logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମ୍ୟାଟ୍ରିକ ପରୀକ୍ଷା ପରେ ଛାତ୍ରୀଙ୍କ ଅଟୋ ଦୁର୍ଘଟଣା, କିଛି ଗୁରୁତର ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।

1 hr ago
user_Ganjam Khabar
Ganjam Khabar
Kodala, Ganjam•
1 hr ago

ମ୍ୟାଟ୍ରିକ ପରୀକ୍ଷା ପରେ ଛାତ୍ରୀଙ୍କ ଅଟୋ ଦୁର୍ଘଟଣା, କିଛି ଗୁରୁତର ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।

More news from Ganjam and nearby areas
  • ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।
    1
    ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।
    user_Ganjam Khabar
    Ganjam Khabar
    Kodala, Ganjam•
    1 hr ago
  • ଆମ୍ବପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସର ରେ ଥିବା କାର ରେ ଅଗ୍ନିକାଣ୍ଡ । ପ୍ରାୟ ୨୦ ଟି ଗାଡ଼ି ରେ ନିଆଁ ଲାଗି ଥିବାର ଜଣାଯାଏ। ତେବେ କେଊ କାରଣ ରୁ ଏହି ଅଗ୍ନିକାଣ୍ଡ ଘଟିଛି କିଛି ଜଣା ପଡି ନାହିଁ। ଅଗ୍ନି ସମ୍ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିବାର ଜଣା ପଡ଼ିଛି।
    1
    ଆମ୍ବପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସର ରେ ଥିବା କାର ରେ ଅଗ୍ନିକାଣ୍ଡ । ପ୍ରାୟ ୨୦ ଟି ଗାଡ଼ି ରେ ନିଆଁ ଲାଗି ଥିବାର ଜଣାଯାଏ। ତେବେ କେଊ କାରଣ ରୁ ଏହି ଅଗ୍ନିକାଣ୍ଡ ଘଟିଛି କିଛି ଜଣା ପଡି ନାହିଁ। ଅଗ୍ନି ସମ୍ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିବାର ଜଣା ପଡ଼ିଛି।
    user_User9947
    User9947
    Social worker Asika, Ganjam•
    21 hrs ago
  • ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
    1
    ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    1 hr ago
  • ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା...
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    7 hrs ago
  • ଗତ ୨୦୧୨ ମସିହା ଫେବୃଆରୀ ୨୧ ତାରିଖ ଦିନ ହିଞ୍ଜିଳି ଥାନା ଆନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ଘଟିଥିବା ଏକ ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତ ଙ୍କୁ ଆଜି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ l
    1
    ଗତ ୨୦୧୨ ମସିହା ଫେବୃଆରୀ ୨୧ ତାରିଖ ଦିନ ହିଞ୍ଜିଳି ଥାନା ଆନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ଘଟିଥିବା ଏକ ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତ ଙ୍କୁ ଆଜି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ l
    user_Santosh Kumar Sahu
    Santosh Kumar Sahu
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    23 hrs ago
  • ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।
    2
    ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।
    user_Ganjam Khabar
    Ganjam Khabar
    Kabisuryanagar, Ganjam•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.