Shuru
Apke Nagar Ki App…
ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି। ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
ବନ୍ତ ଖବର
ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି। ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
More news from ଓଡ଼ିଶା and nearby areas
- ବନ୍ତ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।1
- ଅକ୍ସନ ସୁନାରେ ମହା-ଠକେଇ | HDFC BANK ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଠକେଇ ଶିକାର ହୋଇଥିବା ପରିବାର | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଶାଖାରେ l1
- Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨1
- ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା1
- ରାଜ୍ୟରେ ଚାଲୁଥିବା ମେଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୋତାୟନ ହୋଇଥିଲେ। ସକାଳୁ ହିଁ ପରୀକ୍ଷାର୍ଥୀମାନେ ଉତ୍ସାହର ସହ କେନ୍ଦ୍ରଗୁଡ଼ିକୁ ପହଞ୍ଚିଥିଲେ। ପ୍ରଶ୍ନପତ୍ର ସମ୍ବନ୍ଧରେ ଅଧିକାଂଶ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ପ୍ରଶ୍ନପତ୍ର ସିଲାବସ୍ ଅନୁଯାୟୀ ଥିବାରୁ ସେମାନେ ଭଲ ଭାବେ ଲେଖିପାରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ ଜାରି ରହିଥିବା ବେଳେ, କୌଣସି ଅପ୍ରୀତିକର ଘଟଣା ଘଟିନଥିବା ଜଣାପଡ଼ିଛି। କପି ରୋକିବା ପାଇଁ କଡା ନଜରଦାରି ବ୍ୟବସ୍ଥା କରାଯାଇଥିଲା।1
- ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର2
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।1