logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ପରିବାର_ଲୋକେ_କହିଲେ_ଝୁଲି_ପଡ଼ିଛନ୍ତି ଆଜି ସକାଳୁ ବରଗଡ଼ ଗୋବିନ୍ଦପାଳି ଛକ ନିକଟସ୍ଥ ଏକ ଗଛରେ ଜଣେ ବ୍ୟକ୍ତି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ଗୋବିନ୍ଦପାଳିର ସୁଶାନ୍ତ ବେହେରା (୪୫) ବୋଲି ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ବ୍ୟକ୍ତି ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଯଦି ଏହା ଆତ୍ମହତ୍ୟା ତେବେ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଏଭଳି ନିଷ୍ପତି ନେଲେ ତାହା ସନ୍ଦେହ ଘେରରେ । ତେବେ ଟାଉନ୍ ଥାନା ପୋଲିସ ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ହସ୍ପିଟାଲ୍ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି । ତଦନ୍ତ ଶେଷ ହେଲାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ।

2 hrs ago
user_Bargarh TV
Bargarh TV
Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
2 hrs ago

#ପରିବାର_ଲୋକେ_କହିଲେ_ଝୁଲି_ପଡ଼ିଛନ୍ତି ଆଜି ସକାଳୁ ବରଗଡ଼ ଗୋବିନ୍ଦପାଳି ଛକ ନିକଟସ୍ଥ ଏକ ଗଛରେ ଜଣେ ବ୍ୟକ୍ତି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ଗୋବିନ୍ଦପାଳିର ସୁଶାନ୍ତ ବେହେରା (୪୫) ବୋଲି ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡିନାହିଁ । କିନ୍ତୁ ବ୍ୟକ୍ତି ଜଣକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଯଦି ଏହା ଆତ୍ମହତ୍ୟା ତେବେ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଏଭଳି ନିଷ୍ପତି ନେଲେ ତାହା ସନ୍ଦେହ ଘେରରେ । ତେବେ ଟାଉନ୍ ଥାନା ପୋଲିସ ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ହସ୍ପିଟାଲ୍ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି । ତଦନ୍ତ ଶେଷ ହେଲାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ।

More news from ଓଡ଼ିଶା and nearby areas
  • ଦେଖ ହୋ ବରଗଡର ଅବସ୍ଥା .... #Railwayunderpass #Bargarhbhedenroad #Waterissue #Faildrainsystem #Bargarh ଦେଖ ହୋ ବରଗଡର ଅବସ୍ଥା .... #Railwayunderpass #Bargarhbhedenroad #Waterissue #Faildrainsystem #Bargarh
    1
    ଦେଖ ହୋ ବରଗଡର ଅବସ୍ଥା ....
#Railwayunderpass #Bargarhbhedenroad #Waterissue #Faildrainsystem #Bargarh
ଦେଖ ହୋ ବରଗଡର ଅବସ୍ଥା ....
#Railwayunderpass #Bargarhbhedenroad #Waterissue #Faildrainsystem #Bargarh
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • राजधानी में छात्रों का बड़ा आंदोलन राजधानी में छात्रों का जोरदार प्रदर्शन देखने को मिला। छात्र अपनी मांगों को लेकर मुख्यमंत्री आवास के घेराव के लिए जुटे। प्रदर्शन के दौरान मौके पर बड़ी संख्या में छात्र और पुलिस बल मौजूद रहा। आंदोलन को लेकर राजधानी में माहौल गरमाया हुआ है। #मुख्यमंत्रीआवासघेराव #छात्रआंदोलन #छात्रप्रदर्शन #StudentProtest #CMHouseGherao #BreakingNews #P24NEWSExpress राजधानी में छात्रों का बड़ा आंदोलन राजधानी में छात्रों का जोरदार प्रदर्शन देखने को मिला। छात्र अपनी मांगों को लेकर मुख्यमंत्री आवास के घेराव के लिए जुटे। प्रदर्शन के दौरान मौके पर बड़ी संख्या में छात्र और पुलिस बल मौजूद रहा। आंदोलन को लेकर राजधानी में माहौल गरमाया हुआ है। #मुख्यमंत्रीआवासघेराव #छात्रआंदोलन #छात्रप्रदर्शन #StudentProtest #CMHouseGherao #BreakingNews #P24NEWSExpress
    1
    राजधानी में छात्रों का बड़ा आंदोलन

राजधानी में छात्रों का जोरदार प्रदर्शन देखने को मिला। छात्र अपनी मांगों को लेकर मुख्यमंत्री आवास के घेराव के लिए जुटे। प्रदर्शन के दौरान मौके पर बड़ी संख्या में छात्र और पुलिस बल मौजूद रहा। आंदोलन को लेकर राजधानी में माहौल गरमाया हुआ है।

#मुख्यमंत्रीआवासघेराव #छात्रआंदोलन #छात्रप्रदर्शन #StudentProtest #CMHouseGherao #BreakingNews #P24NEWSExpress


राजधानी में छात्रों का बड़ा आंदोलन
राजधानी में छात्रों का जोरदार प्रदर्शन देखने को मिला। छात्र अपनी मांगों को लेकर मुख्यमंत्री आवास के घेराव के लिए जुटे। प्रदर्शन के दौरान मौके पर बड़ी संख्या में छात्र और पुलिस बल मौजूद रहा। आंदोलन को लेकर राजधानी में माहौल गरमाया हुआ है।
#मुख्यमंत्रीआवासघेराव #छात्रआंदोलन #छात्रप्रदर्शन #StudentProtest #CMHouseGherao #BreakingNews #P24NEWSExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 min ago
  • -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି।  ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।
    3
    -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:-

-: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:-
ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି। 
ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    19 hrs ago
  • ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    1
    ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l
ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।
    1
    ରେଳ ଧାରଣାରୁ ଶବ ଉଦ୍ଧାର 
ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର  
ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।
    1
    ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ।
ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ।
ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ 
ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା।
ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ  ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    39 min ago
  • #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । #vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration
    1
    #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା
୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା  ସ୍କୁଲ୍
#ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା
୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା  ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । 
#vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।। ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
    1
    ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।।
ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.