logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ପାଳିତ

5 hrs ago
user_Sonu Bagh CREATION
Sonu Bagh CREATION
ରାୟଗଡା, ରାୟଗଡା, ଓଡ଼ିଶା•
5 hrs ago

ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ପାଳିତ

More news from ଓଡ଼ିଶା and nearby areas
  • ଗୁଣପୁର / ରାୟଗଡା - ମହିଳାଙ୍କ ଅଧିକାରକୁ ନେଇ ରାଜନୀତି ନୁହେଁ ବରଂ ସ୍ପଷ୍ଟତା ଆବଶ୍ୟକ। ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରି ଆଜି ରାୟଗଡା ଠାରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରର ମହିଳା ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଛି। ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରୁ ସର୍ବଦଳୀୟ ସହମତିରେ ପାସ ହୋଇସାରିଛି ଏବଂ ଗତ ୧୬ ଏପ୍ରିଲ ୨୦୨୬ରୁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଆଗାମୀ ନିର୍ବାଚନକୁ ଆଖିରେ ରଖି ୨୦୧୧ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ବିଲ୍ ପାସ କରାଇବାକୁ ଯୋଜନା କରୁଛନ୍ତି, ଯାହାକୁ ବିରୋଧୀ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବର୍ତ୍ତମାନ ଦେଶରେ ଜନଗଣନା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ପରେ ହିଁ ନୂତନ ଜନସଂଖ୍ୟା ଭିତ୍ତିରେ ସୀମା ନିର୍ଦ୍ଧାରଣ ନେଇ ଆଲୋଚନା ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ଶାସନ ସମୟରେ ହିଁ ୧୯୯୨ ମସିହାରେ ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ପ୍ରକୃତ ସଂରକ୍ଷଣ ଓ ଅଧିକାର ପ୍ରଦାନ କରାଯାଇଥିଲା ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କେନ୍ଦ୍ରର ବର୍ତ୍ତମାନର ଯୋଜନା କେବଳ ଭୋଟ୍ ହାତେଇବା ପାଇଁ ଏକ ଚାଲ୍ ବୋଲି କୁହାଯାଇଛି। ​ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନେତ୍ରୀ ରତ୍ନମଣୀ ଉଲ୍ଲାକା, ପର୍ଯ୍ୟବେକ୍ଷକ ବଖାଳୀ ସେଠୀ, ମୁରଲୀଧର ନାୟକଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସତ୍ୟକୁ ଜାଣି ସଚେତନ ହେବାକୁ ଅଞ୍ଚଳବାସୀଙ୍କୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି।
    1
    ଗୁଣପୁର / ରାୟଗଡା -  ମହିଳାଙ୍କ ଅଧିକାରକୁ ନେଇ ରାଜନୀତି ନୁହେଁ ବରଂ ସ୍ପଷ୍ଟତା ଆବଶ୍ୟକ। ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରି ଆଜି ରାୟଗଡା ଠାରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରର ମହିଳା ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଛି। ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରୁ ସର୍ବଦଳୀୟ ସହମତିରେ ପାସ ହୋଇସାରିଛି ଏବଂ ଗତ ୧୬ ଏପ୍ରିଲ ୨୦୨୬ରୁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଆଗାମୀ ନିର୍ବାଚନକୁ ଆଖିରେ ରଖି ୨୦୧୧ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ  ବିଲ୍ ପାସ କରାଇବାକୁ ଯୋଜନା କରୁଛନ୍ତି, ଯାହାକୁ ବିରୋଧୀ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବର୍ତ୍ତମାନ ଦେଶରେ ଜନଗଣନା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ପରେ ହିଁ ନୂତନ ଜନସଂଖ୍ୟା ଭିତ୍ତିରେ ସୀମା ନିର୍ଦ୍ଧାରଣ ନେଇ ଆଲୋଚନା ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ଶାସନ ସମୟରେ ହିଁ ୧୯୯୨ ମସିହାରେ ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ ପ୍ରକୃତ ସଂରକ୍ଷଣ ଓ ଅଧିକାର ପ୍ରଦାନ କରାଯାଇଥିଲା ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କେନ୍ଦ୍ରର ବର୍ତ୍ତମାନର ଯୋଜନା କେବଳ ଭୋଟ୍ ହାତେଇବା ପାଇଁ ଏକ ଚାଲ୍ ବୋଲି କୁହାଯାଇଛି।
​ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନେତ୍ରୀ ରତ୍ନମଣୀ ଉଲ୍ଲାକା, ପର୍ଯ୍ୟବେକ୍ଷକ ବଖାଳୀ ସେଠୀ, ମୁରଲୀଧର ନାୟକଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସତ୍ୟକୁ ଜାଣି ସଚେତନ ହେବାକୁ ଅଞ୍ଚଳବାସୀଙ୍କୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    4 hrs ago
  • ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    1
    ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ଶୁଣନ୍ତି ଦେଖନ୍ତୁ 🙏🙏🙏
    1
    ଶୁଣନ୍ତି ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    7 hrs ago
  • ବିଶ୍ୱ ଧରିତ୍ରୀ ଦିବସରେ ସାଇକେଲ ରାଲିରେ ବାହାରି ଜୟପୁର ଜନ ସାଧାରଣଙ୍କୁ କଲେ ସଚେତନା
    1
    ବିଶ୍ୱ ଧରିତ୍ରୀ ଦିବସରେ ସାଇକେଲ ରାଲିରେ ବାହାରି ଜୟପୁର ଜନ ସାଧାରଣଙ୍କୁ କଲେ ସଚେତନା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ ଅଦ୍ୟ ତା. 22/04/2026 ରିଖ ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    1
    ବେସରକାରୀ ଜାଗାରେ RD ରାସ୍ତା ନିର୍ମାଣ କୁ ବିରୋଧ, ସରକାରୀ ଜାଗାରେ ରାସ୍ତା ନିର୍ମାଣ ପାଇଁ ଦାବୀ 
ଅଦ୍ୟ ତା. 22/04/2026 ରିଖ 
ଅରିଷଣ୍ଢ ଗ୍ରାମ ରେ RD ରାସ୍ତା କାମ କରୁଥିବା ଠିକାଦାର ସରକାରି ଜାଗାରେ ରାସ୍ତା କାମ ନ କରି ମନୋରମା ବେହେରା ଙ୍କ ବେସରକାରୀ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବାରୁ ମନୋରମା ବେହେରା ଓ ତାଙ୍କ ପରିବାର ପ୍ରତିବାଦ କରିବା ରୁ ଅରିଷଣ୍ଢ ସରପଞ୍ଚ ଙ୍କ ସ୍ବାମୀ ଓ ତାଙ୍କର କିଛି ଲୋକ ଓ ଅସାମାଜିକ କର୍ମୀ ଙ୍କୁ ଆଣି ମହିଳା ମନୋରମା ବେହେରା ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଟେକି କି ଫୋପାଡ଼ି ଦେବାକୁ ଧମକ  ଦେଇଥିଲେ।ଠିକାଦାର ଜୋର ଜବରଦସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏବଂ ନିମାପଡ଼ା ଥାନାରେ ମଧ୍ୟ ଓଲଟା ମନୋରମା ବେହେରା ଓ ତାଙ୍କ ପରିବାରଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକାଉଛନ୍ତି ବୋଲି ମନୋରମା ବେହେରା ଅଭିଯୋଗ କରିଛନ୍ତି। ଏଣୁ ପୋଲିସ ପ୍ରଶାସନ ଏହାକୁ ନିରପେକ୍ଷ ତଦନ୍ତ କରି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। 
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    11 hrs ago
  • 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️
    1
    🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
    1
    ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    18 hrs ago
  • କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed
    1
    କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    19 hrs ago
  • କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    1
    କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.