Shuru
Apke Nagar Ki App…
ଅଶୋକ ନଗରରେ ଏ ବର୍ଷ 32ଫୁଟର ଗଣେଶ ମୂର୍ତ୍ତି ବ୍ରହ୍ମପୁର :ଆସୁଛି ଗଣେଶ ପୂଜା । ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆୟୋଜକମାନେ ନୂଆ ଢ଼ଙ୍ଗରେ ପୂଜା କରିବାକୁ ତତ୍ପର ହୋଇଛନ୍ତି। ଆଡ଼ମ୍ବର ଓ ଚାକଚକ୍ୟ ସହ ପୂଜାବିଧ, ସଂସ୍କୃତି ଓ ପରମ୍ପରାକୁ ଅଧୂକ ଗୁରୁତ୍ବ ଦେଇ ଚଳିତବର୍ଷ ଅଶୋକନଗର ଷଷ୍ଠ ଲାଇନ୍ରେ ଆୟୋଜନ ହୋଇଛି ଗଣେଶ ପୂଜା। ୩୨ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ହୋଇଥିବାବେଳେ କଳା, ସଂସ୍କୃତି ଓ ପରମ୍ପରାକୁ ଅଧୂକ ପ୍ରାଧାନ୍ୟ ଦିଆଯାଇଛି ବୋଲି ଆଜି ପୂଜା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l
ଅଖିଳ କୁମାର ପଟ୍ଟନାୟକ
ଅଶୋକ ନଗରରେ ଏ ବର୍ଷ 32ଫୁଟର ଗଣେଶ ମୂର୍ତ୍ତି ବ୍ରହ୍ମପୁର :ଆସୁଛି ଗଣେଶ ପୂଜା । ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆୟୋଜକମାନେ ନୂଆ ଢ଼ଙ୍ଗରେ ପୂଜା କରିବାକୁ ତତ୍ପର ହୋଇଛନ୍ତି। ଆଡ଼ମ୍ବର ଓ ଚାକଚକ୍ୟ ସହ ପୂଜାବିଧ, ସଂସ୍କୃତି ଓ ପରମ୍ପରାକୁ ଅଧୂକ ଗୁରୁତ୍ବ ଦେଇ ଚଳିତବର୍ଷ ଅଶୋକନଗର ଷଷ୍ଠ ଲାଇନ୍ରେ ଆୟୋଜନ ହୋଇଛି ଗଣେଶ ପୂଜା। ୩୨ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ହୋଇଥିବାବେଳେ କଳା, ସଂସ୍କୃତି ଓ ପରମ୍ପରାକୁ ଅଧୂକ ପ୍ରାଧାନ୍ୟ ଦିଆଯାଇଛି ବୋଲି ଆଜି ପୂଜା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l
More news from ଓଡ଼ିଶା and nearby areas
- ଗଞ୍ଜାମ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଗୋଳାବନ୍ଧର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ଭାବବିହ୍ୱଳ ପରିବେଶ ମଧ୍ୟରେ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ନିଜ ହାତରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। #Live_odisha_News_update #FacebookPage1
- ତ୍ରିରଙ୍ଗା ରେ ତ୍ରିରଙ୍ଗା ଛଳନା ରଙ୍ଗରେ ସାରା ଦୁନିଆ ରଙ୍ଗା1
- ବୁଗୁଡ଼ା ୱାର୍ଡ଼ ନଂ 12 ରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିର ମାଆ ଙ୍କ ମନ୍ଦିର ର କିଛି ଦୃଶ୍ୟ1
- ଭଞ୍ଜନଗରରେ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା... #ଭଞ୍ଜନଗର #ତିରଙ୍ଗାଯାତ୍ରା #ତିରଙ୍ଗାଶୋଭାଯାତ୍ରା #ସ୍ୱାଧୀନତାଦିବସ #ଦେଶପ୍ରେମ #ଜାତୀୟଏକତା #ହରଘରତିରଙ୍ଗା #ଆମତିରଙ୍ଗା #ଘୁମୁସର #ଭଞ୍ଜନଗରଖବର #ଗଞ୍ଜାମଖବର #OdishaNews #Bhanjanagar #GanjamNews #TirangaYatra #IndependenceDay #HarGharTiranga #ProudIndian 🇮🇳1
- ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁଦେବ ପ୍ରଫେସର ଦିବାକର ମହାପାତ୍ରଙ୍କ ଉପଦେଶ ଅନୁଯାୟୀ ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମା ବନଦୁର୍ଗା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ଅଭିଭାବକ ଓ ନିକଟବର୍ତ୍ତୀ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।4
- ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଏକ ପଂଚାୟତ ର ବିଦ୍ୟାଳୟ ରେ ତେଲୁଗୁ ସିନିମା ସୁଟିଙ୍ଗି ହେଇଥିବା ବେଳେ ପ୍ରଶାସନ ର ବିନା ଅନୁମତି ରେ କିପରି ହେଲା ଫୁଣି ସରପଞ୍ଚ ନିଜେ ଭାଇରଲ କଲେ1
- ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews1
- ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ! ଜୟ ଜଗନ୍ନାଥ1