logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା, ନିଆଁ ଲଗାଇ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ ! ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ ।

3 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
3 hrs ago

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା, ନିଆଁ ଲଗାଇ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ ! ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । ଶିଶୁ ବାଟିକା କୋର୍ସ କରିବା ପରେ ବି ନିଯୁକ୍ତି ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଏକାଧିକ ଥର ଧାରଣାରେ ବସିବା ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ହଠାତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ ।

More news from ଓଡ଼ିଶା and nearby areas
  • ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।
    1
    ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    12 hrs ago
  • ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍‌ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।
    1
    ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି।
ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍‌ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    23 hrs ago
  • ବାପାଙ୍କ ଅମର ଆତ୍ମାର ସଦଗତି ପାଇଁ ଗୋ ଦାନ କଲେ ଥାନା ଅଧିକାରିଣୀ।
    1
    ବାପାଙ୍କ ଅମର ଆତ୍ମାର ସଦଗତି ପାଇଁ ଗୋ ଦାନ କଲେ ଥାନା ଅଧିକାରିଣୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    1
    ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    14 hrs ago
  • କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    1
    କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    23 hrs ago
  • Post by RAJENDRA MAHANTA
    1
    Post by RAJENDRA MAHANTA
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    5 hrs ago
  • ଭଦ୍ରକ- ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା । ଛୀନତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର. ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ ।
    1
    ଭଦ୍ରକ- ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା । ଛୀନତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର. ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ।
    1
    ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    12 hrs ago
  • ବଜେଟ୍ ରେ ଚାଷୀଙ୍କ ବିକାଶ କୁ ଗୁରୁତ୍ଵ।
    1
    ବଜେଟ୍ ରେ ଚାଷୀଙ୍କ ବିକାଶ କୁ ଗୁରୁତ୍ଵ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.