logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୋଲିସ ଡିଜିଙ୍କ ଉଦେଶ୍ୟରେ ଯାଜପୁର ଜିଲ୍ଲା ଆରକ୍ଷିଙ୍କୁ ଦାବିପତ୍ର ପ୍ରଦାନ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଭୁକ୍ତା ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ସାମ୍ବାଦିକ ସଂଘ(SUJ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏସପି ଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର

3 hrs ago
user_Sovin kumar parida
Sovin kumar parida
Photographer କୋରାଇ, ଯାଜପୁର, ଓଡ଼ିଶା•
3 hrs ago

ପୋଲିସ ଡିଜିଙ୍କ ଉଦେଶ୍ୟରେ ଯାଜପୁର ଜିଲ୍ଲା ଆରକ୍ଷିଙ୍କୁ ଦାବିପତ୍ର ପ୍ରଦାନ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଭୁକ୍ତା ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ସାମ୍ବାଦିକ ସଂଘ(SUJ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏସପି ଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର

More news from ଓଡ଼ିଶା and nearby areas
  • ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଭୁକ୍ତା ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ସାମ୍ବାଦିକ ସଂଘ(SUJ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏସପି ଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର
    1
    ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଭୁକ୍ତା ଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ସାମ୍ବାଦିକ ସଂଘ(SUJ) ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏସପି ଙ୍କ ଜରିଆରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    3 hrs ago
  • ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
    1
    ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ  ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    10 hrs ago
  • ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ ।
    1
    ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ.. ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ..
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • Post by RAJENDRA MAHANTA
    1
    Post by RAJENDRA MAHANTA
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    4 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି ଏହି ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି
    1
    ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ମହିଷାପାଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର,. ଦେଖିବାକୁ ମିଳିଛି 
ଏହି  ନରହନ୍ତ। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    6 hrs ago
  • ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ। ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍‌ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।
    1
    ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ।
ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍‌ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    7 hrs ago
  • ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।
    1
    ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.