Shuru
Apke Nagar Ki App…
ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି। ଏହାର ପ୍ରଭାବ କୋରାପୁଟ ରେ ଦେଖିବା ପାଇଁ ମିଳିଛି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି। ଏହାର ପ୍ରଭାବ କୋରାପୁଟ ରେ ଦେଖିବା ପାଇଁ ମିଳିଛି
UD MEDIA NEWS
ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି। ଏହାର ପ୍ରଭାବ କୋରାପୁଟ ରେ ଦେଖିବା ପାଇଁ ମିଳିଛି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି। ଏହାର ପ୍ରଭାବ କୋରାପୁଟ ରେ ଦେଖିବା ପାଇଁ ମିଳିଛି
More news from ଓଡ଼ିଶା and nearby areas
- ଗୋ ସୁରକ୍ଷା ଆମର ଅଭିଯାନ ବିରାଟ ସାଇକେଲ ଓ ବାଇକ ଶୋଭାଯାତ୍ରା ରାଜ ନଗର, ରଥ ପଡିଆ ଠାରେ ତାରିଖ 27-04-2026 ସକାଳୁ 8.30ରୁ ନୂଆ ତହସିଲ କାର୍ଯ୍ୟଳୟ ପର୍ଯ୍ୟନ୍ତ ବାହାରିବା କାର୍ଯ୍ୟକ୍ରମ ରହିଛି!1
- କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed1
- ଜିଲ୍ଲା କଳାହାଣ୍ଡି ବ୍ଳକ ଥୁଆମୂଳ ରାମପୁର ପଞ୍ଚାୟତ କେରପାଇ ଗ୍ରାମ ସେର୍କପାଇ1
- Post by Sonu Bagh CREATION1
- like share comment follow kar please soft2
- ପାନୀୟ ଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ। ପାଣି ସମସ୍ୟାର ଦୂର ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓ ଓ #RWSS ଯନ୍ତ୍ରୀ ଙ୍କ ପ୍ରତିଶୃତି. #ଲାଞ୍ଜିଗଡ଼ରୁ ମଳୟ ବେନୁଆଁଙ୍କ ରିପୋର୍ଟ A1TV.1
- ଗୁଣପୁର /ରାୟଗଡା : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ "ନାରୀ ଶକ୍ତି ବନ୍ଧନ ଅଧିନିୟମ" ବିଲ୍କୁ ବିରୋଧ କରୁଥିବା କଂଗ୍ରେସ ଓ ବିଜେଡି ବିରୋଧରେ ଆଜି କପିଳାସ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅଣାଯାଇଥିବା ଏହି ଐତିହାସିକ ବିଲ୍କୁ କଂଗ୍ରେସ ଓ ବିଜେଡି ବିରୋଧ କରୁଥିବା ଅଭିଯୋଗ କରି ଯୁବ ମୋର୍ଚ୍ଚା କର୍ମକର୍ତ୍ତାମାନେ ରାଜପଥକୁ ଓହ୍ଲାଇଥିଲେ। ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଶତାବ୍ଦୀ ପାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିରୋଧୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ନାରୀଙ୍କ ସମ୍ମାନ ଓ ଅଧିକାର ପାଇଁ ଏହି ବିଲ୍ ଅତ୍ୟନ୍ତ ଜରୁରୀ, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଉତ୍ତ୍ୟକ୍ତ କର୍ମକର୍ତ୍ତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଉଲ୍ଲାକା, ବିଧାୟକ ଶ୍ରୀ ଆପାଲ ସ୍ୱାମୀ କାଡ୍ରାକା, ଶ୍ରୀ ସତ୍ୟଜିତ୍ ଗୋମାଙ୍ଗ ଓ ଶ୍ରୀ ନୀଳ ମାଧବ ହିକକାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମହିଳା ବିରୋଧୀ ମାନସିକତା ରଖୁଥିବା ନେତାମାନଙ୍କୁ ଓଡ଼ିଶାର ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ଦଳୀୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାରୀ ଓ ନାରୀ ନେତ୍ରୀମାନେ ଉପସ୍ଥିତ ରହି ନାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ବିଜେପି ଯୁବ ମୋର୍ଚ୍ଚା ସଦାବେଳେ ସଂଘର୍ଷ ଜାରି ରଖିବ ବୋଲି ସଂକଳ୍ପ ନେଇଥିଲେ।1
- କୋରାପୁଟ ଟ୍ରାଫିକ ଛକ ରେ ଗାଡି ଗୁଡିକ ଅଟକି ରହିଛି। ଉଭୟ ପାର୍ଶ୍ୱ ରେ ଗାଡି ଗୁଡିକ ଅଟକି ରହିବା ଯୋଗୁଁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ଶମ୍ବୁଖିନ ହେଉଛନ୍ତି। 2 ଚକିଆ ଗାଡି ଓ ଆମ୍ବୁଲାନ୍ସ କୁ ଛାଡି ଦେଲେ ଆଉ ସବୁ ଗାଡି ଅଟକି ରହିଛି।1