logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

podagarh In Front Of Post office near Maa Mahamayee Temple,

9 hrs ago
user_ARUN KUMAR PATTANAYAK
ARUN KUMAR PATTANAYAK
Rengali Damsite, Anugul•
9 hrs ago
f5bf5a16-dd29-4ca8-982c-9424a01fbd81

podagarh In Front Of Post office near Maa Mahamayee Temple,

More news from Odisha and nearby areas
  • (ମୋ ମାମୁଁ ମୋ//ପାଇଁ ସବୁ କିଛି)😔 onlykathiofficaly//Story (Video) #viral #vlog #comedy
    1
    (ମୋ ମାମୁଁ ମୋ//ପାଇଁ ସବୁ କିଛି)😔 onlykathiofficaly//Story (Video) #viral #vlog #comedy
    user_Gobinda
    Gobinda
    Actor Anugul, Odisha•
    1 hr ago
  • Post by ARUN KUMAR PATTANAYAK
    2
    Post by ARUN KUMAR PATTANAYAK
    user_ARUN KUMAR PATTANAYAK
    ARUN KUMAR PATTANAYAK
    Rengali Damsite, Anugul•
    9 hrs ago
  • ତାଳଚେର ପୌରାଞ୍ଚଳର ଆଇଟିଆଇ ଛକ କାଳୀ ମନ୍ଦିର ନିକଟରେ ଆମିଷ ବିକ୍ରିକୁ ବିରୋଧ କରି ତୀର୍ଥବାସୀ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ବିରୋଧ କରାଯାଇଛି l ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ମନ୍ଦିର ନିକଟରେ ଆମିଷ ଦୋକାନ ରହିବ ନାହିଁ l ଯାହାକି ସେମାନେ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ, ଆମିଷ ଦୋକାନ ବନ୍ଦ କରାଯିବା ପାଇଁ l କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ l
    1
    ତାଳଚେର ପୌରାଞ୍ଚଳର ଆଇଟିଆଇ ଛକ କାଳୀ ମନ୍ଦିର ନିକଟରେ ଆମିଷ ବିକ୍ରିକୁ ବିରୋଧ କରି ତୀର୍ଥବାସୀ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ବିରୋଧ କରାଯାଇଛି l ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ମନ୍ଦିର ନିକଟରେ ଆମିଷ ଦୋକାନ ରହିବ ନାହିଁ l ଯାହାକି ସେମାନେ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ, ଆମିଷ ଦୋକାନ ବନ୍ଦ କରାଯିବା ପାଇଁ l କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    19 hrs ago
  • ୪୩ ଦିନରେ ପହଞ୍ଚିଲା ଗଣଧାରଣା ତାଳଚେର:ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୪୩ ଦିନରେ ପହଁଚିଛି।
    1
    ୪୩ ଦିନରେ ପହଞ୍ଚିଲା ଗଣଧାରଣା 
ତାଳଚେର:ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୪୩ ଦିନରେ ପହଁଚିଛି।
    user_BIMBADHAR MOHAPATRA
    BIMBADHAR MOHAPATRA
    Journalist, Matrubhasa Talcher Sadar, Anugul•
    22 hrs ago
  • ଜକା ନିକଟରେ ମମ୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ମୃତକ ମନମୋହନ ସାହୁ ଓ ଗୁରୁତର ଗୋବିନ୍ଦ ସେଠୀ ୨ଜଣ କଣ୍ଟିଓ ପୁଟ ସାହିର ବୋଲି ଜଣା ପଡ଼ିଛି ।
    1
    ଜକା ନିକଟରେ ମମ୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ମୃତକ ମନମୋହନ ସାହୁ ଓ ଗୁରୁତର ଗୋବିନ୍ଦ ସେଠୀ ୨ଜଣ କଣ୍ଟିଓ ପୁଟ ସାହିର ବୋଲି ଜଣା ପଡ଼ିଛି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    16 min ago
  • ସବୁମାସ ଭଳି ଆଜି ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସଦଦ୍ଭାବନା ହଲ୍ ରେ ସଡ଼କ ସୁରକ୍ଷା ବୌଠକ ଅନୁଷ୍ଠିତ ହୋଇଯାଛି ଗତ ଜାନୁୟାରି ମାସରେ ୪୨ଟି ଦୁର୍ଘଟଣା ଘଟିଛି ଏବଂ ୧୩ ଜଣ ଙ୍କ ଜୀବନ ହାନି ଘଟିଛ ସଚେତନତା ପାଇଁ ଯେଉଁଠାରେ ବ୍ୟାଂକ୍ ର୍ସ୍କଟ ଅଛି ତା ଉପରେ ନଜର ରଖ ବହିଃତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି
    1
    ସବୁମାସ ଭଳି ଆଜି ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସଦଦ୍ଭାବନା ହଲ୍ ରେ ସଡ଼କ ସୁରକ୍ଷା ବୌଠକ ଅନୁଷ୍ଠିତ ହୋଇଯାଛି ଗତ ଜାନୁୟାରି ମାସରେ ୪୨ଟି ଦୁର୍ଘଟଣା ଘଟିଛି ଏବଂ ୧୩ ଜଣ ଙ୍କ ଜୀବନ ହାନି ଘଟିଛ ସଚେତନତା ପାଇଁ  ଯେଉଁଠାରେ ବ୍ୟାଂକ୍ ର୍ସ୍କଟ ଅଛି ତା ଉପରେ ନଜର ରଖ ବହିଃତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    56 min ago
  • Post by RAJENDRA MAHANTA
    1
    Post by RAJENDRA MAHANTA
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    47 min ago
  • ଟ୍ରେନରୁ ପଡି ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ମୃତକ ଯୁବକ ଜଣଙ୍କ ବାରଙ୍ଗା ଖୋଲ ଗ୍ରାମର ଆନନ୍ଦ କୁଳୁ ବୋଲି ଜଣା ପଡିଛି।
    1
    ଟ୍ରେନରୁ ପଡି ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ମୃତକ ଯୁବକ ଜଣଙ୍କ ବାରଙ୍ଗା ଖୋଲ ଗ୍ରାମର ଆନନ୍ଦ କୁଳୁ ବୋଲି ଜଣା ପଡିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    17 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.