ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ। ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।
ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ। ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।
- ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ। ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।1
- ଢେଙ୍କାନାଳ ସୁଭଦ୍ରା କାଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ମୂଖ୍ୟମନ୍ତ୍ରୀ ନୟାଗଡ ର ଲାଠି ପଡ଼ା ରୁ ସିଧ। ସୁଭଦ୍ରା ଙ୍କୁ ସିଧା ବ୍ୟା ଙ୍କ ଖାତା କୁ1
- #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ... ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ । ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ । ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ । ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ । ଅର୍ଥାତ୍, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର । #ଟେଣ୍ଡର_ବିବାଦ #ଠିକାଦାର_ସଂଘ #ଢେଙ୍କାନାଳ #ଠିକାଦାରଙ୍କ_ଅସନ୍ତୋଷ #ଟେଣ୍ଡର_ପ୍ରକ୍ରିୟା #ଠିକାଦାରଙ୍କ_ସମସ୍ୟା #ସରକାରୀ_କାମ #ଉନ୍ନୟନମୂଳକ_କାମ #DhenkanalNews #Dhenkanal #OdishaNews #OdishaNewsToday #BreakingNews #LatestNews #ContractorAssociation #TenderIssue1
- ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ - ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ1
- ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida1
- 💍 ରାକ୍ଷୀ ପୂର୍ଣ୍ଣିମାରେ ଢେଙ୍କାନାଳରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ 💍 📍 ସ୍ଥାନ: କାଞ୍ଚନ ବଜାର, ଢେଙ୍କାନାଳ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜୁଏଲର୍ସର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ✨ ଗ୍ରାହକଙ୍କ ପାଇଁ ବିଶେଷ ଅଫର: 🔹 ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ 🔹 ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। 📺 ଏଭଳି ସ୍ଥାନୀୟ ଖବର ପାଇଁ DK TV ODIAକୁ Subscribe କରନ୍ତୁ। 👍 Like | 💬 Comment | 🔔 Subscribe | ↗️ Share #Dhenkanal #DhenkanalNews #PunarbashuJewellers #KanchanBazar #RakshaBandhan #RakhiPurnima #Jewellery #SilverJewellery #GoldPlatedJewellery #OdishaNews #DKTVODIA #OdiaNews #DhenkanalUpdate1
- ଢେଙ୍କାନାଳ ସୁଭଦ୍ରା ର ପଞ୍ଚମ କିସ୍ତି ର କାର୍ଯ୍ୟକ୍ରମ ରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ବ୍ୟକ୍ତବ୍ୟ1
- ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।1