Shuru
Apke Nagar Ki App…
ରଣପୁର ବ୍ଲକ ସୁନାଖଳା ଓବର ବ୍ରିଜ ଠାରେ ଘଟିଯାଇଛି ମର୍ମନ୍ତକ ସଡ଼କ ଦୃଘଟଣା । ହାଇବା ଚକରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସି ପହଂଚି ଲୋକଙ୍କୁ ବୁଝା ସୁଜା କରିବାକୁ ଉଦ୍ୟମ ଚଳାଇଛି।
Utkal sib
ରଣପୁର ବ୍ଲକ ସୁନାଖଳା ଓବର ବ୍ରିଜ ଠାରେ ଘଟିଯାଇଛି ମର୍ମନ୍ତକ ସଡ଼କ ଦୃଘଟଣା । ହାଇବା ଚକରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସି ପହଂଚି ଲୋକଙ୍କୁ ବୁଝା ସୁଜା କରିବାକୁ ଉଦ୍ୟମ ଚଳାଇଛି।
More news from ଓଡ଼ିଶା and nearby areas
- India.1
- Post by Manoj kumar baliyarsingh4
- Jay Jagannath 🙏1
- ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl1
- ଅପେରା ଯାଜ୍ଞସେନି ର ସନାତନି ନାଟକ ଘୋଷଣା2
- କୋଣାର୍କ, ୨୦/୦୨: ଏକଦିବସୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ଶୈଳୀରେ ପଞ୍ଚ ଦେବ ନମସ୍ତୁତେ ଓ ବେହେଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପରେ ଏକ ଦିବସୀୟ ୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ବାବା ବାଲୁଙ୍କେଶ୍ୱର ନିକଟରୁ ଆଜ୍ଞାମାଳ ଆସିବା ପରେ ଘଣ୍ଟ ମର୍ଦ୍ଦଳ ଓ ପଞ୍ଚଦେବ ନମସ୍ତୁତେ ,ନୃତ୍ୟାଳୟାର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ଶୈଳୀରେ ଗୁରୁବନ୍ଦନା , ମୁମ୍ବାଇରେ ଅବସ୍ଥାପିତ ବିଶିଷ୍ଟ ବେହଲା ବାଦକ କୈଳାଶ ପାତ୍ରଙ୍କ ଦ୍ୱାରା ଵେହେଲା ବାଦନ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ , ବାଙ୍ଗାଲୋରର କଳାକାରଙ୍କ ଦ୍ବାରା ଭାରତ ନାଟ୍ୟମ ଓ କୁଚୂପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶିଷ୍ଟ ସଂଗୀତଜ୍ଞ ଡଃ ବିଜୟ କୁମାର ଜେନା ,ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ମହାପାତ୍ର, ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।1
- Post by Dipak Kumar Nayak4
- India 's UPI and Power Engineering boom.1