logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା ଭଦ୍ରକ- ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା । ଛୀନତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର. ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ ।

1 hr ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
1 hr ago

ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା ଭଦ୍ରକ- ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା । ଛୀନତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର. ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ ।

More news from ଓଡ଼ିଶା and nearby areas
  • ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫେବୃଆରୀ ୨0ତାରିଖରେ ସାରା ବିଶ୍ୱ ପାଳୁଥିବାବେଳେ ଆମ ଜିଲ୍ଲାରେ ମଧ୍ୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ପାଳନ କରାଯାଇଛି,ପ୍ରାତଃ 7:30ରେ ଯୋଗ ଶିବିର ପରେ ପରେ ଜଳଖିଆ ତାପରେ ଜିଲ୍ଲା ହସ୍ପିଟାଲ ଡାକ୍ତର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ମାନ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଦିଲୀପ ରାଉତରାଏ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦିବେଦୀ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମହାସଂଘ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଜିଲ୍ଲାଜଜ ର ପ୍ରତିନିଧି ତାପସ କୁମାର ମହାନ୍ତି, ଜିଲ୍ଲା ସଂଚୟ ଅଧିକାରିଣୀ ମୋନାଲିସା ପଣ୍ଡା, ଜିଲ୍ଲା ଲିଡ଼ ବ୍ୟାଙ୍କ ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ଜିଲ୍ଲପାଳ ରାଉତରାଏ ଆଜିର ଦିବସ ବରିଷ୍ଠ ମାନଙ୍କ ପ୍ରତି ସମାଜ ତଥା ପରିବାର ବର୍ଗ ସମ୍ମାନର ସହ ବଞ୍ଚିବାର ଅଧିକାର ସହ ବୁଦ୍ଧ ପିତାମାତା ଅବହେଳାର ଶିକାର ଯେପରି ନ ହେବେସେଥିପ୍ରତି ସମସ୍ତଙ୍କ ସ୍ନେହ ଆଉ ଶ୍ରଦ୍ଧା ରହିଲେ ଏକ ସୁସ୍ଥ ସମାଜ ଓ ଶ୍ରେଷ୍ଠ ଭାରତର ସ୍ୱପ୍ନ ସାକାର ହେବ, ଅନ୍ୟତମ ମଞ୍ଚାସିନ ଅତିଥି ବୃନ୍ଦ ସାମାଜିକ ନ୍ୟାୟ ଦିବସ ଉପରେ ବିଶଦ ଆଲୋଚନା କରି ଥିବା ବେଳେ ବରିଷ୍ଠ ମାନେ ସାଇବର ଠକେଇର ଶିକାର ନହେବା,ଆଇନଗତ ସେବା, ସମ୍ପତ୍ତିଗତ ଅଧିକାର,ଓ ବରିଷ୍ଠ ନାଗରିକ ସଂଚୟ ଉପରେ ଆଲୋଚନା କରିଥିଲେ, ବ୍ଲକ ଓ ପଂଚାୟତ ସ୍ତରରୁ ସମସ୍ତ ଅଠେଇଶ ଗୋଟି ସଂଘର ସଦସ୍ୟ ସଦସ୍ୟା ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ପଇଂଚାଳିଶ ଜଣ ଵୟୋବୃଦ୍ଧ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମାଜରେ ବରିଷ୍ଠଙ୍କ ହିତରେ କାର୍ଯ୍ୟ କରୁଥିବାରୁ ବରିଷ୍ଠ ନାଗରିକ ସେବା ସମ୍ମାନରେ ସମ୍ମାନିତ କରି ଥିଲେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଭାପତିତ୍ବ କରୁଥିବା ବେଳେ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଭା ସଂଚାଳନ କରିବା ସହ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, ବରିଷ୍ଠ ସହାୟକ ବିଦୁଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ, ଏତାଦୃଶ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିବାରୁ ସମସ୍ତ ବରିଷ୍ଠ ନାଗରିକ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ
    1
    ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫେବୃଆରୀ ୨0ତାରିଖରେ ସାରା ବିଶ୍ୱ ପାଳୁଥିବାବେଳେ ଆମ ଜିଲ୍ଲାରେ ମଧ୍ୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ପାଳନ କରାଯାଇଛି,ପ୍ରାତଃ 7:30ରେ ଯୋଗ ଶିବିର ପରେ ପରେ ଜଳଖିଆ ତାପରେ ଜିଲ୍ଲା ହସ୍ପିଟାଲ ଡାକ୍ତର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ମାନ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ 
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଦିଲୀପ ରାଉତରାଏ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦିବେଦୀ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମହାସଂଘ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଜିଲ୍ଲାଜଜ ର ପ୍ରତିନିଧି ତାପସ କୁମାର ମହାନ୍ତି, ଜିଲ୍ଲା ସଂଚୟ ଅଧିକାରିଣୀ ମୋନାଲିସା ପଣ୍ଡା, ଜିଲ୍ଲା ଲିଡ଼ ବ୍ୟାଙ୍କ ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ଜିଲ୍ଲପାଳ ରାଉତରାଏ ଆଜିର ଦିବସ ବରିଷ୍ଠ ମାନଙ୍କ ପ୍ରତି ସମାଜ ତଥା ପରିବାର ବର୍ଗ ସମ୍ମାନର ସହ ବଞ୍ଚିବାର ଅଧିକାର ସହ ବୁଦ୍ଧ ପିତାମାତା ଅବହେଳାର ଶିକାର ଯେପରି ନ ହେବେସେଥିପ୍ରତି ସମସ୍ତଙ୍କ ସ୍ନେହ ଆଉ ଶ୍ରଦ୍ଧା ରହିଲେ ଏକ ସୁସ୍ଥ ସମାଜ ଓ ଶ୍ରେଷ୍ଠ ଭାରତର ସ୍ୱପ୍ନ ସାକାର ହେବ, ଅନ୍ୟତମ ମଞ୍ଚାସିନ ଅତିଥି ବୃନ୍ଦ ସାମାଜିକ ନ୍ୟାୟ ଦିବସ ଉପରେ ବିଶଦ ଆଲୋଚନା କରି ଥିବା ବେଳେ  ବରିଷ୍ଠ ମାନେ ସାଇବର ଠକେଇର ଶିକାର ନହେବା,ଆଇନଗତ ସେବା, ସମ୍ପତ୍ତିଗତ ଅଧିକାର,ଓ ବରିଷ୍ଠ ନାଗରିକ ସଂଚୟ ଉପରେ ଆଲୋଚନା କରିଥିଲେ, ବ୍ଲକ ଓ ପଂଚାୟତ ସ୍ତରରୁ ସମସ୍ତ ଅଠେଇଶ ଗୋଟି ସଂଘର ସଦସ୍ୟ ସଦସ୍ୟା ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ପଇଂଚାଳିଶ ଜଣ ଵୟୋବୃଦ୍ଧ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମାଜରେ ବରିଷ୍ଠଙ୍କ ହିତରେ କାର୍ଯ୍ୟ କରୁଥିବାରୁ ବରିଷ୍ଠ ନାଗରିକ ସେବା ସମ୍ମାନରେ ସମ୍ମାନିତ କରି ଥିଲେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଭାପତିତ୍ବ କରୁଥିବା ବେଳେ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଭା ସଂଚାଳନ କରିବା ସହ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, ବରିଷ୍ଠ ସହାୟକ ବିଦୁଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ, ଏତାଦୃଶ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିବାରୁ ସମସ୍ତ ବରିଷ୍ଠ ନାଗରିକ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    24 min ago
  • ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ। ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍‌ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।
    1
    ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ।
ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍‌ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    4 hrs ago
  • ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
    1
    ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ  ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    7 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    21 hrs ago
  • ବଜେଟ୍ ରେ ଚାଷୀଙ୍କ ବିକାଶ କୁ ଗୁରୁତ୍ଵ।
    1
    ବଜେଟ୍ ରେ ଚାଷୀଙ୍କ ବିକାଶ କୁ ଗୁରୁତ୍ଵ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।
    1
    ସୋର_ତହସିଲଦରା_ଦୈତାରୀ_ମଲ୍ଲିକଙ୍କୁ_ଭିଜିଲାନ୍ସ_ବାନ୍ଧିଲା  ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମାଡି ବସିଲେ ଭିଜିଲାନ୍ସ । ପଥର ଗାଡି ଛାଡି ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବାଲେଶ୍ବର ଭିଜିଲାନ୍ସ ଟିମ୍। ଏହି ଚଢାଉରେ ବାଲେଶ୍ବର ଭିଜିଲାନ୍ସର ୨ଟି ଟିମ୍ ସାମିଲ ଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    1
    ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    9 hrs ago
  • ଭଦ୍ରକ- ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା । ଛୀନତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର. ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ ।
    1
    ଭଦ୍ରକ- ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା । ଛୀନତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର. ଦୁଇ ଲୁଟେରା ଗିରଫ । ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.