logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ - ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ

1 hr ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
1 hr ago

ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ - ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ

More news from ଓଡ଼ିଶା and nearby areas
  • ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ - ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ - କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ
    1
    ଗ୍ରାମୀଣ ଡାକ ସେବକମାନେ କୃଷକ ପଞ୍ଜିକରଣ ଏବଂ କୃଷକ ଆଇଡି (Farmer ID) ପ୍ରସ୍ତୁତିରେ ସହାୟତା କରିବେ  
- ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ  
- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଇକ୍ରିସାଟ (ICRISAT) ମଧ୍ୟରେ ଡାଲି ଜାତୀୟ ଫସଲ, ବୁଟ, ମସୁର, ହରଡ଼, ଚଣା ଓ ରାଶି ଚାଷ ପାଇଁ ୪ଟି ଏମଓୟୁ ସ୍ୱାକ୍ଷରିତ   
- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଏମ୍. ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (MSSRF) ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । 


ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ। ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।
    1
    ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ।
ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    39 min ago
  • ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି
    1
    ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    3 hrs ago
  • ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା. ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା . ଘଟଣା ପଛରେ ଥ‌ିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ . ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା
    2
    ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା.
ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା
. ଘଟଣା ପଛରେ ଥ‌ିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର
ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା
ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ
. ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି
ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା
ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା
    user_Sunil Samal
    Sunil Samal
    Local News Reporter ବଡ଼ଚଣା, ଯାଜପୁର, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ସୁଭଦ୍ରା କାଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ମୂଖ୍ୟମନ୍ତ୍ରୀ ନୟାଗଡ ର ଲାଠି ପଡ଼ା ରୁ ସିଧ। ସୁଭଦ୍ରା ଙ୍କୁ ସିଧା ବ୍ୟା ଙ୍କ ଖାତା କୁ
    1
    ଢେଙ୍କାନାଳ ସୁଭଦ୍ରା କାଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ଉପସ୍ଥିତ ରେ ମୂଖ୍ୟମନ୍ତ୍ରୀ ନୟାଗଡ ର ଲାଠି ପଡ଼ା ରୁ ସିଧ। ସୁଭଦ୍ରା ଙ୍କୁ ସିଧା ବ୍ୟା ଙ୍କ ଖାତା କୁ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ
    1
    ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।
    1
    ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ 
ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.