logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନାଲକୋ ମ୍ୟାନେଜମେଣ୍ଟର ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ଏବଂ ନିୟମିତ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପୂରଣରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ନାଲକୋ INTUC ୟୁନିୟନ ଫେଡେରେସନ। ଫେଡେରେସନ ଅଭିଯୋଗ କରିଛି ଯେ ମ୍ୟାନେଜମେଣ୍ଟ କେବଳ ନିଜ ସ୍ୱାର୍ଥ ଚିନ୍ତା କରୁଛି ଏବଂ ସରକାରଙ୍କ ନିକଟରେ କେବଳ ନିଜର ପ୍ରଚାର ପ୍ରସାର କରୁଛି। ଶ୍ରମିକ ଓ କର୍ମଚାରୀଙ୍କ ନ୍ୟାୟପୂର୍ଣ୍ଣ ଦାବି ଉପରେ ଏହା ଏକ 'କୁଠାରଘାତ' ସଦୃଶ ବୋଲି ଫେଡେରେସନ କହିଛି। INTUC ଫେଡେରେସନ ଅଭିଯୋଗ କରିଛି ଯେ 'ଲେବର କୋଡ଼' ନାମରେ 'ଡବଲ ଇଞ୍ଜିନ ସରକାରଙ୍କ ଚକମା ଦେଖା ନୀତି' ପ୍ରଦର୍ଶିତ ହେଉଛି। ସେମାନେ ବିସ୍ଥାପିତ ପରିବାରଙ୍କ ପାଇଁ ଥିବା ଆରଓଆର ପଲିସିକୁ ଅଣଦେଖା, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପ୍ରତି ବୈମାତୃକ ମନୋଭାବ, ଶ୍ରମିକମାନଙ୍କୁ ସାବତ ପୁଅ ଭଳି ଦେଖିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀମାନଙ୍କ ପ୍ରତି ଅବହେଳା ନୀତି ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ଧରି ଦାମନଯୋଡି ଠାରେ ଅନୁଷ୍ଠିତ ଏକ କର୍ମଶାଳାରେ INTUC ଫେଡେରେସନର ମୁଖ୍ୟ ଉପଦେଷ୍ଟା ମଦନ ମୋହନ ଧଳ ଯୋଗଦେଇ ଏହି ସମସ୍ତ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ INTUC ଫେଡେରେସନର ସଭାପତି ନିର୍ମଳ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ବିଭବ କୁମାର ଜେନା, ଉପସଭାପତି ମୃତ୍ୟୁଞ୍ଜୟ ଦାଶ ଓ ସଂଗ୍ରାମ ଭୁୟାଁ, ଏଜ୍ୟୁକୁଟିଭ ମେମ୍ବର ପ୍ରକାଶ ବେହେରା ଓ ସୁନୀଲ ପାତ୍ର, ନାଲକୋ ମାଇନ୍ସ ଏମ୍ପ୍ଲୋଇଜ ୟୁନିଅନ ଦାମନଯୋଡିର ସଭାପତି ସନ୍ତୋଷ କୁମାର ଜେନା, ପୂର୍ଣ୍ଣ ବଡନାୟକ, ବୁଲୁ ଭତ୍ରା, ଶ୍ୟାମସୁନ୍ଦର ଖୋରା, ସଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ INTUC ଅନୁବନ୍ଧିତ ନାଲକୋ ଅନୁଗୁଳ, ଭୁବନେଶ୍ୱର, ବିଶାଖାପାଟଣମ ଏବଂ ଦାମନଯୋଡି ଆଦି ୟୁନିଟରୁ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ନାଲକୋର ଏହି ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ଆଗାମୀ ଦିନରେ ମିଳିତ ଭାବେ ସଂଗ୍ରାମ କରିବାକୁ INTUC ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି।

11 hrs ago
user_Manas Ranjan Kar
Manas Ranjan Kar
Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
11 hrs ago

ନାଲକୋ ମ୍ୟାନେଜମେଣ୍ଟର ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ଏବଂ ନିୟମିତ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପୂରଣରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ନାଲକୋ INTUC ୟୁନିୟନ ଫେଡେରେସନ। ଫେଡେରେସନ ଅଭିଯୋଗ କରିଛି ଯେ ମ୍ୟାନେଜମେଣ୍ଟ କେବଳ ନିଜ ସ୍ୱାର୍ଥ ଚିନ୍ତା କରୁଛି ଏବଂ ସରକାରଙ୍କ ନିକଟରେ କେବଳ ନିଜର ପ୍ରଚାର ପ୍ରସାର କରୁଛି। ଶ୍ରମିକ ଓ କର୍ମଚାରୀଙ୍କ ନ୍ୟାୟପୂର୍ଣ୍ଣ ଦାବି ଉପରେ ଏହା ଏକ 'କୁଠାରଘାତ' ସଦୃଶ ବୋଲି ଫେଡେରେସନ କହିଛି। INTUC ଫେଡେରେସନ ଅଭିଯୋଗ କରିଛି ଯେ 'ଲେବର କୋଡ଼' ନାମରେ 'ଡବଲ ଇଞ୍ଜିନ ସରକାରଙ୍କ ଚକମା ଦେଖା ନୀତି' ପ୍ରଦର୍ଶିତ ହେଉଛି। ସେମାନେ ବିସ୍ଥାପିତ ପରିବାରଙ୍କ ପାଇଁ ଥିବା ଆରଓଆର ପଲିସିକୁ ଅଣଦେଖା, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପ୍ରତି ବୈମାତୃକ ମନୋଭାବ, ଶ୍ରମିକମାନଙ୍କୁ ସାବତ ପୁଅ ଭଳି ଦେଖିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀମାନଙ୍କ ପ୍ରତି ଅବହେଳା ନୀତି ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ଧରି ଦାମନଯୋଡି ଠାରେ ଅନୁଷ୍ଠିତ ଏକ କର୍ମଶାଳାରେ INTUC ଫେଡେରେସନର ମୁଖ୍ୟ ଉପଦେଷ୍ଟା ମଦନ ମୋହନ ଧଳ ଯୋଗଦେଇ ଏହି ସମସ୍ତ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ INTUC ଫେଡେରେସନର ସଭାପତି ନିର୍ମଳ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ବିଭବ କୁମାର ଜେନା, ଉପସଭାପତି ମୃତ୍ୟୁଞ୍ଜୟ ଦାଶ ଓ ସଂଗ୍ରାମ ଭୁୟାଁ, ଏଜ୍ୟୁକୁଟିଭ ମେମ୍ବର ପ୍ରକାଶ ବେହେରା ଓ ସୁନୀଲ ପାତ୍ର, ନାଲକୋ ମାଇନ୍ସ ଏମ୍ପ୍ଲୋଇଜ ୟୁନିଅନ ଦାମନଯୋଡିର ସଭାପତି ସନ୍ତୋଷ କୁମାର ଜେନା, ପୂର୍ଣ୍ଣ ବଡନାୟକ, ବୁଲୁ ଭତ୍ରା, ଶ୍ୟାମସୁନ୍ଦର ଖୋରା, ସଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ INTUC ଅନୁବନ୍ଧିତ ନାଲକୋ ଅନୁଗୁଳ, ଭୁବନେଶ୍ୱର, ବିଶାଖାପାଟଣମ ଏବଂ ଦାମନଯୋଡି ଆଦି ୟୁନିଟରୁ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ନାଲକୋର ଏହି ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ଆଗାମୀ ଦିନରେ ମିଳିତ ଭାବେ ସଂଗ୍ରାମ କରିବାକୁ INTUC ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି।

More news from ଓଡ଼ିଶା and nearby areas
  • କୋରାପୁଟ ଜିଲ୍ଲାର ସେମିଳିଗୁଡା ସହରରେ ଏକ ଇଲେକ୍ଟ୍ରିକ୍ ଭେଇକିଲ୍ (EV) ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି। ଏହି ଘଟଣା ଏଭଳି ଏକ ସମୟରେ ଘଟିଛି ଯେତେବେଳେ ସରକାର ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭର ନକରି EV ଗାଡ଼ି କିଣିବାକୁ ପରାମର୍ଶ ଦେଉଛନ୍ତି, ଏହାର କାରଣ ଭାବେ 'ଯୁଦ୍ଧ ଚାଲିଛି' ବୋଲି ଦର୍ଶାଉଛନ୍ତି। ସରକାରଙ୍କ ଏଭଳି ନିର୍ଦ୍ଦେଶନାମା ଏବଂ ପେଟ୍ରୋଲ-ଡିଜେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ EV ଗାଡ଼ିକୁ ପ୍ରୋତ୍ସାହିତ କରୁଥିବାବେଳେ କୋରାପୁଟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକର ବାସ୍ତବ ସ୍ଥିତି ଏବଂ ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।
    1
    କୋରାପୁଟ ଜିଲ୍ଲାର ସେମିଳିଗୁଡା ସହରରେ ଏକ ଇଲେକ୍ଟ୍ରିକ୍ ଭେଇକିଲ୍ (EV) ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି। ଏହି ଘଟଣା ଏଭଳି ଏକ ସମୟରେ ଘଟିଛି ଯେତେବେଳେ ସରକାର ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭର ନକରି EV ଗାଡ଼ି କିଣିବାକୁ ପରାମର୍ଶ ଦେଉଛନ୍ତି, ଏହାର କାରଣ ଭାବେ 'ଯୁଦ୍ଧ ଚାଲିଛି' ବୋଲି ଦର୍ଶାଉଛନ୍ତି।

ସରକାରଙ୍କ ଏଭଳି ନିର୍ଦ୍ଦେଶନାମା ଏବଂ ପେଟ୍ରୋଲ-ଡିଜେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ EV ଗାଡ଼ିକୁ ପ୍ରୋତ୍ସାହିତ କରୁଥିବାବେଳେ କୋରାପୁଟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକର ବାସ୍ତବ ସ୍ଥିତି ଏବଂ ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    1 hr ago
  • କୋରାପୁଟରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।
    1
    କୋରାପୁଟରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • ନବରଙ୍ଗପୁର ଜିଲ୍ଲାପାଳ କଡେଙ୍ଗା ତହସିଲ ଅଧୀନରେ ଥିବା ବିଭିନ୍ନ ବାଲି ଘାଟ ଉପରେ ମଧ୍ୟରାତ୍ରିରେ ଚଢ଼ାଉ କରିଛନ୍ତି।
    1
    ନବରଙ୍ଗପୁର ଜିଲ୍ଲାପାଳ କଡେଙ୍ଗା ତହସିଲ ଅଧୀନରେ ଥିବା ବିଭିନ୍ନ ବାଲି ଘାଟ ଉପରେ ମଧ୍ୟରାତ୍ରିରେ ଚଢ଼ାଉ କରିଛନ୍ତି।
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    23 hrs ago
  • କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ରେଞ୍ଜ ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ଅଧୀନରେ ଥିବା କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଦୁଇ ଦିନ ହେଲା ପଡ଼ିରହିଛି। ତେବେ, ଏହି ହାତୀର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
    1
    କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ରେଞ୍ଜ ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ଅଧୀନରେ ଥିବା କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଦୁଇ ଦିନ ହେଲା ପଡ଼ିରହିଛି। ତେବେ, ଏହି ହାତୀର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
    user_Ramesh Chandra Nayak
    Ramesh Chandra Nayak
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    43 min ago
  • ମାଲକାନଗିରିରେ ମାଲ୍ୟବନ୍ତ ଶିଳ୍ପୀ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦେଶବ୍ୟାପୀ ଚାଲିଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ସମର୍ଥନ ଜଣାଇ, ସୋମବାର ଦିନ ପୋଟେରୁ ଠାରେ ଶିଳ୍ପୀ ସଂଘ ପକ୍ଷରୁ ଏହି ବିଶେଷ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳକୁ ସଫାସୁତରା ରଖିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସୋମବାର ସକାଳ ସମୟରେ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପୋଟେରୁ ମୁଖ୍ୟ ବଜାର ପରିସରରୁ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ସଦସ୍ୟମାନେ ନିଜ ହାତରେ ଝାଡୁ ଧରି ରାସ୍ତାଘାଟ, ନାଳି ଏବଂ ସାଧାରଣ ସ୍ଥାନଗୁଡ଼ିକୁ ସଫା କରିଥିଲେ। ଏଥିସହ, ସ୍ଥାନୀୟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ନିତ୍ୟାନନ୍ଦ ରାୟ, ସମ୍ପାଦକ ଜୟଦେବ ତରଫଦାର, ଉପଦେଷ୍ଟା ତପନ ମଣ୍ଡଳ, ପିନକ ସରକାର, ଶଶାଙ୍କ ମଣ୍ଡଳ ଏବଂ ମଧୁସୂଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ସେମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, କେବଳ ସରକାର ନୁହେଁ, ବରଂ ଜଣେ କଳାକାର ଓ ଶିଳ୍ପୀ ଭାବରେ ସମାଜକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ଆମର ମଧ୍ୟ ନୈତିକ ଦାୟିତ୍ୱ। ଶିଳ୍ପୀ ସଂଘର ଏହି ମହତ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
    4
    ମାଲକାନଗିରିରେ ମାଲ୍ୟବନ୍ତ ଶିଳ୍ପୀ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦେଶବ୍ୟାପୀ ଚାଲିଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ସମର୍ଥନ ଜଣାଇ, ସୋମବାର ଦିନ ପୋଟେରୁ ଠାରେ ଶିଳ୍ପୀ ସଂଘ ପକ୍ଷରୁ ଏହି ବିଶେଷ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳକୁ ସଫାସୁତରା ରଖିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସୋମବାର ସକାଳ ସମୟରେ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପୋଟେରୁ ମୁଖ୍ୟ ବଜାର ପରିସରରୁ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ସଦସ୍ୟମାନେ ନିଜ ହାତରେ ଝାଡୁ ଧରି ରାସ୍ତାଘାଟ, ନାଳି ଏବଂ ସାଧାରଣ ସ୍ଥାନଗୁଡ଼ିକୁ ସଫା କରିଥିଲେ। ଏଥିସହ, ସ୍ଥାନୀୟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ନିତ୍ୟାନନ୍ଦ ରାୟ, ସମ୍ପାଦକ ଜୟଦେବ ତରଫଦାର, ଉପଦେଷ୍ଟା ତପନ ମଣ୍ଡଳ, ପିନକ ସରକାର, ଶଶାଙ୍କ ମଣ୍ଡଳ ଏବଂ ମଧୁସୂଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ସେମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, କେବଳ ସରକାର ନୁହେଁ, ବରଂ ଜଣେ କଳାକାର ଓ ଶିଳ୍ପୀ ଭାବରେ ସମାଜକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ଆମର ମଧ୍ୟ ନୈତିକ ଦାୟିତ୍ୱ। ଶିଳ୍ପୀ ସଂଘର ଏହି ମହତ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ଭାଲେରି ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଠିକାଦାର କେ. ମାଲେଶୁ ସ୍ଥାନୀୟ ସାମଗ୍ରୀ ଯୋଗାଣକାରୀମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ଏକ ଟାଙ୍କି ବସାଯାଇଛି। ସାମଗ୍ରୀ ଯୋଗାଣକାରୀମାନଙ୍କ ସୂଚନା ଅନୁଯାୟୀ, ଠିକାଦାର କେ. ମାଲେଶୁ ସେମାନଙ୍କୁ ପ୍ରାୟ ୩୫,୫୦୦ ଟଙ୍କା ପୈଠ କରିବାର ଅଛି, କିନ୍ତୁ ସେ ଏହି ଦେୟ ପୈଠ କରିନାହାନ୍ତି।
    1
    ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ଭାଲେରି ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଠିକାଦାର କେ. ମାଲେଶୁ ସ୍ଥାନୀୟ ସାମଗ୍ରୀ ଯୋଗାଣକାରୀମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ଏକ ଟାଙ୍କି ବସାଯାଇଛି। ସାମଗ୍ରୀ ଯୋଗାଣକାରୀମାନଙ୍କ ସୂଚନା ଅନୁଯାୟୀ, ଠିକାଦାର କେ. ମାଲେଶୁ ସେମାନଙ୍କୁ ପ୍ରାୟ ୩୫,୫୦୦ ଟଙ୍କା ପୈଠ କରିବାର ଅଛି, କିନ୍ତୁ ସେ ଏହି ଦେୟ ପୈଠ କରିନାହାନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • ନବରଙ୍ଗପୁର ଜିଲ୍ଲାରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରାଯାଇଛି। ଏହି ନୂଆ ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।
    1
    ନବରଙ୍ଗପୁର ଜିଲ୍ଲାରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରାଯାଇଛି। ଏହି ନୂଆ ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    7 hrs ago
  • ନାଲକୋ ମ୍ୟାନେଜମେଣ୍ଟର ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ଏବଂ ନିୟମିତ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପୂରଣରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ନାଲକୋ INTUC ୟୁନିୟନ ଫେଡେରେସନ। ଫେଡେରେସନ ଅଭିଯୋଗ କରିଛି ଯେ ମ୍ୟାନେଜମେଣ୍ଟ କେବଳ ନିଜ ସ୍ୱାର୍ଥ ଚିନ୍ତା କରୁଛି ଏବଂ ସରକାରଙ୍କ ନିକଟରେ କେବଳ ନିଜର ପ୍ରଚାର ପ୍ରସାର କରୁଛି। ଶ୍ରମିକ ଓ କର୍ମଚାରୀଙ୍କ ନ୍ୟାୟପୂର୍ଣ୍ଣ ଦାବି ଉପରେ ଏହା ଏକ 'କୁଠାରଘାତ' ସଦୃଶ ବୋଲି ଫେଡେରେସନ କହିଛି। INTUC ଫେଡେରେସନ ଅଭିଯୋଗ କରିଛି ଯେ 'ଲେବର କୋଡ଼' ନାମରେ 'ଡବଲ ଇଞ୍ଜିନ ସରକାରଙ୍କ ଚକମା ଦେଖା ନୀତି' ପ୍ରଦର୍ଶିତ ହେଉଛି। ସେମାନେ ବିସ୍ଥାପିତ ପରିବାରଙ୍କ ପାଇଁ ଥିବା ଆରଓଆର ପଲିସିକୁ ଅଣଦେଖା, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପ୍ରତି ବୈମାତୃକ ମନୋଭାବ, ଶ୍ରମିକମାନଙ୍କୁ ସାବତ ପୁଅ ଭଳି ଦେଖିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀମାନଙ୍କ ପ୍ରତି ଅବହେଳା ନୀତି ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ଧରି ଦାମନଯୋଡି ଠାରେ ଅନୁଷ୍ଠିତ ଏକ କର୍ମଶାଳାରେ INTUC ଫେଡେରେସନର ମୁଖ୍ୟ ଉପଦେଷ୍ଟା ମଦନ ମୋହନ ଧଳ ଯୋଗଦେଇ ଏହି ସମସ୍ତ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ INTUC ଫେଡେରେସନର ସଭାପତି ନିର୍ମଳ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ବିଭବ କୁମାର ଜେନା, ଉପସଭାପତି ମୃତ୍ୟୁଞ୍ଜୟ ଦାଶ ଓ ସଂଗ୍ରାମ ଭୁୟାଁ, ଏଜ୍ୟୁକୁଟିଭ ମେମ୍ବର ପ୍ରକାଶ ବେହେରା ଓ ସୁନୀଲ ପାତ୍ର, ନାଲକୋ ମାଇନ୍ସ ଏମ୍ପ୍ଲୋଇଜ ୟୁନିଅନ ଦାମନଯୋଡିର ସଭାପତି ସନ୍ତୋଷ କୁମାର ଜେନା, ପୂର୍ଣ୍ଣ ବଡନାୟକ, ବୁଲୁ ଭତ୍ରା, ଶ୍ୟାମସୁନ୍ଦର ଖୋରା, ସଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ INTUC ଅନୁବନ୍ଧିତ ନାଲକୋ ଅନୁଗୁଳ, ଭୁବନେଶ୍ୱର, ବିଶାଖାପାଟଣମ ଏବଂ ଦାମନଯୋଡି ଆଦି ୟୁନିଟରୁ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ନାଲକୋର ଏହି ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ଆଗାମୀ ଦିନରେ ମିଳିତ ଭାବେ ସଂଗ୍ରାମ କରିବାକୁ INTUC ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି।
    1
    ନାଲକୋ ମ୍ୟାନେଜମେଣ୍ଟର ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ଏବଂ ନିୟମିତ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପୂରଣରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ନାଲକୋ INTUC ୟୁନିୟନ ଫେଡେରେସନ। ଫେଡେରେସନ ଅଭିଯୋଗ କରିଛି ଯେ ମ୍ୟାନେଜମେଣ୍ଟ କେବଳ ନିଜ ସ୍ୱାର୍ଥ ଚିନ୍ତା କରୁଛି ଏବଂ ସରକାରଙ୍କ ନିକଟରେ କେବଳ ନିଜର ପ୍ରଚାର ପ୍ରସାର କରୁଛି। ଶ୍ରମିକ ଓ କର୍ମଚାରୀଙ୍କ ନ୍ୟାୟପୂର୍ଣ୍ଣ ଦାବି ଉପରେ ଏହା ଏକ 'କୁଠାରଘାତ' ସଦୃଶ ବୋଲି ଫେଡେରେସନ କହିଛି।

INTUC ଫେଡେରେସନ ଅଭିଯୋଗ କରିଛି ଯେ 'ଲେବର କୋଡ଼' ନାମରେ 'ଡବଲ ଇଞ୍ଜିନ ସରକାରଙ୍କ ଚକମା ଦେଖା ନୀତି' ପ୍ରଦର୍ଶିତ ହେଉଛି। ସେମାନେ ବିସ୍ଥାପିତ ପରିବାରଙ୍କ ପାଇଁ ଥିବା ଆରଓଆର ପଲିସିକୁ ଅଣଦେଖା, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପ୍ରତି ବୈମାତୃକ ମନୋଭାବ, ଶ୍ରମିକମାନଙ୍କୁ ସାବତ ପୁଅ ଭଳି ଦେଖିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀମାନଙ୍କ ପ୍ରତି ଅବହେଳା ନୀତି ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଶନିବାର ଓ ରବିବାର ଦୁଇ ଦିନ ଧରି ଦାମନଯୋଡି ଠାରେ ଅନୁଷ୍ଠିତ ଏକ କର୍ମଶାଳାରେ INTUC ଫେଡେରେସନର ମୁଖ୍ୟ ଉପଦେଷ୍ଟା ମଦନ ମୋହନ ଧଳ ଯୋଗଦେଇ ଏହି ସମସ୍ତ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ INTUC ଫେଡେରେସନର ସଭାପତି ନିର୍ମଳ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ବିଭବ କୁମାର ଜେନା, ଉପସଭାପତି ମୃତ୍ୟୁଞ୍ଜୟ ଦାଶ ଓ ସଂଗ୍ରାମ ଭୁୟାଁ, ଏଜ୍ୟୁକୁଟିଭ ମେମ୍ବର ପ୍ରକାଶ ବେହେରା ଓ ସୁନୀଲ ପାତ୍ର, ନାଲକୋ ମାଇନ୍ସ ଏମ୍ପ୍ଲୋଇଜ ୟୁନିଅନ ଦାମନଯୋଡିର ସଭାପତି ସନ୍ତୋଷ କୁମାର ଜେନା, ପୂର୍ଣ୍ଣ ବଡନାୟକ, ବୁଲୁ ଭତ୍ରା, ଶ୍ୟାମସୁନ୍ଦର ଖୋରା, ସଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ INTUC ଅନୁବନ୍ଧିତ ନାଲକୋ ଅନୁଗୁଳ, ଭୁବନେଶ୍ୱର, ବିଶାଖାପାଟଣମ ଏବଂ ଦାମନଯୋଡି ଆଦି ୟୁନିଟରୁ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ନାଲକୋର ଏହି ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ଆଗାମୀ ଦିନରେ ମିଳିତ ଭାବେ ସଂଗ୍ରାମ କରିବାକୁ INTUC ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.