Shuru
Apke Nagar Ki App…
ଖାଇରୀ ବ୍ୟାରେଜ ନିର୍ମାଣ ତଦାରଖ କଲେ ଜିଲ୍ଲାପାଳ ଓ ଏସପି ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସପି ବରୁଣ ଗୁଣ୍ଟୁପଲ୍ଲୀ କରଞ୍ଜିଆ ଗସ୍ତ ଶେଷରେ ବାରିପଦା ଫେରିବା ବାଟରେ ଯଶିପୁର ଠାରେ ଖଇରୀ ଓ ଭଣ୍ଡନ ନଦୀ ଉପରେ ଜଳସମ୍ପଦ ବିଭାଗ ଦ୍ୱାରା ନିର୍ମାଣଧୀନ ଖଇରୀ ବ୍ୟାରେଜ କାର୍ଯ୍ୟ ର ତଦାରଖ ଓ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି ଙ୍କ ସହିତ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ବିଡ଼ିଓ ମାଧବ ବିରୁଆ, ଜଳସମ୍ପଦ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ
Jitendra raj

More news from ଓଡ଼ିଶା and nearby areas
- ଚଇତି ପର୍ବରେ ଉଡ଼ା ଯାତ୍ରା ରେ ଅଘଟଣ ର ଦୃଶ୍ୟ...1
- Post by ମିଲନ କୁମାର ନାଏକ1
- Post by Anantacharan Mohanta1
- Post by Rajib Behera1
- Gud Gud Santali trading reels video Kedar Kalundia 🙏❤️👍1
- Post by Khabar1
- ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।1
- ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"1