Shuru
Apke Nagar Ki App…
ମାରୁତି ମଣ୍ଡପରେ ସମ୍ପନ୍ନ ହେଲା ଶ୍ରୀରାମ ସୀତାଙ୍କ ବିବାହ ଉତ୍ସବ ଧୂମଧାମରେ ସମ୍ପନ୍ନ ହେଲା ଶ୍ରୀରାମଙ୍କ ବିବାହ ଉତ୍ସବ ଦାମନଯୋଡ଼ି,୨୨/୦୩ ନାଲକୋ ଟାଉନସିପ ସ୍ଥିତ ମାରୁତି ମଣ୍ଡପରେ ୯ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ନବମୀ ଉତ୍ସବର ୪ର୍ଥ ଦିବସରେ ରାମ ସୀତାଙ୍କ ବିବାହ ଉତ୍ସବ ରବିବାର ଅନୁଷ୍ଠିତ ହୋଇ ଯାଇଛି।ସୂର୍ଯ୍ୟପୂଜା,ଯଜ୍ଞ,ପାରାୟଣ ସହ ଶ୍ରୀରାମଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବାଜା ଓ ବାଣର ତାଳେତାଳେ ବୈଦିକ ପରଂପରା ଅନୁସାରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ଓ ବରିଷ୍ଠ ଅଧିକାରୀମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଶ୍ରୀରାମ ନବମୀ ପୂଜା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା,ସମ୍ପାଦକ ଅନାମ ନାୟକ,କୋଷାଧ୍ୟକ୍ଷ ଲମ୍ବୋଦର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ରଞ୍ଜନ ବେହେରାଙ୍କ ସମେତ କମିଟି ସଦସ୍ୟମାନେ ଉତ୍ସବ ପରିଚାଳନା କରିଥିଲେ।
Manas Ranjan Kar

More news from ଓଡ଼ିଶା and nearby areas
- Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)1
- କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି1
- Post by HABIL DONGRI1
- ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି1
- ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବହୁ ନେତା ଓଡ଼ିଆ ଜନତା କଂଗ୍ରେସ୍ ରେ ସାମିଲ। ଦଳରେ ମିଶିଲେ ଅନେକ ନେତା।1
- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର1
- ଜୟପୁର ଠାରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି।1