ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳନ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳନ ----------------_---------------------------------------------- ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମାରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ସୁଭାଶିଷ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷାର ଆବଶ୍ୟକତା ଓ ଆଜିର ଦିନରେ ଝିଅଟିଏ ଆତ୍ମରକ୍ଷା ଜାଣିଲେ ସମାଜରେ ନିଜକୁ ସୁରକ୍ଷିତ ରଖିପାରିବ ବୋଲି କହିଥିଲେ l ସେହିପରି ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ କୌଶଲ୍ୟା ନାୟକ ଯୋଗଦେଇ ଆଜିର ସମାଜରେ ନାରୀ ସୁରକ୍ଷିତ ନୁହେଁ l ପାଦେ ପାଦେ ଲାଂଛନା, ପ୍ରତାରଣା, ହିଂସା ଆଦିକୁ ସେ ସାମ୍ନା କରୁଛି l ପୁରୁଷ ପ୍ରଧାନ ସମାଜରେ ନାରୀ ଅନେକ ସମୟରେ ନିଜକୁ ଦୁର୍ବଳ ବୋଲି ଭାବିବାକୁ ବାଧ୍ୟହେଉଛି, କାରଣ ସେ ନିଜକୁ ସୁରକ୍ଷା ଦେବାରେ ଅସମର୍ଥ l ତେବେ ଆଜି ନିଜକୁ ସୁରକ୍ଷା ଦେବାର ସମୟ ଆସିଛି ଏବଂ ଏହା ଦ୍ଵାରା ନାରୀ ନିଜ ସମ୍ମାନ ରକ୍ଷା କରିବାକୁ ସମର୍ଥ ହେବବୋଲି କହିଥିଲେ l ନିଜ ଜୀବନର ଅନୁଭୂତିକୁ ଆଧାର କରି ଛାତ୍ରୀମାନେ କିପରି ନିଜ ସମ୍ମାନ ରକ୍ଷା କରିବାରେ ସମର୍ଥ ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ l ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ସିଂହ ନିଜର ସଭାପତି ଅଭିଭାଷଣରେ ବିଭିନ୍ନ ପୁରାଣ, ମହାଭାରତ ଆଦିର ଉଦାହରଣ ଦେଇ, ନାରୀ ନିଜର ରକ୍ଷା କିପରି କରିପାରିଥିଲେ ସେ ସଂପର୍କରେ ଆଲୋଚନା କରିବା ସହିତ ଝିଅ ମାନେ ନିଜେ ଦୃଢ଼ମନା ହେବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ କିପରି ସାମ୍ନା କରିପାରିବେ ସେ ସମ୍ପର୍କରେ ବୁଝାଇଥିଲେ l କାର୍ଯ୍ୟକ୍ରମର ସଂଯୋଜକ ତଥା ଭୂତତ୍ତ୍ୱ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ସୁନିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ, ସହ -ସଂଯୋଜିକା ତଥା ପ୍ରାଣୀବିଜ୍ଞାନ ବିଭାରର ସହକାରୀ ପ୍ରଫେସର ଡ. ସ୍ମରଣିକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହିକ୍ରମରେ ଆତ୍ମ ରକ୍ଷା ସମ୍ପର୍କିତ ସ୍ଲୋଗାନ ଲେଖା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ତିମ ପର୍ଯ୍ୟାୟ ରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ମୂଳକ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା l ଶେଷରେ କ୍ରୀଡ଼ା ପ୍ରଶିକ୍ଷିକା ସୁଶ୍ରୀ ତନିସ୍କା ମନସ୍ବିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

- Post by Khabar1
- ଯୋଗୀ ଆଦିତ୍ୟ ନାଥ ଆଜୀ ପଶ୍ଚିମ ବଙ୍ଗ ରେ No ଦଙ୍ଗା ନୋ ପଙ୍ଗା up ପୁରା ପଙ୍ଗା ଦିଦି ଆସୁନ ଆସୁନ1
- Post by Rajib Behera1
- ଜଳେଶ୍ଵର: ବାଲି ମାଫିଆ ଙ୍କ ଆକ୍ରମଣ ଘଟଣାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!1
- Post by Chittaranjan Nayak1
- ଜଳେଶ୍ୱର ରେ ବାଲି ମାଫିଆ ଦ୍ୱାରା ଜୁଲାଇ 10 ତାରିଖରେ ଆକ୍ରମଣ କରିଥିବା ଆସାମୀ କୁ ଗିରଫ ଦାବିରେ ଜଳେଶ୍ୱର କଂଗ୍ରସ ସାମ୍ବାଦିକ ସମିଳନୀ1
- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।1
- Post by Khabar1