logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଲ ଲାଗିଲେ ଲାଇକ୍ ଫଲୋ କରନ୍ତୁ

7 days ago
user_Nirakara Pradhan
Nirakara Pradhan
Auditor ତେଲକୋଇ, କେନ୍ଦୁଝର, ଓଡ଼ିଶା•
7 days ago

ଭଲ ଲାଗିଲେ ଲାଇକ୍ ଫଲୋ କରନ୍ତୁ

More news from ଓଡ଼ିଶା and nearby areas
  • ଏଲ୍ ପି ଜି ରନ୍ଧନ ଗ୍ୟାସ ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଏବଂ ବଣ୍ଟନ ସମ୍ପର୍କରେ ସମନ୍ଵୟ ବୈଠକ। ଦେବଗଡ଼ ତା୦୪.୦୪.୨୦୨୬ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଆବଶ୍ୟକତା ଉପରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଧା ଲୋକମାନେ ଗ୍ୟାସ୍ ସିଲିଣ୍ଡର୍ ଓ ପେଟ୍ରୋଲିୟମ ରନ୍ଧନ ଉପରେ ଗ୍ୟାସ୍ କଳା ବଜାର ରୋକିବା ପାଇଁ ଓ ଗ୍ୟାସ ଅଧିକ ବ୍ୟବହାର ନକରିବା ଉପରେ ସମୀକ୍ଷା କରିଥିଲେ।ସିଲିଣ୍ଡର ଠିକ୍ ଭାବରେ ବ୍ୟବହାର କରିବା ଓ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ମାଲିକ ମାନେ ଗ୍ୟାସ୍ ବ୍ୟବହାର କରୁଥିବା ରୋଷେଇ ଘର କୁ ଯାଞ୍ଚ କରିବା ଓ ଡାକ୍ତର ଖାନା ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର, ଜେଲ୍ ଖାନା ମାନଙ୍କରେ ଗ୍ୟାସ୍ ଯୋଗାଣ ଓ ବ୍ୟବହାରରେ ଯାଞ୍ଚ୍ କରିବା ଉପରେ ଆଲୋକପାତ କରିଥିଲେ।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନି ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଭାତ୍ କୁମାର ଓଝା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଏଲ୍ ପି ଜି ରନ୍ଧନ ଗ୍ୟାସ ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଏବଂ ବଣ୍ଟନ ସମ୍ପର୍କରେ  ସମନ୍ଵୟ ବୈଠକ।
ଦେବଗଡ଼ ତା୦୪.୦୪.୨୦୨୬
ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଆବଶ୍ୟକତା ଉପରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଧା ଲୋକମାନେ ଗ୍ୟାସ୍ ସିଲିଣ୍ଡର୍ ଓ ପେଟ୍ରୋଲିୟମ ରନ୍ଧନ ଉପରେ ଗ୍ୟାସ୍ କଳା ବଜାର ରୋକିବା ପାଇଁ ଓ ଗ୍ୟାସ ଅଧିକ ବ୍ୟବହାର ନକରିବା ଉପରେ ସମୀକ୍ଷା କରିଥିଲେ।ସିଲିଣ୍ଡର ଠିକ୍ ଭାବରେ ବ୍ୟବହାର କରିବା ଓ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ମାଲିକ ମାନେ ଗ୍ୟାସ୍ ବ୍ୟବହାର କରୁଥିବା ରୋଷେଇ ଘର କୁ ଯାଞ୍ଚ କରିବା ଓ ଡାକ୍ତର ଖାନା ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର, ଜେଲ୍ ଖାନା ମାନଙ୍କରେ ଗ୍ୟାସ୍ ଯୋଗାଣ ଓ ବ୍ୟବହାରରେ ଯାଞ୍ଚ୍ କରିବା ଉପରେ ଆଲୋକପାତ କରିଥିଲେ।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ସୁରତି ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଶ୍ରୀନିବାସ ଜାନି ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଭାତ୍ କୁମାର ଓଝା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    22 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    30 min ago
  • ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍
    3
    ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by Titu Dehuru
    2
    Post by Titu Dehuru
    user_Titu Dehuru
    Titu Dehuru
    Artist କୁଣ୍ଢେଇଗୋଲା, ଦେବଗଡ଼, ଓଡ଼ିଶା•
    12 hrs ago
  • karala odisha
    2
    karala 
odisha
    user_Srinibash Patra
    Srinibash Patra
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    19 hrs ago
  • Post by Kumar
    1
    Post by Kumar
    user_Kumar
    Kumar
    Actor ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    21 hrs ago
  • Post by Tilunayak Tilunayak
    1
    Post by Tilunayak Tilunayak
    user_Tilunayak Tilunayak
    Tilunayak Tilunayak
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    22 hrs ago
  • ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ । ଦେବଗଡ଼ ତା. ୦୨. ୦୪. ୨୦୨୬ ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ଅବସରରେ ଜିଲ୍ଲାପାଳଙ୍କ ଦ୍ୱିତୀୟ ମହଲା ସମ୍ମିଳନି କକ୍ଷରେ "ଆମ ପୋଷାକ ଆମ ପରିଚୟ" ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ବରୋଣ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତୀ ପ୍ରଧାନ,ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ସୁଧାଂଶୁ ମୋହନ ବିଶ୍ବାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଯୋଗଦେଇ ପାରମ୍ପରିକ ପୋଷାକ ପରିଧାନ ଦିବସ "ଆମ ପୋଷାକ ଆମ ପରିଚୟ"ଉପରେ ନିଜର ମତ ପୋଷଣ କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ସମ୍ବଲପୁରୀ ପରିଧାନ କରି ଅଭିଯାନରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଞ୍ଜୁଁନି କୁଜୁର, ଏଜଲିନ ବାରା, ପ୍ରିୟା ତିର୍କି,ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ ରିତିକାନ୍ତ ଶୁକ୍ଳା ଓ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୂତାର ଧନ୍ୟବାଦ୍ ଅର୍ପଣ କରିଥିଲେ।
    1
    ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ।
ଦେବଗଡ଼ ତା. ୦୨. ୦୪. ୨୦୨୬
ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ଅବସରରେ ଜିଲ୍ଲାପାଳଙ୍କ ଦ୍ୱିତୀୟ ମହଲା ସମ୍ମିଳନି କକ୍ଷରେ  "ଆମ ପୋଷାକ ଆମ ପରିଚୟ" ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ବରୋଣ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତୀ ପ୍ରଧାନ,ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ସୁଧାଂଶୁ ମୋହନ ବିଶ୍ବାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଯୋଗଦେଇ ପାରମ୍ପରିକ  ପୋଷାକ ପରିଧାନ ଦିବସ "ଆମ ପୋଷାକ ଆମ ପରିଚୟ"ଉପରେ ନିଜର ମତ ପୋଷଣ କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ସମ୍ବଲପୁରୀ ପରିଧାନ କରି ଅଭିଯାନରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଞ୍ଜୁଁନି କୁଜୁର, ଏଜଲିନ ବାରା, ପ୍ରିୟା ତିର୍କି,ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ ରିତିକାନ୍ତ ଶୁକ୍ଳା ଓ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୂତାର ଧନ୍ୟବାଦ୍ ଅର୍ପଣ କରିଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.