Shuru
Apke Nagar Ki App…
ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ମୋଟରସାଇକେଲ ଧକ୍କାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି। ଯୁବତୀଙ୍କ ଅସଦାଚରଣ ଅଭିଯୋଗ ପରେ ଉତ୍ୟକ୍ତ ଲୋକେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକଙ୍କ ମା' ଏହାକୁ ପ୍ରେମ ସମ୍ପର୍କ ଯୋଗୁଁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।
OWNER-EDITOR
ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ମୋଟରସାଇକେଲ ଧକ୍କାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି। ଯୁବତୀଙ୍କ ଅସଦାଚରଣ ଅଭିଯୋଗ ପରେ ଉତ୍ୟକ୍ତ ଲୋକେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକଙ୍କ ମା' ଏହାକୁ ପ୍ରେମ ସମ୍ପର୍କ ଯୋଗୁଁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।
More news from ଓଡ଼ିଶା and nearby areas
- ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।1
- 🌹🌹🌹🌹🌹🌹🇹🇯🇹🇯🌹🌹1
- କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା lଏସଏସ ମେରେଜ ପେଲେସ ଠାରେ ବୈଠକ କଳାହାଣ୍ଡି ଜିଲ୍ଲାରେ ସାର ବ୍ୟବସାୟୀଙ୍କ ସଙ୍କଟ। ଦୀର୍ଘ ଦିନ ଧରି ଚାଷୀଙ୍କୁ ସେବା ଯୋଗାଇ ଆସୁଥିବା ଖୁଚୁରା ସାର ବ୍ୟବସାୟୀମାନେ ଏବେ ଗଭୀର ଆର୍ଥିକ ଓ ମାନସିକ ସଂକଟ ଦେଇ ଗତି କରୁଛନ୍ତି। ସରକାରୀ ନିୟମ, କମ୍ ଲାଭାଂଶ ଏବଂ ବାଧ୍ୟତାମୂଳକ ‘ଟ୍ୟାଗିଂ’କୁ ନେଇ ଏବେ ଏକତ୍ରିତ ହୋଇଛି ଜିଲ୍ଲା ଖୁଚୁରା ସାର ବ୍ୟବସାୟୀ ସଂଘ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସାର ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ।1
- ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।1
- ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling1
- ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।4
- ଗଜପତିର ଉଦୟଗିରି ଥାନା ଅଞ୍ଚଳରେ ଏକ ଜଳପ୍ରପାତ ନିକଟରେ ପଥର ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଏକ ବୁଲେଟ୍ ଗାଡ଼ି ଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ମୋଟରସାଇକେଲ ଧକ୍କାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି। ଯୁବତୀଙ୍କ ଅସଦାଚରଣ ଅଭିଯୋଗ ପରେ ଉତ୍ୟକ୍ତ ଲୋକେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକଙ୍କ ମା' ଏହାକୁ ପ୍ରେମ ସମ୍ପର୍କ ଯୋଗୁଁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।1