logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭଦ୍ରକ ଜିଲ୍ଲା ପ୍ରଶାସନ ର ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ । ସମାଜ ଗଠନରେ ରହିଛି ବରିଷ୍ଠ ନାଗରିକଙ୍କ ମୁଖ୍ୟ ଭୂମିକା l ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫେବୃଆରୀ ୨0ତାରିଖରେ ସାରା ବିଶ୍ୱ ପାଳୁଥିବାବେଳେ ଆମ ଜିଲ୍ଲାରେ ମଧ୍ୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ପାଳନ କରାଯାଇଛି,ପ୍ରାତଃ 7:30ରେ ଯୋଗ ଶିବିର ପରେ ପରେ ଜଳଖିଆ ତାପରେ ଜିଲ୍ଲା ହସ୍ପିଟାଲ ଡାକ୍ତର ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ମାନ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଦିଲୀପ ରାଉତରାଏ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦିବେଦୀ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମହାସଂଘ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଜିଲ୍ଲାଜଜ ର ପ୍ରତିନିଧି ତାପସ କୁମାର ମହାନ୍ତି, ଜିଲ୍ଲା ସଂଚୟ ଅଧିକାରିଣୀ ମୋନାଲିସା ପଣ୍ଡା, ଜିଲ୍ଲା ଲିଡ଼ ବ୍ୟାଙ୍କ ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ଜିଲ୍ଲପାଳ ରାଉତରାଏ ଆଜିର ଦିବସ ବରିଷ୍ଠ ମାନଙ୍କ ପ୍ରତି ସମାଜ ତଥା ପରିବାର ବର୍ଗ ସମ୍ମାନର ସହ ବଞ୍ଚିବାର ଅଧିକାର ସହ ବୁଦ୍ଧ ପିତାମାତା ଅବହେଳାର ଶିକାର ଯେପରି ନ ହେବେସେଥିପ୍ରତି ସମସ୍ତଙ୍କ ସ୍ନେହ ଆଉ ଶ୍ରଦ୍ଧା ରହିଲେ ଏକ ସୁସ୍ଥ ସମାଜ ଓ ଶ୍ରେଷ୍ଠ ଭାରତର ସ୍ୱପ୍ନ ସାକାର ହେବ, ଅନ୍ୟତମ ମଞ୍ଚାସିନ ଅତିଥି ବୃନ୍ଦ ସାମାଜିକ ନ୍ୟାୟ ଦିବସ ଉପରେ ବିଶଦ ଆଲୋଚନା କରି ଥିବା ବେଳେ ବରିଷ୍ଠ ମାନେ ସାଇବର ଠକେଇର ଶିକାର ନହେବା,ଆଇନଗତ ସେବା, ସମ୍ପତ୍ତିଗତ ଅଧିକାର,ଓ ବରିଷ୍ଠ ନାଗରିକ ସଂଚୟ ଉପରେ ଆଲୋଚନା କରିଥିଲେ, ବ୍ଲକ ଓ ପଂଚାୟତ ସ୍ତରରୁ ସମସ୍ତ ଅଠେଇଶ ଗୋଟି ସଂଘର ସଦସ୍ୟ ସଦସ୍ୟା ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ପଇଂଚାଳିଶ ଜଣ ଵୟୋବୃଦ୍ଧ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମାଜରେ ବରିଷ୍ଠଙ୍କ ହିତରେ କାର୍ଯ୍ୟ କରୁଥିବାରୁ ବରିଷ୍ଠ ନାଗରିକ ସେବା ସମ୍ମାନରେ ସମ୍ମାନିତ କରି ଥିଲେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଭାପତିତ୍ବ କରୁଥିବା ବେଳେ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସଭା ସଂଚାଳନ କରିବା ସହ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, ବରିଷ୍ଠ ସହାୟକ ବିଦୁଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ, ଏତାଦୃଶ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିବାରୁ ସମସ୍ତ ବରିଷ୍ଠ ନାଗରିକ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ

1 hr ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•

More news from ଓଡ଼ିଶା and nearby areas
  • ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।
    1
    ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    8 hrs ago
  • ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍‌ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।
    1
    ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି।
ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍‌ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    20 hrs ago
  • ବଜେଟ୍ ରେ ରାଜ୍ୟର ସମସ୍ତ ବର୍ଗର ଉନ୍ନତି ଓ ବିକାଶ କୁ ଗୁରୁତ୍ଵ।
    1
    ବଜେଟ୍ ରେ ରାଜ୍ୟର ସମସ୍ତ ବର୍ଗର ଉନ୍ନତି ଓ ବିକାଶ କୁ ଗୁରୁତ୍ଵ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    1
    ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    10 hrs ago
  • କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    1
    କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • Post by RAJENDRA MAHANTA
    1
    Post by RAJENDRA MAHANTA
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    2 hrs ago
  • ଅକ୍ସନ ସୁନାରେ ମହା-ଠକେଇ | HDFC BANK ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଠକେଇ ଶିକାର ହୋଇଥିବା ପରିବାର | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଶାଖାରେ l
    1
    ଅକ୍ସନ ସୁନାରେ ମହା-ଠକେଇ  | HDFC BANK ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଠକେଇ ଶିକାର ହୋଇଥିବା ପରିବାର | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଶାଖାରେ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ।
    1
    ବନ୍ତ ବ୍ଲକ ରେ ବିଭିନ୍ନ ସ୍ଥାନରେ ଖୁସିର ମହିଳା। ଭଦ୍ରକରେ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଉତ୍ସବର ମାହୋଲ। ପ୍ରତିକ୍ରିୟା ରଖିଲେ ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାଶ ଅଧିକାରୀ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    8 hrs ago
  • ସଂଘର ଜିଲ୍ଲା ନେତୃତ୍ୱର କହିବା ଅନୁସାରେ, ବର୍ଷରୁ ବର୍ଷ କାମ କରୁଥିବା ଶ୍ରମିକମାନେ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା, ସ୍ଥାୟୀକରଣ, ନ୍ୟୁନତମ ଦରମା ଓ ସାମାଜିକ ସୁରକ୍ଷା ସୁବିଧାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଜାରି ରହିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଏପଟେ, ଆପୋଲୋ ହସ୍ପିଟାଲ ସମ୍ମୁଖରେ ମଧ୍ୟ ଶ୍ରମିକ ଅସନ୍ତୋଷ ଦେଖାଦେଇଛି। ଛଟେଇ ହୋଇଥିବା ଶ୍ରମିକମାନଙ୍କ ପୁନଃନିଯୁକ୍ତି ଦାବିରେ ଆସନ୍ତା ୨୪ ଫେବୃଆରୀରେ ହସ୍ପିଟାଲ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ। ଶ୍ରମିକ ସଂଗଠନମାନଙ୍କ ଅଭିଯୋଗ — କିଛି କର୍ମଚାରୀଙ୍କୁ ଅନ୍ୟାୟଭାବେ ଚାକିରିରୁ ବର୍ଜିତ କରାଯାଇଛି।
    1
    ସଂଘର ଜିଲ୍ଲା ନେତୃତ୍ୱର କହିବା ଅନୁସାରେ, ବର୍ଷରୁ ବର୍ଷ କାମ କରୁଥିବା ଶ୍ରମିକମାନେ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା, ସ୍ଥାୟୀକରଣ, ନ୍ୟୁନତମ ଦରମା ଓ ସାମାଜିକ ସୁରକ୍ଷା ସୁବିଧାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ଜାରି ରହିଛି।
ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଏପଟେ, ଆପୋଲୋ ହସ୍ପିଟାଲ ସମ୍ମୁଖରେ ମଧ୍ୟ ଶ୍ରମିକ ଅସନ୍ତୋଷ ଦେଖାଦେଇଛି। ଛଟେଇ ହୋଇଥିବା ଶ୍ରମିକମାନଙ୍କ ପୁନଃନିଯୁକ୍ତି ଦାବିରେ ଆସନ୍ତା ୨୪ ଫେବୃଆରୀରେ ହସ୍ପିଟାଲ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ।
ଶ୍ରମିକ ସଂଗଠନମାନଙ୍କ ଅଭିଯୋଗ — କିଛି କର୍ମଚାରୀଙ୍କୁ ଅନ୍ୟାୟଭାବେ ଚାକିରିରୁ ବର୍ଜିତ କରାଯାଇଛି।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.