logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସହରରେ ହାତୀ

1 hr ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•
1 hr ago

ସହରରେ ହାତୀ

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ୍ ଦେଓଗାଁ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଗୋପାଳପୁର ଗ୍ରାମରର ସମର ନାୟକ ଓ ତାଙ୍କ ସାନଭାଇ ସୁଧୀର ନାୟକଙ୍କ ୫ ବଖରା ଚାଳଛପର ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅପରାହ୍ନରେ ଘରେ ସମସ୍ତ ପରିବାରଙ୍କ ଉପସ୍ଥିତିବେଳେ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ପାଇଁ ଚେଷ୍ଟା କରିଥିଲେ ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆସବା ପତ୍ର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ କୃଷି ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
    1
    ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ୍ ଦେଓଗାଁ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଗୋପାଳପୁର ଗ୍ରାମରର ସମର ନାୟକ ଓ ତାଙ୍କ ସାନଭାଇ ସୁଧୀର ନାୟକଙ୍କ ୫ ବଖରା ଚାଳଛପର ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅପରାହ୍ନରେ ଘରେ ସମସ୍ତ ପରିବାରଙ୍କ ଉପସ୍ଥିତିବେଳେ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ପାଇଁ ଚେଷ୍ଟା କରିଥିଲେ ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆସବା ପତ୍ର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ କୃଷି ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    19 hrs ago
  • ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    1
    ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    10 hrs ago
  • କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    2
    କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
  • କଟକ ପ୍ରେସ କଲୋନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଥଟ୍ଟାମଜାରୁ ଗୁଳି ମାରିଦେଲେ। କଟକ ରିଙ୍କୁ ଜେନାକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
    1
    କଟକ ପ୍ରେସ କଲୋନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଥଟ୍ଟାମଜାରୁ ଗୁଳି ମାରିଦେଲେ। କଟକ ରିଙ୍କୁ ଜେନାକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    22 hrs ago
  • କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight
    2
    କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି।
ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି।
ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି।
ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
#kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency  #rajendra #kaliapaniUpdate #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    6 hrs ago
  • Post by ARUN KUMAR PATTANAYAK
    2
    Post by ARUN KUMAR PATTANAYAK
    user_ARUN KUMAR PATTANAYAK
    ARUN KUMAR PATTANAYAK
    Rengali Damsite, Anugul•
    8 hrs ago
  • ଢେଙ୍କାନାଳ ସଦର ବ୍ଲକ ଗହମ ଖୁଣ୍ଟିରେ ମାଗଣା ସ୍ଵସ୍ଥ ସେବାସିବିର ର କିଛି ଦୂଶ୍ୟ
    4
    ଢେଙ୍କାନାଳ ସଦର ବ୍ଲକ ଗହମ ଖୁଣ୍ଟିରେ ମାଗଣା ସ୍ଵସ୍ଥ ସେବାସିବିର ର କିଛି ଦୂଶ୍ୟ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
  • ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
    1
    ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ  ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" "କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ମନରେ ଏକ ଅଜଣା ଭୟ ସଞ୍ଚାର ହୁଏ । "ନିଆଁ" ର ଭୟାନକ କରାଳ ଗର୍ଭରେ ସବୁକିଛି ଭସ୍ମୀଭୂତ ହୋଇଯାଏ l ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ସମର ନାୟକ , ସୁଧୀର ନାୟକ ପିତା ରବି ନାରାୟଣ ନାୟକ ଘର ସର୍ଟ ସକ୍ରିଟ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ସମ୍ପୂର୍ଣ୍ଣ ଜିନିଷପୋଡି ଯିବା ସହ ସମସ୍ତ ଦରକାରୀ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି l ନିଆଁ କୁ ଲିଭାଇ ବା ପାଇଁ ଦମକଳ ଗାଡି ପହଞ୍ଚି ଲିଭାଇ ଥିଲା l ଏହା ଶୁଣି ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ପ୍ରହଲ୍ଲାଦ ମହାନ୍ତି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ତରଫରୁ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଦେବାପାଇଁ ପ୍ରଶାସନ କୁ ଜଣାଇଥିଲେ l ଘଟଣା ସ୍ଥଳରେ କପିଳାସ ଆରାଇ ଜୀବନ ଜ୍ୟୋତି ଦଳାଇ ପହଞ୍ଚି ପ୍ରାଥମିକ ରିପୋର୍ଟ କରି ତହସିଲକୁ ଅବଗତ କରାଇଥିଲେ ଳ #shuru
    1
    କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି"
"କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ମନରେ ଏକ ଅଜଣା ଭୟ ସଞ୍ଚାର ହୁଏ । "ନିଆଁ" ର ଭୟାନକ କରାଳ ଗର୍ଭରେ ସବୁକିଛି ଭସ୍ମୀଭୂତ ହୋଇଯାଏ l
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ସମର ନାୟକ , ସୁଧୀର ନାୟକ ପିତା ରବି ନାରାୟଣ ନାୟକ ଘର ସର୍ଟ ସକ୍ରିଟ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ସମ୍ପୂର୍ଣ୍ଣ ଜିନିଷପୋଡି ଯିବା ସହ ସମସ୍ତ ଦରକାରୀ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି l ନିଆଁ କୁ ଲିଭାଇ ବା ପାଇଁ ଦମକଳ ଗାଡି ପହଞ୍ଚି ଲିଭାଇ ଥିଲା l ଏହା ଶୁଣି ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ପ୍ରହଲ୍ଲାଦ ମହାନ୍ତି  ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ତରଫରୁ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଦେବାପାଇଁ ପ୍ରଶାସନ କୁ ଜଣାଇଥିଲେ l ଘଟଣା ସ୍ଥଳରେ କପିଳାସ ଆରାଇ ଜୀବନ ଜ୍ୟୋତି ଦଳାଇ ପହଞ୍ଚି ପ୍ରାଥମିକ ରିପୋର୍ଟ କରି ତହସିଲକୁ ଅବଗତ କରାଇଥିଲେ ଳ
#shuru
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.