ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଆଲୋଚନାଚକ୍ର, ‘ଝରା ଶେଫାଳୀ’ କବିତା ସଙ୍କଳନ ଉନ୍ମୋଚିତ ପୁରୀ : ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ଶିକ୍ଷାବିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଐତିହ୍ୟ ଓ ଗୌରବ ବିଷୟରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ‘ପ୍ରିୟପତ୍ର’ ପତ୍ରିକାର ସମ୍ପାଦକ ବିପିନ ବିହାରୀ ଦଳାଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅଶୋକ ମହାନ୍ତି, ଦାମୋଦର ଦାଶ, ଅରୁଣିମା ନନ୍ଦ, ସୈମ୍ୟରଞ୍ଜନ ମଲ୍ଲିକ, ଦୀପ୍ତି ମିଶ୍ର, ପଣ୍ଡିତ ପ୍ରମୋଦ କୁମାର ଦାଶ, ଅଧ୍ୟାପକ ଦେବରାଜ ପ୍ରଧାନ, ଲାଲା ଅନନ୍ତ ନାରାୟଣ ସିଂହ, ରଚିତା ରାଉତରାୟ, ରୋଜାଲିନ ପଣ୍ଡା ଓ ଯୋଗେଶ୍ୱର ନାୟକ ପ୍ରମୁଖ ଅତିଥି ଯୋଗଦେଇ ଓଡ଼ିଆ ଭାଷାର ସମ୍ବର୍ଦ୍ଧନ ଓ ସୁରକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ। ସୁଶ୍ରୀ କ୍ରିଷ୍ଣା ମହାପାତ୍ର ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ରଚିତ କବିତା ସଙ୍କଳନ ‘ଝରା ଶେଫାଳୀ’ ମଧ୍ୟ ଉନ୍ମୋଚିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଆଲୋଚନାଚକ୍ର, ‘ଝରା ଶେଫାଳୀ’ କବିତା ସଙ୍କଳନ ଉନ୍ମୋଚିତ ପୁରୀ : ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ
ଆୟୋଜିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ଶିକ୍ଷାବିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଐତିହ୍ୟ ଓ ଗୌରବ ବିଷୟରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ‘ପ୍ରିୟପତ୍ର’ ପତ୍ରିକାର ସମ୍ପାଦକ ବିପିନ ବିହାରୀ ଦଳାଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ
ଅଶୋକ ମହାନ୍ତି, ଦାମୋଦର ଦାଶ, ଅରୁଣିମା ନନ୍ଦ, ସୈମ୍ୟରଞ୍ଜନ ମଲ୍ଲିକ, ଦୀପ୍ତି ମିଶ୍ର, ପଣ୍ଡିତ ପ୍ରମୋଦ କୁମାର ଦାଶ, ଅଧ୍ୟାପକ ଦେବରାଜ ପ୍ରଧାନ, ଲାଲା ଅନନ୍ତ ନାରାୟଣ ସିଂହ, ରଚିତା ରାଉତରାୟ, ରୋଜାଲିନ ପଣ୍ଡା ଓ ଯୋଗେଶ୍ୱର ନାୟକ ପ୍ରମୁଖ ଅତିଥି ଯୋଗଦେଇ ଓଡ଼ିଆ ଭାଷାର ସମ୍ବର୍ଦ୍ଧନ ଓ
ସୁରକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ। ସୁଶ୍ରୀ କ୍ରିଷ୍ଣା ମହାପାତ୍ର ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ଦାଶଙ୍କ ରଚିତ କବିତା ସଙ୍କଳନ ‘ଝରା ଶେଫାଳୀ’ ମଧ୍ୟ ଉନ୍ମୋଚିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
- Post by Manoj kumar baliyarsingh4
- Post by Rajesh Samantaray1
- କଣାସ ବ୍ଲକ ର ଅଣ୍ଡାଳସିଂହ ନିକଟରେ ଆଜି ସନ୍ଧ୍ୟାରେ ବାଇକି ଓଡି13ୟୁ 9407 ମଟର ସାଇକେଲରେ ଯୋଗେ ଦୁଇ ଜଣ ଯୁବକ ଆସୁଥିବା ବେଳେ ଗୋଟିଏ କାର ଓଡି 02ବି ଜେ 1368 ନାଲି ରଙ୍ଗର କାର ଟି ବାଇକି କୁ ଧକା ଦେବାରୁ ବାଇକିରେ ଆସୁଥିବା ସତ୍ୟବାଦୀ ମଧୁବନ ଅଂଚଳର ନାରାୟଣ ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହେଉଛନ୍ତି, ଖବର ପାଇ କଣାସ ପୁଲିସ ଘଟଣା ସ୍ଥଳରେ ପହଂଚି କାରକୁ ଜବତ କରି ତଦନ୍ତ ଚଳାଇଛନ୍ତି |2
- ଥାନା ଆଗରେ ମୃତଦେହ ରଖି ଧାରଣା ନିମାପଡ଼ା ପୋଲିସ୍ ର ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଡ଼ିହବାରୀର ଜଣଙ୍କୁ ଆଣିଥିଲା ପୋଲିସ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା ଆଜି ସକାଳେ ଗାଁ ପଡ଼ିଆର ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିବାରୁ ସନ୍ଦେହ ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ1
- Post by NEWS MANORANJAN1
- ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l1
- Post by Gagan Bhoi1
- Post by Manoj kumar baliyarsingh4