logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡା ଜିଲ୍ଲା ଗୁଡ଼ାରୀ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ | ସକାଳ 6ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି | ଗୁଡ଼ାରୀ ରେ ଦୋକାନ ବଜାର, ସ୍କୁଲ, ବ୍ୟାଙ୍କ ବନ୍ଦ କରାଯାଇଛି | ଯାନବାହାନ ଚଳାଚଳ ବନ୍ଦ ରହିଛି | ରାସ୍ତା ଓ ଯୋଗାଯୋଗ ସମସ୍ୟାର ସମାଧାନ,ଗୁଡ଼ାରୀ-ବଂଶଧାରା ସେତୁ ରାସ୍ତା ନିର୍ମାଣ, ଗୁଡ଼ାରୀ-ବିଷମକଟକ ଦୁଇ ଲେନ୍‌ ରାସ୍ତା ନିର୍ମାଣ, ଗୁଡ଼ାରୀ ରୁ ଭୁବନେଶ୍ୱର/କଟକକୁ ରାତ୍ରିକାଳୀନ ସରକାରୀ ବସ୍‌ ଚଳାଚଳ, ଗୁଡ଼ାରୀକୁ ଏକ୍ସପ୍ରେସ୍‌ୱେ ସହ ସଂଯୋଗ ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି | ସହର ର ଝିଲିମିଲି ଛକରେ ପିକେଟିଙ୍ଗ କରି ନାରାବାଜି ଦେବା ସହ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଛି | ଏହି ବନ୍ଦ ପାଳନ କୁ ବିଜେଡି, ସିପିଆଇ (ଏମଏଲ) ଲିବରେସନ ଓ ଯୁବକ ମାନେ ସାମିଲ ହୋଇଥିଲେ | ରାଜ୍ୟ ସରକାର ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଗୁଡାରି ଜନସାଧାରଣ ମୁଚିକି ପଦର kB ଲାଇନ ଅବରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

1 hr ago
user_Narattam Kumar padhy
Narattam Kumar padhy
ବିଷମାକଟକ, ରାୟଗଡା, ଓଡ଼ିଶା•
1 hr ago

ରାୟଗଡା ଜିଲ୍ଲା ଗୁଡ଼ାରୀ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ | ସକାଳ 6ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି | ଗୁଡ଼ାରୀ ରେ ଦୋକାନ ବଜାର, ସ୍କୁଲ, ବ୍ୟାଙ୍କ ବନ୍ଦ କରାଯାଇଛି | ଯାନବାହାନ ଚଳାଚଳ ବନ୍ଦ ରହିଛି | ରାସ୍ତା ଓ ଯୋଗାଯୋଗ ସମସ୍ୟାର ସମାଧାନ,ଗୁଡ଼ାରୀ-ବଂଶଧାରା ସେତୁ ରାସ୍ତା ନିର୍ମାଣ, ଗୁଡ଼ାରୀ-ବିଷମକଟକ ଦୁଇ ଲେନ୍‌ ରାସ୍ତା ନିର୍ମାଣ, ଗୁଡ଼ାରୀ ରୁ ଭୁବନେଶ୍ୱର/କଟକକୁ ରାତ୍ରିକାଳୀନ ସରକାରୀ ବସ୍‌ ଚଳାଚଳ, ଗୁଡ଼ାରୀକୁ ଏକ୍ସପ୍ରେସ୍‌ୱେ ସହ ସଂଯୋଗ ଦାବି ନେଇ ଏହି ବନ୍ଦ ପାଳନ କରାଯାଇଛି | ସହର ର ଝିଲିମିଲି ଛକରେ ପିକେଟିଙ୍ଗ କରି ନାରାବାଜି ଦେବା ସହ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇଛି | ଏହି ବନ୍ଦ ପାଳନ କୁ ବିଜେଡି, ସିପିଆଇ (ଏମଏଲ) ଲିବରେସନ ଓ ଯୁବକ ମାନେ ସାମିଲ ହୋଇଥିଲେ | ରାଜ୍ୟ ସରକାର ଓ ପ୍ରଶାସନ ଦୃଷ୍ଟି ନ ଦେଲେ ଗୁଡାରି ଜନସାଧାରଣ ମୁଚିକି ପଦର kB ଲାଇନ ଅବରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

More news from ଓଡ଼ିଶା and nearby areas
  • ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।
    1
    ଦାମନଯୋଡି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ
ଦାମନଯୋଡ଼ି ନାଲକୋ ଟାଉନସିପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ ଧୂମଧାମରେ ପାଳିତ ହୋଇଛି।ଏହି ପୂଜାର ସୋମବାର ଥିଲା ଭଷାଣୀ ଉତ୍ସବ। ବିଭିନ୍ନ ପୂଜାମଣ୍ଡପରେ ପୂଜିତ ଶ୍ରୀବିଶ୍ଵକର୍ମା ମୃଣ୍ମୟ ମୂର୍ତ୍ତିଙ୍କୁ ଭବ୍ୟ ଶୋଭାଯାତ୍ରାରେ ଏକ ସଙ୍ଗେ ମେଲାଣି ଦିଆଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ,ନୃତ୍ୟ ଓ ଆତସବାଜି ମଧ୍ୟରେ ଶୋଭାଯାତ୍ରାରେ ଟାଉନସିପ ପରିକ୍ରମା ପରେ ଏକ ସ୍ବତନ୍ତ୍ର ପୋଖରୀରେ ବିସର୍ଜନ କରାଯାଇଥିଲା। ଦାମନଯୋଡ଼ି ଥାନା ପୋଲିସ ଓ ଘରୋଇ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    19 hrs ago
  • ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର
    1
    ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର 
ଗଣେଶ ପୂଜା ବିସର୍ଜନ ରେ କୁନୀ କୁନୀ ପିଲା ମାନଙ୍କ ଡାନ୍ସ ବହୁତ ସୁନ୍ଦର
    user_Udanti Live Office
    Udanti Live Office
    ସିନାପାଲି, ନୂଆପଡ଼ା, ଓଡ଼ିଶା•
    9 hrs ago
  • କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l
    1
    କବିସୂର୍ଯ୍ୟନଗର : ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ଉତ୍କଟ ଡ୍ରେନେଜ ସମସ୍ୟା ସମାଧାନ ନେଇ ଅଭିଯୋଗ କଲେ କୋଦଳା ଏନଏସି ବାସିନ୍ଦା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି ରେ ଡ୍ରେନେଜ ସମସ୍ୟା ନେଇ ଅଭିଯୋଗ କଲେ କୋଦଳା ଏନଏସି ୱାର୍ଡ ନମ୍ବର 10 ସୂର୍ଯ୍ୟନଗର ସାହି ବାସିନ୍ଦା l ଦୀର୍ଘ ମାସ ହେବ ସାହି ରାସ୍ତାରେ ନର୍ଦମା ପାଣି ଜମି ରହିବା ସହ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ସାହି ବାସିନ୍ଦା ବହୁ ସମସ୍ୟା ଭୋଗୁଥିବା ନେଇ ବହୁବାର କୋଦଳା ଏନଏସି ରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ଆଜି ଜିଲ୍ଲା ସ୍ଥରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି l ସେହି ଭଳି ମୋଟ 186 ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଲାଇନ ଡିପାର୍ଡ ମେଣ୍ଟ ର ଅଧିକାରୀ ମାନେ ଯୋଗଦେଇଥିଲେ l ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଯଥାଶୀଘ୍ର ସମାଧାନ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ l
    user_Pitabas dash
    Pitabas dash
    Asika, Ganjam•
    23 hrs ago
  • *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....* *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*
    1
    *👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*
*👉ତାମିଲନାଡୁରେ ସ୍କୁଲ ପିଲାଙ୍କୁ ଖାଇବା ବାଢିଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଦେଖନ୍ତୁ ଭିଡିଓ....*
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • chakiri nare 18lakhya tanka thakami ra sikar hoechhati
    1
    chakiri nare 18lakhya tanka thakami ra sikar hoechhati
    user_Mtutunjaya sethi
    Mtutunjaya sethi
    Grain Distributor କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ୨୦୨୬ ଅଧୀନରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।
    1
    ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ୨୦୨୬ ଅଧୀନରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।
    user_Soren kumar Pradhan
    Soren kumar Pradhan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    9 hrs ago
  • ମୋହନା କଲେଜ ଛକ ରେ ଗଛ ପଡି ରାସ୍ତା ଅବରୋଧ ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ରେ ମୋହନା କଲେଜ ଛକ ନିକଟରେ ଗଛ ପଡି କିଛି ଘଣ୍ଟା ରାସ୍ତା ଅବରୋଧ ରହିଥିଲା ମୋହନା ପାରଳାଖେମୁଣ୍ଡି ଯାତାୟତ ରେ ବାଧା ସୃଷ୍ଟି ହେଇଛି ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ରାସ୍ତା ରୁ
    2
    ମୋହନା କଲେଜ ଛକ ରେ ଗଛ ପଡି ରାସ୍ତା ଅବରୋଧ ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି 
ମୋହନା ଅଂଚଳ ରେ ବର୍ଷା ର ପ୍ରଭାବ ରେ ମୋହନା କଲେଜ ଛକ ନିକଟରେ ଗଛ ପଡି କିଛି ଘଣ୍ଟା ରାସ୍ତା ଅବରୋଧ ରହିଥିଲା ମୋହନା ପାରଳାଖେମୁଣ୍ଡି ଯାତାୟତ ରେ ବାଧା ସୃଷ୍ଟି ହେଇଛି ଅଗ୍ନିଶମ ବିଭାଗ ପହଂଚି ଗଛ ହଟାଇଛନ୍ତି ରାସ୍ତା ରୁ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    9 hrs ago
  • ମାଲୁସାଉଁନ୍ତାରେ ବୁଧବାର ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୋରାପୁଟ ବ୍ଲକ୍‌ର ଦିବ୍ୟାଙ୍ଗଜନଙ୍କ ପାଇଁ ଆସନ୍ତା ୨୩ ସେପ୍ଟେମ୍ବର, ବୁଧବାର ଦିନ ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ମାଥାଲପୁଟ ସ୍ଥିତ ମାଲୁସାଉଁନ୍ତା ହାଇସ୍କୁଲ ପରିସରରେ ହେବାକୁ ଥିବା ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କୁ UDID କାର୍ଡ ଓ ଭିନ୍ନକ୍ଷମତା ପ୍ରମାଣପତ୍ର ଏବଂ ସହାୟକ ଉପକରଣ ପାଇଁ ମୂଲ୍ୟାଙ୍କନ କରାଯିବ। ତେଣୁ ଅଞ୍ଚଳର ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଜନଙ୍କୁ ବହୁ ସଂଖ୍ୟାରେ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
    1
    ମାଲୁସାଉଁନ୍ତାରେ ବୁଧବାର ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
କୋରାପୁଟ ବ୍ଲକ୍‌ର ଦିବ୍ୟାଙ୍ଗଜନଙ୍କ ପାଇଁ ଆସନ୍ତା ୨୩ ସେପ୍ଟେମ୍ବର, ବୁଧବାର ଦିନ ଆୟୋଜିତ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭ର ପ୍ରଥମ ପର୍ଯ୍ୟାୟ। ମାଥାଲପୁଟ ସ୍ଥିତ ମାଲୁସାଉଁନ୍ତା ହାଇସ୍କୁଲ ପରିସରରେ ହେବାକୁ ଥିବା ଏହି ଶିବିରରେ ଦିବ୍ୟାଙ୍ଗଜନଙ୍କୁ UDID କାର୍ଡ ଓ ଭିନ୍ନକ୍ଷମତା ପ୍ରମାଣପତ୍ର ଏବଂ ସହାୟକ ଉପକରଣ ପାଇଁ ମୂଲ୍ୟାଙ୍କନ କରାଯିବ। ତେଣୁ ଅଞ୍ଚଳର ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଜନଙ୍କୁ ବହୁ ସଂଖ୍ୟାରେ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    22 hrs ago
  • boudh maha nadhire kumbhira dete 22/09/2026 tue boudh odisha
    1
    boudh maha nadhire kumbhira  dete 22/09/2026  tue boudh odisha
    user_Mtutunjaya sethi
    Mtutunjaya sethi
    Grain Distributor କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.