Shuru
Apke Nagar Ki App…
କାଳିଆପାଣି ଥାନା ପଡିଆ ଠାରେ ଆରମ୍ଭ ହୋଇଯାଇଛି ଫୁଟବଲ ଟୁର୍ନାମେଣ୍ଟ #kaliapaniUpdate #highlight #football #news
RAJENDRA MAHANTA
କାଳିଆପାଣି ଥାନା ପଡିଆ ଠାରେ ଆରମ୍ଭ ହୋଇଯାଇଛି ଫୁଟବଲ ଟୁର୍ନାମେଣ୍ଟ #kaliapaniUpdate #highlight #football #news
More news from ଓଡ଼ିଶା and nearby areas
- Post by RAJENDRA MAHANTA1
- ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ.. ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି ଏହି ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି1
- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୩ ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମଠାରେ ବ୍ଲକ ସଭାପତି ବିଭୂରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ବ୍ଲକର ସଂଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆପ୍ ର ନୀତି ଆଦର୍ଶ ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲୋକସଭା ସଭାପତି ପଙ୍କଜ ନାୟକ ଯୋଗଦେଇ ଆଜି ମାତୃଭାଷା ଦିବସ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଆମ ଓଡ଼ିଆ ଭାଷାକୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା, ଓଡ଼ିଆରେ ବିଭିନ୍ନ ଦରଖାସ୍ତ ଓ କାଗଜପତ୍ର କରିବା, ଓଡ଼ିଆ ଗଳ୍ପ କବିତା ପଢ଼ିବା ଓ ଶୁଣିବା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ। ତାଛଡା ମଣ୍ଡିରୁ ଚାଷୀ ମାନଙ୍କର ଧାନ ତୁରନ୍ତ ନ କିଣିବା ଓ ମଣ୍ଡିରେ ପାଞ୍ଚ କେଜି ରୁ ଦଶ କେଜି ଧାନ କଟନୀ ଛଟଣୀ ପାଇଁ ଅପାରଗ ରାଜ୍ୟ ସରକାରଙ୍କ ନିନ୍ଦା କରିଥିଲେ। ଟ୍ରେଡ଼ ଡିଲ୍ କୁ ନେଇ ଆମେରିକା ପାଖରେ କେନ୍ଦ୍ର ବିଜେପି ସରକାରଙ୍କ ନତମସ୍ତକ ହେବା ସମ୍ପର୍କରେ କର୍ମୀମାନଙ୍କୁ ସୂଚନା ଦେଇଥିଲେ। ସେହିପରି ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନ ଫାଇଲରେ ସଂଶ୍ଲିଷ୍ଟ ଥିବା ପ୍ରାୟ ୧୮ ଟି ଦେଶର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଇସ୍ତଫା ଦେଲେଣି କିମ୍ବା ଗିରଫ ହେଲେଣି। ସେହି ଫାଇଲରେ ଭାରତର ମଧ୍ୟ କିଛି ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନାମ ଆସୁଛି। ଏପରିକି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦିପ ପୁରୀ ନିଜେ ମାନୁଛନ୍ତି ଯେ ସେ ଯୌନ ରାକ୍ଷସ ଜେଫ୍ରି ଏପସ୍ଟିନଙ୍କ ସହିତ ତାରିଖ ଅନୁସାରେ କଥା ହୋଇଛନ୍ତି ଏବଂ ଭେଟିଛନ୍ତି। କାହିଁକି ଓ କଣ ପାଇଁ ଭେଟିଥିଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ। ତୁରନ୍ତ ସେ ନିଜ ପଦରୁ ଇସ୍ତଫା ଦେବା ପରେ ତଦନ୍ତ ହେବା ଉଚିତ। ସାଧାରଣ ଲୋକଙ୍କ ଟ୍ୟାକ୍ସ ପଇସାରେ ଯେଉଁ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏପରି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ କେନ୍ଦ୍ର ବିଜେପି ସରକାର ସୁରକ୍ଷା ଦେଉଛି ବୋଲି ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଏହି ବୈଠକରେ ଜୋନ୍ ଦୁଇର ରୋହିତ ସାହୁ ଓ ତିନିର ଦାୟୀତ୍ୱ ଦିଲେଶ୍ଵର ବେହେରା ନେଇଥିଲେ। ଶେଷରେ ସୁଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।1
- ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଭୁକ୍ତା ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ସାମ୍ବାଦିକ ସଂଘ(SUJ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏସପି ଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର1
- ସବୁମାସ ଭଳି ଆଜି ମଧ୍ୟ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସଦଦ୍ଭାବନା ହଲ୍ ରେ ସଡ଼କ ସୁରକ୍ଷା ବୌଠକ ଅନୁଷ୍ଠିତ ହୋଇଯାଛି ଗତ ଜାନୁୟାରି ମାସରେ ୪୨ଟି ଦୁର୍ଘଟଣା ଘଟିଛି ଏବଂ ୧୩ ଜଣ ଙ୍କ ଜୀବନ ହାନି ଘଟିଛ ସଚେତନତା ପାଇଁ ଯେଉଁଠାରେ ବ୍ୟାଂକ୍ ର୍ସ୍କଟ ଅଛି ତା ଉପରେ ନଜର ରଖ ବହିଃତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି1
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight2