logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୁର୍ଲାଉଡ଼ା......ଦାଦନ ଅଞ୍ଚଳରୁ ....ମନରେଗା ଯୋଜନାରେ ହରିଲୁଟ..... ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଉପାନ୍ତ ଏକ ଦାଦନ ପ୍ରବଣ ଅଞ୍ଚଳ ବୋଲି ସୋସିଆଲ ମିଡିଆ ହେଉ ଅବା ଖବର କାଗଜ ସବୁବେଲେ ଚର୍ଚ୍ଚାରେ ରୁହେ, କିଛି ଦିନ ଆଗରୁ ଆମେ ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ କନ୍ଦବାହାଲ ମନରେଗା ଟଙ୍କା ଆତ୍ମସାତ ଖବର ପ୍ରସାରଣ କରିଥିଲୁ,ଆଜି ତୁରକେଲା ବ୍ଲକ ବଡ଼ ଡକଲା ଗ୍ରାମପଂଚାୟତ ର ଗୁର୍ଲାଉଡ଼ା ର ମନରେଗା ଯୋଜନାରେ ହରିଲୁଟର ସରକାରୀ ଟଙ୍କା କୁ କେମିତି ଆତ୍ମସାତ କରାଯାଏ,ଏଭଳି ଏକ ଦୃଶ୍ୟ ଆମ କେମେରା ରେ କଏଦ ହୋଇଛି, ପ୍ରଥମେ ଏହି ସୂଚନା ଫଳକ ଉପରେ ନଜର ପକାନ୍ତୁ.............ପଖେନ ଚଚରା ବନ୍ଦ ମାଟି ଉର୍ନତି କରଣ ନାଁରେ ପ୍ରଥମ ସୂଚନା ଫଳକ ଉପରେ 24/25 ବର୍ଷ ସୂଚନା ଫଲକରେ ଟ (700000)ଙ୍ଙ୍କା ସାତ ଲକ୍ଷ ଟଙ୍କା ର କାମ 26/01/25 ଆରମ୍ଭ ହୋଇଥିବା ବେଲେ ଦ୍ୱିତୀୟ ସୂଚନା ଫଲକର କାମ 24/25 ବର୍ଷ ପାଇଁ ଟ..1000000(ଦଶ ଲକ୍ଷ )ଙ୍କା ହୋଇଥିବା ବେଲେ ପଖେନ ଚଚରା ବନ୍ଦ ର କାମ 17/05/25 ରେ ଆରମ୍ଭ ହୋଇ କେତେ ମାଟି ଖୋଲା ହୋଇଛି ଏବଂ କେତେ ମାପଯୋଖ ହେଉଛି, ନା ନାହିଁ ଅଳ୍ପ କାମ ହୋଇଛି,କିପରି ଗାର୍ଡ ୱାଲ ନିର୍ମାଣ ଚାଲିଛି, କମ ସିମେଣ୍ଟ ରେ ଅଧିକ ମେଟାଲ ବାଲି ମିଶାଇ କେମିତି ତାକୁ ସଜାଡୁଛନ୍ତି ଆଜି ଆମ କେମେରା ରେ ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି,ଏଥିରେ ସ୍ପଷ୍ଟ ଭାବେ ବାରି ହୋଇଛି,ଏଠି ପ୍ରଶ୍ନ ଉଠୁଛି ଏଥିରେ କେତେ ଜଣ ଶ୍ରମିକ ନିଯୋଜିତ ଅଛନ୍ତି,ଆଉ କେତେଜଣ ଭୁତ ଶ୍ରମିକଙ୍କ ନାମରେ ପଇସା ପଡୁଛି, ଏଠି କାମ କରୁଥିବା ଗାଁ ସାଥି ଇନ୍ଦ୍ର ସଗରିଆ ଏବଂ ADEO ବୁଲୁ ପଧାନ ଙ୍କ ମିଳିଭଗତରେ ସମ୍ପୂର୍ଣ୍ଣ ଗାଁ ସାଥି ଏବଂ ଦାଜିତ୍ୱରେ ଥିବା ADEO ଆରାମରେ ଗରିବଙ୍କ ଟଙ୍କା କୁ ହରିଲୁଟ କରୁଛନ୍ତି, ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେତେ ଶୀଘ୍ର ତଦାରଖ କରି ଘଟଣାର ପର୍ଦାଫାଶ ହେଉଛି,

16 hrs ago
user_ଆମ ଓଡିଶା ଖବର ଓଡିଶା
ଆମ ଓଡିଶା ଖବର ଓଡିଶା
Interior designer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
16 hrs ago
2f4367d8-7376-4e0c-a2cd-c2c99f028a74

ଗୁର୍ଲାଉଡ଼ା......ଦାଦନ ଅଞ୍ଚଳରୁ ....ମନରେଗା ଯୋଜନାରେ ହରିଲୁଟ..... ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଉପାନ୍ତ ଏକ ଦାଦନ ପ୍ରବଣ ଅଞ୍ଚଳ ବୋଲି ସୋସିଆଲ ମିଡିଆ ହେଉ ଅବା ଖବର କାଗଜ ସବୁବେଲେ ଚର୍ଚ୍ଚାରେ ରୁହେ, କିଛି ଦିନ ଆଗରୁ

dfb18f0d-70db-4c9d-b974-34fc5e356233

ଆମେ ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ କନ୍ଦବାହାଲ ମନରେଗା ଟଙ୍କା ଆତ୍ମସାତ ଖବର ପ୍ରସାରଣ କରିଥିଲୁ,ଆଜି ତୁରକେଲା ବ୍ଲକ ବଡ଼ ଡକଲା ଗ୍ରାମପଂଚାୟତ ର ଗୁର୍ଲାଉଡ଼ା ର ମନରେଗା ଯୋଜନାରେ ହରିଲୁଟର ସରକାରୀ ଟଙ୍କା କୁ

d81bddc7-6fd2-4cf7-819a-2f7f915aac8f

କେମିତି ଆତ୍ମସାତ କରାଯାଏ,ଏଭଳି ଏକ ଦୃଶ୍ୟ ଆମ କେମେରା ରେ କଏଦ ହୋଇଛି, ପ୍ରଥମେ ଏହି ସୂଚନା ଫଳକ ଉପରେ ନଜର ପକାନ୍ତୁ.............ପଖେନ ଚଚରା ବନ୍ଦ ମାଟି ଉର୍ନତି କରଣ ନାଁରେ ପ୍ରଥମ ସୂଚନା ଫଳକ

c932741b-17f7-433a-bf19-ce1a0bf7bee7

ଉପରେ 24/25 ବର୍ଷ ସୂଚନା ଫଲକରେ ଟ (700000)ଙ୍ଙ୍କା ସାତ ଲକ୍ଷ ଟଙ୍କା ର କାମ 26/01/25 ଆରମ୍ଭ ହୋଇଥିବା ବେଲେ ଦ୍ୱିତୀୟ ସୂଚନା ଫଲକର କାମ 24/25 ବର୍ଷ ପାଇଁ ଟ..1000000(ଦଶ ଲକ୍ଷ )ଙ୍କା

4d46613e-3a2d-4235-aaf3-7b4f127a05ef

ହୋଇଥିବା ବେଲେ ପଖେନ ଚଚରା ବନ୍ଦ ର କାମ 17/05/25 ରେ ଆରମ୍ଭ ହୋଇ କେତେ ମାଟି ଖୋଲା ହୋଇଛି ଏବଂ କେତେ ମାପଯୋଖ ହେଉଛି, ନା ନାହିଁ ଅଳ୍ପ କାମ ହୋଇଛି,କିପରି ଗାର୍ଡ ୱାଲ

b44f151c-813f-433b-9e69-54aa481ef8fa

ନିର୍ମାଣ ଚାଲିଛି, କମ ସିମେଣ୍ଟ ରେ ଅଧିକ ମେଟାଲ ବାଲି ମିଶାଇ କେମିତି ତାକୁ ସଜାଡୁଛନ୍ତି ଆଜି ଆମ କେମେରା ରେ ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି,ଏଥିରେ ସ୍ପଷ୍ଟ ଭାବେ ବାରି ହୋଇଛି,ଏଠି ପ୍ରଶ୍ନ ଉଠୁଛି

98607b33-8bcb-46cb-8222-210e0bfe7e58

ଏଥିରେ କେତେ ଜଣ ଶ୍ରମିକ ନିଯୋଜିତ ଅଛନ୍ତି,ଆଉ କେତେଜଣ ଭୁତ ଶ୍ରମିକଙ୍କ ନାମରେ ପଇସା ପଡୁଛି, ଏଠି କାମ କରୁଥିବା ଗାଁ ସାଥି ଇନ୍ଦ୍ର ସଗରିଆ ଏବଂ ADEO ବୁଲୁ ପଧାନ ଙ୍କ ମିଳିଭଗତରେ ସମ୍ପୂର୍ଣ୍ଣ

1b0a0a59-1122-4ddd-88e4-56029dec2d0e

ଗାଁ ସାଥି ଏବଂ ଦାଜିତ୍ୱରେ ଥିବା ADEO ଆରାମରେ ଗରିବଙ୍କ ଟଙ୍କା କୁ ହରିଲୁଟ କରୁଛନ୍ତି, ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେତେ ଶୀଘ୍ର ତଦାରଖ କରି ଘଟଣାର ପର୍ଦାଫାଶ ହେଉଛି,

More news from ଓଡ଼ିଶା and nearby areas
  • ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।
    4
    ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି।
ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • Post by RAGHUNANDAN SINGH
    1
    Post by RAGHUNANDAN SINGH
    user_RAGHUNANDAN SINGH
    RAGHUNANDAN SINGH
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି ସେହି ଗୃହ ରେ ବିଦ୍ୟୁତ ରେ କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି
    1
    ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ   ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି  ସେହି ଗୃହ ରେ ବିଦ୍ୟୁତ ରେ  କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    59 min ago
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।
    1
    ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.