logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Jay Jagannath 🙏

4 hrs ago
user_Rajesh Samantaray
Rajesh Samantaray
Bank Sadar, Puri•
4 hrs ago

Jay Jagannath 🙏

More news from ଓଡ଼ିଶା and nearby areas
  • India 's UPI and Power Engineering boom.
    1
    India 's UPI and Power Engineering boom.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    2
    କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
  • କଟକ ପ୍ରେସ କଲୋନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଥଟ୍ଟାମଜାରୁ ଗୁଳି ମାରିଦେଲେ। କଟକ ରିଙ୍କୁ ଜେନାକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
    1
    କଟକ ପ୍ରେସ କଲୋନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଥଟ୍ଟାମଜାରୁ ଗୁଳି ମାରିଦେଲେ। କଟକ ରିଙ୍କୁ ଜେନାକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    22 hrs ago
  • କଟକ ଜିଲ୍ଲା କୁଶପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।
    1
    କଟକ ଜିଲ୍ଲା କୁଶପଡ଼ା  ବିଦ୍ୟାଳୟର ବାର୍ଷିକ ଉତ୍ସବ 
କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନସ୍ଥ ଗରୁଡ ଗାଁ  ପଞ୍ଚାୟତ ସ୍ଥିତ ବିଶ୍ବଳି ଗ୍ରାମର କୁଶପଡ଼ା ଆଶ୍ରମ ବିଦ୍ୟାଳୟ ର ବାର୍ଷିକଉତ୍ସବ ପ୍ରଧାନ ଶିକ୍ଷକ କମଳାକାନ୍ତ ପରିଜା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ କରିବା ପରେ  ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ମୁଖ୍ୟ ଅତିଥିଭାବେ ମାହାଙ୍ଗା ଅଞ୍ଚଳର ମହିମା ଧର୍ମ ଗବେଷକ ଡ଼.ଏକାଦଶୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଦିପ୍ତିମୟି ବେହେରା ,ପୂର୍ବତନ ସରପଞ୍ଚ ସୁବୋଧ କୁମାର ସାମଲ,ମୁଖ୍ୟବକ୍ତା  ଅଜୟ କୁମାର ପରିଡ଼ା ପ୍ରଧାନଶିକ୍ଷକ ବିଶିନା କାହାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ , ସମ୍ମାନିତ ଅତିଥିଭାବେ ଦିଲୀପ କୁମାର ପୃଷ୍ଟି,ଶିଶୁ ସାହିତ୍ୟିକ ବିଜୟ କୁଅଁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ  ସାମଲ,କାନପୁର ଆଞ୍ଚଳିକ ସାଧନ ସଂଯୋଜକ  ବଂଶୀଧର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍ତମ ଛାତ୍ର ସୃଷ୍ଠି କରିବା ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାବେଳେ ଛାତ୍ର ଛାତ୍ରୀ ମାନେ ପାଠପଢା ପ୍ରତି ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପିତା ମାତା ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ ଓ ନିଘା ରଖିବାପାଇଁ ଗୁରୁତ୍ଵ ଦେଇଥିଲେ । ଅତିଥିମାନେ  ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ, ଅଭିଭାବକ ,ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଯୋଗଦେଇଥିଲେ ।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।
    1
    ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।
    user_Ganjam Khabar
    Ganjam Khabar
    Kodala, Ganjam•
    31 min ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    1 hr ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    23 hrs ago
  • Incredible India.
    1
    Incredible India.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।ମୋ ଭାଇ କୁ ନ୍ୟାୟ ମିଳିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନ କୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇ କୁ ଡାକି ଗୁଳି କରିଛନ୍ତି। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    1
    କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।ମୋ ଭାଇ କୁ ନ୍ୟାୟ ମିଳିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନ କୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇ କୁ ଡାକି ଗୁଳି କରିଛନ୍ତି। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.