logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେବଗଡ଼ ତା. ୦୨. ୦୪. ୨୦୨୬ ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ । ଦେବଗଡ଼ ତା. ୦୨. ୦୪. ୨୦୨୬ ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ଅବସରରେ ଜିଲ୍ଲାପାଳଙ୍କ ଦ୍ୱିତୀୟ ମହଲା ସମ୍ମିଳନି କକ୍ଷରେ "ଆମ ପୋଷାକ ଆମ ପରିଚୟ" ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ବରୋଣ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତୀ ପ୍ରଧାନ,ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ସୁଧାଂଶୁ ମୋହନ ବିଶ୍ବାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଯୋଗଦେଇ ପାରମ୍ପରିକ ପୋଷାକ ପରିଧାନ ଦିବସ "ଆମ ପୋଷାକ ଆମ ପରିଚୟ"ଉପରେ ନିଜର ମତ ପୋଷଣ କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ସମ୍ବଲପୁରୀ ପରିଧାନ କରି ଅଭିଯାନରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଞ୍ଜୁଁନି କୁଜୁର, ଏଜଲିନ ବାରା, ପ୍ରିୟା ତିର୍କି,ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ ରିତିକାନ୍ତ ଶୁକ୍ଳା ଓ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୂତାର ଧନ୍ୟବାଦ୍ ଅର୍ପଣ କରିଥିଲେ।

2 hrs ago
user_ବାରକୋଟ ଖବର
ବାରକୋଟ ଖବର
Court reporter ବରକୋଟ, ଦେବଗଡ଼, ଓଡ଼ିଶା•
2 hrs ago

ଦେବଗଡ଼ ତା. ୦୨. ୦୪. ୨୦୨୬ ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ । ଦେବଗଡ଼ ତା. ୦୨. ୦୪. ୨୦୨୬ ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସ ପାରମ୍ପାରିକ ପୋଷାକ ପରିଧାନ ଦିବସ ଅବସରରେ ଜିଲ୍ଲାପାଳଙ୍କ ଦ୍ୱିତୀୟ ମହଲା ସମ୍ମିଳନି କକ୍ଷରେ "ଆମ ପୋଷାକ ଆମ ପରିଚୟ" ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ବରୋଣ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତୀ ପ୍ରଧାନ,ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ସୁଧାଂଶୁ ମୋହନ ବିଶ୍ବାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଯୋଗଦେଇ ପାରମ୍ପରିକ ପୋଷାକ ପରିଧାନ ଦିବସ "ଆମ ପୋଷାକ ଆମ ପରିଚୟ"ଉପରେ ନିଜର ମତ ପୋଷଣ କରିଥିଲେ।ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ସମ୍ବଲପୁରୀ ପରିଧାନ କରି ଅଭିଯାନରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଞ୍ଜୁଁନି କୁଜୁର, ଏଜଲିନ ବାରା, ପ୍ରିୟା ତିର୍କି,ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ ରିତିକାନ୍ତ ଶୁକ୍ଳା ଓ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୂତାର ଧନ୍ୟବାଦ୍ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • हिमाचल प्रदेश के रोहतांग दर्रे में भारी बर्फबारी। बर्फ के कारण यात्रियों को आवाजाही में हुई तकलीफ देखें तस्वीरें।#HimachalPradesh #SnowFall
    1
    हिमाचल प्रदेश के रोहतांग दर्रे में भारी बर्फबारी। बर्फ के कारण यात्रियों को आवाजाही में हुई तकलीफ
देखें तस्वीरें।#HimachalPradesh #SnowFall
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନାରେ ଆଜି ହୋଇଛି ଦୁଇଟି ଦୁଷ୍କର୍ମ ମାମଲା, ଗୋଟିଏ ଘଟଣାରେ ନିଜ ବାପା ଜନ୍ମିତ ଝିଅକୁ ଦୁଷ୍କର୍ମ କରି ପ୍ରସୂତି ପରେ ଖୋଲିଲା ଗୁମର. ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ମାମଲାରେ ଜଣେ ଭିକାରୁଣୀଙ୍କୁ ଜଣେ ଯୁବକ ଭିକ୍ଷା ଦେବାକୁ ଡାକିନେଇ ଦୁଷ୍କର୍ମ ପରେ ହେଲା ଗିରଫ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନାରେ ଆଜି ହୋଇଛି ଦୁଇଟି ଦୁଷ୍କର୍ମ ମାମଲା, ଗୋଟିଏ ଘଟଣାରେ ନିଜ ବାପା ଜନ୍ମିତ ଝିଅକୁ ଦୁଷ୍କର୍ମ କରି ପ୍ରସୂତି ପରେ ଖୋଲିଲା ଗୁମର. ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ମାମଲାରେ ଜଣେ ଭିକାରୁଣୀଙ୍କୁ ଜଣେ ଯୁବକ ଭିକ୍ଷା ଦେବାକୁ ଡାକିନେଇ ଦୁଷ୍କର୍ମ ପରେ ହେଲା ଗିରଫ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।
    2
    କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    2 hrs ago
  • SAMBALPUR MOBILE BUDHARAJA HIGH SCOOL COMPLEX, BUDHARAJA,SAMBALPUR CONTACT NO.7008904143 Zero down payment offer💥💥💥 2nd Hand iphone available with financ old mobile exchange credit card discount upto 10%
    1
    SAMBALPUR MOBILE
BUDHARAJA HIGH SCOOL COMPLEX, BUDHARAJA,SAMBALPUR 
CONTACT NO.7008904143
Zero down payment offer💥💥💥
2nd Hand iphone available with financ
old mobile exchange 
credit card discount upto 10%
    user_Sambalpur Mobile
    Sambalpur Mobile
    Mobile Phone Shop ଆଇଁଠାପାଲି, ସମ୍ବଲପୁର, ଓଡ଼ିଶା•
    6 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ସଚେତନତା ପଦଯାତ୍ରା। ଦେବଗଡ଼ ତା ୦୪.୦୪.୨୦୨୬ । ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ସଚେତନତା ଶୋଭାପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି ଙ୍କ ତତ୍ତ୍ୱାବଧାନରେ ବାହାରିଥିବା ଛାତ୍ର ଛାତ୍ରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ସଚେତନତା ଶୋଭାପଦଯାତ୍ରା କୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ୍ ,ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି ,ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସବୁଜ ପତାକା ଦେଖାଇ ସଚେତନତା ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ଶୋଭାଯାତ୍ରା ସହରପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିଥିଲା।ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧି ଭାଷା ।ଏହି ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା ଆମ ଓଡ଼ିଆ ଭାଷାର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଓ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ କୁ ଯାଇ ଗୃହ ଆଗରେ ନାମ ଫଳକ ଓଡ଼ିଆରେ ଲେଖାଜିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଓ ଦୋକାନ ର କର୍ମକର୍ତ୍ତା ମାନଙ୍କୁ ବୁଝାଇ କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗର ରତନ୍ କୁମାର ରାୟ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ସଚେତନତା ପଦଯାତ୍ରା।
ଦେବଗଡ଼ ତା ୦୪.୦୪.୨୦୨୬ ।
ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ସଚେତନତା ଶୋଭାପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି ଙ୍କ ତତ୍ତ୍ୱାବଧାନରେ ବାହାରିଥିବା ଛାତ୍ର ଛାତ୍ରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ସଚେତନତା ଶୋଭାପଦଯାତ୍ରା କୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ୍ ,ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି ,ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସବୁଜ ପତାକା ଦେଖାଇ ସଚେତନତା ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ଶୋଭାଯାତ୍ରା ସହରପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିଥିଲା।ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧି ଭାଷା ।ଏହି ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା ଆମ ଓଡ଼ିଆ ଭାଷାର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଓ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ କୁ ଯାଇ ଗୃହ ଆଗରେ ନାମ ଫଳକ ଓଡ଼ିଆରେ ଲେଖାଜିବାପାଇଁ  ସମସ୍ତଙ୍କୁ ଅନୁରୋଧ କରିଥିଲେ ଓ ଦୋକାନ ର କର୍ମକର୍ତ୍ତା ମାନଙ୍କୁ ବୁଝାଇ କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗର ରତନ୍ କୁମାର ରାୟ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    3 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    9 hrs ago
  • କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି
    1
    କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି 
ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.