Shuru
Apke Nagar Ki App…
ଏକ ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ : ପ୍ରତିକ୍ରୟା ରଖିଲେ କ୍ୟାଡର ଏପିପି ନିହାର ରଞ୍ଜନ ନାୟକ ଗତ ୨୦୧୨ ମସିହା ଫେବୃଆରୀ ୨୧ ତାରିଖ ଦିନ ହିଞ୍ଜିଳି ଥାନା ଆନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ଘଟିଥିବା ଏକ ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତ ଙ୍କୁ ଆଜି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ l
Santosh Kumar Sahu
ଏକ ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ : ପ୍ରତିକ୍ରୟା ରଖିଲେ କ୍ୟାଡର ଏପିପି ନିହାର ରଞ୍ଜନ ନାୟକ ଗତ ୨୦୧୨ ମସିହା ଫେବୃଆରୀ ୨୧ ତାରିଖ ଦିନ ହିଞ୍ଜିଳି ଥାନା ଆନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ଘଟିଥିବା ଏକ ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତ ଙ୍କୁ ଆଜି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ l
More news from ଓଡ଼ିଶା and nearby areas
- ୧୪ ବର୍ଷ ପରେ ଦୟାପଲ୍ଲୀ ହତ୍ୟାକାଣ୍ଡ ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।1
- ପରୀକ୍ଷା ଦେଇ ଫେରୁଥିବା ପି.ନୂଆଗାଁ ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଟୋ ସୁମଣ୍ଡଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ। ଆହତ ଛାତ୍ରୀଙ୍କୁ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରେ କିଛିଙ୍କୁ ବ୍ରହ୍ମପୁର ରେଫର୍। ବେଗୁନିଆପଡା ପୋଲିସ ଅଟୋ ଜବତ କରି ତଦନ୍ତ ଆରମ୍ଭ କରିଛି।1
- ଆମ୍ବପୁଆ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସର ରେ ଥିବା କାର ରେ ଅଗ୍ନିକାଣ୍ଡ । ପ୍ରାୟ ୨୦ ଟି ଗାଡ଼ି ରେ ନିଆଁ ଲାଗି ଥିବାର ଜଣାଯାଏ। ତେବେ କେଊ କାରଣ ରୁ ଏହି ଅଗ୍ନିକାଣ୍ଡ ଘଟିଛି କିଛି ଜଣା ପଡି ନାହିଁ। ଅଗ୍ନି ସମ୍ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିବାର ଜଣା ପଡ଼ିଛି।1
- ହାଇସ୍କୁଲ ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ପଡିଛି ଜଣେ ଯୁବକଙ୍କ ମୃ-ତଦେହ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପୁଣି ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ...ପ୍ରବଳରୁ ପ୍ରବଳ ହେବ ବର୍ଷା... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଚାଷୀ କୁ କନ୍ଦାଉଛନ୍ତି ସରକାରୀ ବାବୁ ମାନେ କେମିତି ଦେଖନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- 5 କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ମୋହନା, 20/2(ଆପ୍ର) ଗଜପତି ଜିଲ୍ଲା ଅଡବା ଥାନା ମୁଠାଗୁଡା ପାହାଡ଼ ଉପରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଜବତ ଘଟଣା ରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ଆମନ ପାଲ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ମୁଠାଗୁଡା ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା l ଏହି ସମୟରେ ପାହାଡ଼ ଉପରେ ଜଣେ ଆମନ କିଛି ବସ୍ତା ରଖି ଛିଡା ହୋଇଥିବା ଦେଖି ପୁଲିସ ଚଢ଼ାଉ କରିଥିଲେ l ଚଢ଼ାଉ ପରେ 18 ବସ୍ତାରେ 501 କିଲୋ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ପୁଲିସ କହିଛି l ଏହି ଗଞ୍ଜେଇ କୁ ଜବତ କରିବା ସହ ଆମନ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l1
- ଯୁବ ମୋର୍ଚ୍ଚା ସଭାପତି ସୌମ୍ୟ ରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ପୌରପରିଷଦ ଅନ୍ତର୍ଗତ କିଛି ଘରୋଇ ଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ଆୟୋଜିତ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଭାଗୀଦାରି ସହ ମଣ୍ଡଳ ସଭାପତି ଅଶୋକ ଜେନା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି।2