। - मा० प्रधानमंत्री श्री @narendramodi जी #NariShaktiVandan #NarendraModi #PMModi #Parliament #BJP1
- ବୌଦ୍ଧ, ତା. ୧୭/୦୪ ଜନସାଧାରଣଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କିପରି ଉପଲବ୍ଧ ହେଉଛି, ତାହାର କ୍ଷେତ୍ରୀୟ ଅନୁସନ୍ଧାନ ପାଇଁ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କ୍ରମରେ ସେ ପନଖିମାଲ ଓ କନକପୁର ପ୍ରାଥମିକ ବିଦ୍ୟାଳୟ ସହିତ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯାଇଥିଲେ। ସେହିପରି ଦେଓବନ୍ଧ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇ ତାଙ୍କୁ ପାଠ୍ୟପୁସ୍ତକ ପଢ଼ିବାକୁ କହି ସେମାନଙ୍କ ପଠନ କୌଶଳ ପରୀକ୍ଷା କରିଥିଲେ।ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ l ପରବର୍ତ୍ତୀକ୍ରମେ ସେ ବଘିଆପଡ଼ା ଓ ଆମ୍ବଝରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଡାକ୍ତର ଓ ରୋଗୀମାନଙ୍କ ସହ ମତବିନିମୟ କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବାର ମାନ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ସମସ୍ତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସରକାରୀ ସେବା ସହଜ ଓ ଅବାଧ ଭାବେ ପ୍ରାପ୍ତ ହେବା ନିମିତ୍ତ ସମସ୍ତେ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।1
- ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ1
- ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l1
- Post by Purandar sahu1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #1
- जयनगर थाना क्षेत्र अंतर्गत में एक बड़ा हादसा एक तेज़ रफ़्तार बस की चपेट में आने से एक बाइक सवार की मौत । आक्रोशित ग्रामीणों ने कोडरमा-कोवार मुख्य मार्ग को गरचांच के समीप किया जाम।1
- Post by Ranjan hota1
- Post by BAHUJAN ADHIKAR1